ଓଡ଼ିଶା ମୋର କର୍ମଭୂମି: ଭି କେ ପାଣ୍ଡିଆନ

ଭୁବନେଶ୍ବର: ଆଜି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି କେ ପାଣ୍ଡିଆନ ପ୍ରଶ୍ନ କରିଥିଲେ, ଆପଣ ଓଡ଼ିଶା ଛାଡ଼ି ପଳେଇବେ କି ? ଏହି ପ୍ରଶ୍ନର ଉତ୍ତରରେ ପାଣ୍ଡିଆନ୍  କହିଥିଲେ, ଓଡ଼ିଶା ମୋର କର୍ମଭୂମି। ମୋ ପୁଅ ଓ ଝିଅଙ୍କ ମାତୃଭାଷା ଓଡ଼ିଆ।  ଓଡ଼ିଶାବାସୀଙ୍କଠୁ ସ୍ନେହ ଓ ପ୍ରଚୁର ଭଲ ପାଇବା ପାଇଛି। ମୁଁ, ମୋ କର୍ମଭୂମିକୁ କେବେ ଛାଡ଼ିପାରିବିନି। ଆସନ୍ତାକାଲି ମହାପ୍ରଭୁ ଯାହା ଚାହିଁବେ ତାହା ହେବ।

ସମ୍ବନ୍ଧିତ ଖବର