ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଅବିଭକ୍ତ କଟକ: ଜମିରେ ପାଣି ନାହିଁ; ଚିନ୍ତାରେ ଚାଷୀ

କଟକ/ କେନ୍ଦ୍ରାପଡ଼ା/ ଜଗତସିଂହପୁର : ଅବିଭକ୍ତ କଟକ ଜିଲ୍ଲାରେ ବି ପରିସ୍ଥିତି ସଙ୍ଗୀନ। ଜମିରେ ପାଣି ନାହିଁ। ଚାଷୀମାନେ ଏବେ ଚିନ୍ତାରେ। କଟକ ଜିଲ୍ଲାରେ ୪୦ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିବା ସରକାରୀ ରେକର୍ଡ କହୁଛି। ବର୍ଷା ଅଭାବରୁ ଚାଷ କାମ ଆରମ୍ଭ ହୋଇପାରୁନି। ଯେଉଁ କେତେକ…
ଅଧିକ ଖବର ଦେଖନ୍ତୁ...

ସାନିଟାଇଜରରେ ନିଆଁ ଲାଗି ବିସ୍ଫୋରଣ: ୨ ବାଳିକା ଗୁରୁତର

ଆଳି: ଆଜି ସକାଳ ସମୟରେ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଘଟି ଗୋବିନ୍ଦପୁର ଗ୍ରାମର ଗିରିଧାରୀ ମଳିକଙ୍କ ୨ ଝିଅ ଅଭିଲିପ୍ସା ମଳିକ (୧୫) ଓ ସମୀକ୍ଷା ମଳିକ (୧୦) ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ଦୁଇ ଭଉଣୀ ଆଜି ସକାଳେ ଚୁଲି ପାଖରେ ପୁର…
ଅଧିକ ଖବର ଦେଖନ୍ତୁ...

ନିରନ୍ତର ପଠନ ଓ ସାଧନା ସାହିତ୍ୟ ରଚନାକୁ ସମୃଦ୍ଧ କରିଥାଏ

ଆଳି: କେବଳ ଲେଖିବା ଓ ପ୍ରକାଶନ ପାଇଁ ଲେଖିଲେ ସାହିତ୍ୟ ସୁଖପାଠ୍ୟ ହେବନାହିଁ କି ପାଠକୀୟ ଆଦୃତି ଲାଭ କରି ପାରିବ ନାହିଁ। ନିରନ୍ତର ଅଧ୍ୟୟନ ଓ ନିଷ୍ଠାପର ସାଧନାରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ ତାହା ସାହିତ୍ୟିକର ସୃଷ୍ଟି ସମୁହକୁ ସମୃଦ୍ଧ କରି ଲୋକାଦୃତ ହୋଇଥାଏ ବୋଲି ଆଜି ଆଳି ସମ୍ବାଦ…
ଅଧିକ ଖବର ଦେଖନ୍ତୁ...

ଆଣ୍ଠେଇଛି ୨ ମେଗା ପାନୀୟଜଳ ପ୍ରକଳ୍ପ: ରାଜନଗରରେ ଚାଲିଛି ପାଇପ୍‌ ବିଛା, ପଟ୍ଟାମୁଣ୍ଡାଇରେ କେବେ?

ପଟ୍ଟାମୁଣ୍ତାଇ: ମେ’ ମାସ ସୁଦ୍ଧା ପଟ୍ଟାମୁଣ୍ଡାଇରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଇପ୍‌ ବିଛା କାମ ସରିବ। ଚଳିତ ବର୍ଷ ୩୧ ପଞ୍ଚାୟତର ସବୁ ଘରକୁ ପାଇପ୍‌ ପାଣି ସଂଯୋଗ କରାଯିବ।’ ସରକାରଙ୍କ ଏଭଳି ପ୍ରତିଶ୍ରୁତିରେ ପାନୀୟ ଜଳ ସମସ୍ୟାର ପ୍ରତିକାର ହୋଇଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ପାଇଁ ଶିକ୍ଷକଙ୍କ ଖୋଲା ଅଫର୍‌: ‘୧୪ ଲକ୍ଷ ଦିଅ, ଚାକିରି ନିଅ’

ରାଜନଗର : ଆଜି(ରବିବାର) ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ କମିଟି(ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ଜୁନିଅର ଆସି‌ଷ୍ଟାଣ୍ଟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ପରୀକ୍ଷା ପୂର୍ବରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ ପାଇଁ ୧୪ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

