ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ବ୍ରାହ୍ମଣୀ ବନ୍ୟା: ୮୦ ହଜାର ଜଳବନ୍ଦି, ଗାଁ ମଝିରେ କୁମ୍ଭୀର

ପଟ୍ଟାମୁଣ୍ତାଇ: ବ୍ରାହ୍ମଣୀ ବନ୍ୟା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଅଳଭାଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ବହୁଛି। ଏଠାରେ ବିପଦସଙ୍କେତ ୧୬ ଫୁଟ୍‌ ଥିବା ବେଳେ ଜଳସ୍ତର ୧୭ ଫୁଟ୍‌ ରହିଛି। ବନ୍ୟାରେ ସମଗ୍ର ଧୋୟାଞ୍ଚଳ ବୁଡ଼ି ରହିଛି।…
ଅଧିକ ଖବର ଦେଖନ୍ତୁ...

ଦିନ ୩ଟାରେ ମୁଣ୍ଡଳୀରେ ପ୍ରବାହିତ ହେବ ସର୍ବାଧିକ ବନ୍ୟାଜଳ

ଭୁବନେଶ୍ୱର: ମହାନଦୀ ସିଷ୍ଟମରେ ମଧ୍ୟମଧରଣର ବନ୍ୟା ଦେଖାଦେଇଛି | ଲଗାଣ ବର୍ଷା ଯୋଗୁଁ ମହାନଦୀର ଶାଖା ନଦୀରେ ପାଣି ବଢ଼ିଥିବାବେଳେ ମହାନଦୀରେ ମଧ୍ୟ ପାଣି ବଢିଛି | ଦିନ ୧ଟା ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୮୦ ହଜାର କ୍ୟୁସେକ ପାଣି ବୋହିଥିବାବେଳେ ସର୍ବାଧିକ ୯ରୁ ସାଢେ ୯ ଲକ୍ଷ କ୍ୟୁସେକ ପାଣି…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ଖୋଲିବ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତି ବର୍ଷ ମେ ୧ରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କର ଭିତରକନିକାରେ…
ଅଧିକ ଖବର ଦେଖନ୍ତୁ...

ଉଗ୍ରମୁଖା ହଂସୁଆ ନଦୀ: ୫୦ଫୁଟ୍‌ ଲମ୍ବର ପଥରପ୍ୟାକିଂ ଧସିଲା

ରାଜନଗର: ରାଜନଗର ନିକଟରେ ବହିଯାଇଥିବା ହଂସୁଆ ନଦୀ ଏବେ ଉଗ୍ରମୁଖା ହୋଇଉଠିଛି। ରାଜନଗର ବଜାର ନିକଟରେ ଥିବା ପଥର ପ୍ୟାକିଂକୁ ହଂସୁଆ ନଦୀର ଜୁଆର ତା ଗର୍ଭକୁ ଟାଣି ନେଇଛି। ମାତ୍ର ୧୨ ଘଂଟା ଭିତରେ ୧୫ ଫୁଟ ଚଉଡା ଓ ୫୦ ଫୁଟ ଲମ୍ବର ପଥର ପ୍ୟାକିଂ ଓ ପଠା ଧସି ପଡ଼ିଛି। ହଂସୁଆ ନଦୀର ଏହି…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀର ଆକ୍ରମଣର ଶିକାର ବାବାଜିଙ୍କ ମୁଣ୍ଡ ଉଦ୍ଧାର

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ୍‌ ଧୋୟାଞ୍ଚଳ ପେଣ୍ଠପାଳ ପଞ୍ଚାୟତ କୂଳସାହି ଗ୍ରାମରେ ଗତକାଲି ରାତିରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଅମୂଲ୍ୟ ଦାସ ଓରଫ ଟିକିଲି ବାବାଙ୍କ ମୁଣ୍ଡ ଆଜି କୂଳସାହି ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣୀ ନଦୀ ପଠାରୁ ଉଦ୍ଧାର କରାଯାଇଛି। ବାବାଙ୍କ ଶରୀରର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଡେରାବିଶ : ହରିଦାସପୁର- ପାରାଦୀପ ରେଳପଥର ବାଜିପଡା ଷ୍ଟେସନ ନିକଟରେ ଗୁରୁବାର ଦିନ ଏକ କୋଇଲା ବୋଝେଇ ଟ୍ରେନ୍‌ର ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଆଜି ସକାଳେ ପାରାଦୀପରୁ ହରିଦାସପୁର ଆଡକୁ ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନ୍‌ର ୨ଟି ବଗିରୁ ନିଆଁ ବାହାରୁଥିବା ଦେଖି ଟ୍ରେନ୍‌ଟିକୁ…
ଅଧିକ ଖବର ଦେଖନ୍ତୁ...