୫-ଟି’କୁ ଉପହାସ, ଭଙ୍ଗା ଘରେ ପାଠପଢ଼ା

ରାଜକନିକା: ରାଜ୍ୟ ସରକାର ଶିକ୍ଷାର ଉନ୍ନତି ଲାଗି ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ୫-ଟି ଯୋଜନାରେ ରୂପାନ୍ତରଣ କାମ ହାତକୁ ନିଆଯାଉଛି। ହେଲେ, ରାଜକନିକା ବ୍ଲକ୍‌ ଉଜାଙ୍ଗରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୧୯୫୦ ମସିହା‌ରେ…
ଅଧିକ ଖବର ଦେଖନ୍ତୁ...

ମା’ ନା ରାକ୍ଷସୀ: ଦେଢ଼ବର୍ଷର ଶିଶୁକନ୍ୟାକୁ ମଧ୍ୟରାତ୍ରିରେ ତଣ୍ଟିଚିପି ଦେଲା ଜନ୍ମଦାତ୍ରୀ

ଆଳି: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ରବିବାର-ସୋମବାର ରାତିରେ ୩ ଛୁଆଙ୍କ ସହିତ ମା’ କୂଅକୁ ଡେଇଁବା ଘଟଣାକୁ ରାଜ୍ୟବାସୀ ଭୁଲି ନାହାନ୍ତି। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଳି ଥାନା ଅନ୍ତର୍ଗତ ପଦନିପାଳ ଗାଁରେ…
ଅଧିକ ଖବର ଦେଖନ୍ତୁ...

ଘରେ ଶୋଇଥିଲେ ଶାଶୂ-ବୋହୂ: ଚଢିଗଲା ହାଇଓ୍ବା

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷ୍ଣନଗର ପଞ୍ଚାୟତର ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତାକଡ଼ ଘର ଉପରକୁ ଏକ ଚିପ୍ସ ବୋଝେଇ ହାଇୱା ମାଡ଼ିଯିବା ଫଳରେ ଘର ଭିତରେ ଥିବା ଶାଶୂ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଦ୍ରୁତ ଗାଡ଼ିଚାଳନା ଉପରେ ରୋକ୍‌ ନାହିଁ, ୬ ମାସରେ ଗଲାଣି ୭ ଜୀବନ, ୩୦ରୁ ଅଧିକ ଆହତ

ଆଳି: କଟକ-ଚାନ୍ଦବାଲି ରାସ୍ତା ପାଲଟିଛି ମରଣଯନ୍ତା। ଗତ ୬ ମାସ ମଧ୍ୟରେ ଏହି ରାସ୍ତାରେ ୭ରୁ ଅଧିକ ଅମୂଲ୍ୟ ଜୀବନହାନି ସହିତ ୩୦ରୁ ଅଧିକ ଲୋକ ଦୁର୍ଘଟଣାରେ ଗୁରୁତର ହୋଇ ଅକର୍ମଣ୍ୟ ହୋଇପଡିଛନ୍ତି। ଏସବୁ ଦୁର୍ଘଟଣା ପାଇଁ ଦ୍ରୁତ ଓ ଲଗାମଛଡା ଗାଡି ଚାଳନାକୁ ହିଁ ଦାୟୀ କରାଯାଉଛି। ପୁଲିସ,…
ଅଧିକ ଖବର ଦେଖନ୍ତୁ...

କନିକା ବନାଞ୍ଚଳରୁ ୧୦୭ଟି କୁମ୍ଭୀରବସା ଚିହ୍ନଟ

ରାଜନଗର : ସରୀସୃପଙ୍କ ନନ୍ଦନକାନନ ତଥା ବଉଳା କୁମ୍ଭୀରମାନଙ୍କ ପ୍ରାକୃତିକ ବାସସ୍ଥାନ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଧୀନରେ ଥିବା କନିକା ବନାଞ୍ଚଳରେ ୧୦୭ଟି କୁମ୍ଭୀର ବସା ଠାବ କରାଯାଇଛି। କନିକା ରେଂଜ୍‌ର ଭିତରକନିକା, ରଗଡ଼ାପାଟିଆ, ଡାଙ୍ଗମାଳ, ସାଉଥ୍ ମହିଁଷାମଡ଼ା, ନର୍ଥ…
ଅଧିକ ଖବର ଦେଖନ୍ତୁ...