କୋର୍ଟରେ ପୁଲିସକୁ ଧମକଚମକ: ଦୋଷୀକୁ ୨ ବର୍ଷ ୮ ମାସ ଜେଲ୍‌

ରାଉରକେଲା: କୋର୍ଟ ପରିସରସ୍ଥ ସିଏସ୍‌ଆଇଙ୍କ ଅଫିସ୍‌ରେ ପୁଲିସକୁ ଧମକଚମକ ଦେବା ଦୋଷୀକୁ ମହଙ୍ଗା ପଡ଼ିଛି। ମାମଲାର ବିଚାର କରି ପ୍ରଥମ ଶ୍ରେଣୀ ବିଚାରପତି ଉମାକାନ୍ତ ବେ‌ହେରା ଅଭିଯୁକ୍ତକୁ ୨ ବର୍ଷ ୮ ମାସ ଜେଲଦଣ୍ଡ ସହ ୬ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ହେନ୍ତାଳ ଦିବସ: ଲୁଣା ଜଙ୍ଗଲ ପାଇଁ ୪୬ ପରିବାର ଦାନ କରିଛନ୍ତି ୨୫ ଏକର ଜମି

ରାଜନଗର: ଲୁଣା ଜଙ୍ଗଲ ବୃଦ୍ଧି ପାଇଁ କେବଳ ବନବିଭାଗ ନୁହେଁ, ଭିତରକନିକା ଚାରିପଟେ ଥିବା ଲୋକେ ଆଗେଇ ଆସିଛନ୍ତି। ଲୁଣା ଜଙ୍ଗଲର ପରିସୀମା ବଢ଼ାଇବା, ନିଜ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ବାତ୍ୟା, ବନ୍ୟା ସମୟରେ ନିଜେ ସୁରକ୍ଷିତ ରହିବା ପାଇଁ ନୂତନ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ଲୋକେ ନିଜର…
ଅଧିକ ଖବର ଦେଖନ୍ତୁ...

ଅଫିସ୍‌ରେ ମଦ ପିଇ ଫସିଲେ ଯନ୍ତ୍ରୀ, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା: ଜଳସ˚ପଦ ବିଭାଗ ମହାନଦୀ ଉତ୍ତର ବିଭାଜନର ପୁନ୍ଦାଳ ସବ୍‌ଡିଭିଜନ୍‌ ଅନ୍ତର୍ଗତ ନାରାୟଣପୁର ଉପକଣ୍ଠ ସେକସନ୍‌ ଅଫିସ୍‌ ଭିତରେ ଦୁଇ ଯନ୍ତ୍ରୀଙ୍କ ମଦ ଆସର ଭିଡିଓ ଭାଇରାଲ୍‌ ଘଟଣାକୁ ନେଇ ଶନିବାର ‘ସମ୍ବାଦ’ରେ ଖବର ପ୍ରକ‌ାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଅଫିସ୍‌ରେ ମଦ ପିଇ ଫସିଲେ ଯନ୍ତ୍ରୀ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା : ଜଳସ˚ପଦ ବିଭାଗ ମହାନଦୀ ଉତ୍ତର ବିଭାଜନର ପୁନ୍ଦାଳ ସବ୍‌ଡିଭିଜନ୍‌ ଅନ୍ତର୍ଗତ ନାରାୟଣପୁର ଉପକଣ୍ଠ ସେକ୍ସନ୍‌ ଅଫିସ୍‌ ଭିତରେ ଦୁଇ ଯନ୍ତ୍ରୀଙ୍କ ମଦ ଆସର ଭିଡିଓ ଭାଇରାଲ୍‌ ଘଟଣାକୁ ନେଇ ଶନିବାର ‘ସମ୍ବାଦ’ରେ ଖବର ପ୍ରକ‌ାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...