ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ତୁଳସୀକ୍ଷେତ୍ରରେ ଶ୍ରୀବଳଦେବ ଜିଉଙ୍କ ଗୁଣ୍ଡିଚା ଯାତ୍ରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ତୁଳସୀକ୍ଷେତ୍ରରେ ଶ୍ରୀବଳଦେବ ଜିଉଙ୍କ ରଥଯାତ୍ରାରେ ଆଜି ପରଂପରା ଭଙ୍ଗ ହୋଇଛି। ବିଳମ୍ବିତ ପହଣ୍ଡି ଯୋଗୁଁ ଆଜି ରଥ ଗଡ଼ି ପାରିନି। ପରଂପରା ଅନୁଯାୟୀ ଶ୍ରୀବଳଦେବଜିଉଙ୍କ ରଥ ଶ୍ରୀଗୁଣ୍ଡିଚା ଦିନ କିଛି ବାଟ ଗଡ଼ି ଅଟକି ଯାଏ ଏବଂ ପରଦିନ ରଥ ଟଣା ହୋଇ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ହସ୍ପିଟାଲ୍‌ରେ ‘୫-ଟି’କୁ ଉପହାସ, ପ୍ରସୂତି ବିଭାଗରେ ‘ହାତଖର୍ଚ୍ଚ’ ଖେଳ

କେନ୍ଦ୍ରାପଡ଼ା: ‘ଟି’ ଫର‌୍‌ ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତା। ରାଜ୍ୟ ସରକାରଙ୍କ ବହୁ ପ୍ରଚଳିତ ‘୫-ଟି’ନୀତିରେ ଅନ୍ୟତମ ‘ଟି’ ହେଲା ଏହି ସ୍ବଚ୍ଛତା। ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ତଥା ପାରଦର୍ଶିତା ଆଣିବା ସା˚ଗକୁ କୌଣସି ପ୍ରକାର ଦୁର୍ନୀତି, ଅନିୟମିତତା ତଥା ଲାଞ୍ଚ କାରବାର ଉପରେ…
ଅଧିକ ଖବର ଦେଖନ୍ତୁ...

ଅଧାରେ ଆଣ୍ଠେଇଛି ଅଧକୋଟିର ପ୍ରକଳ୍ପ

ନିକିରାଇ: ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବସୁଧା ଯୋଜନାରେ ଏଥିନିମନ୍ତେ ଗାଁରେ ଗାଁରେ ପାଇପ୍ ବିଛାଠୁ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ବ୍ଲକ୍ କୁତରଙ୍ଗ ପଂଚାୟତ ବିଷ୍ଣୁଦାସପୁର(ଚାଉଳିଆ)…
ଅଧିକ ଖବର ଦେଖନ୍ତୁ...

୫ କୋଟି ଟଙ୍କାର ସାଇବର୍‌ ଠକେଇ: ରାଜନଗରରୁ ଯୁବକକୁ ଉଠାଇ ନେଲା ଦିଲ୍ଲୀ ପୁଲିସ

ରାଜନଗର : ରାଜନଗର ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁର କୁଞ୍ଜବିହାରୀ ଦାସଙ୍କ ପୁଅ ସୁବ୍ରତ ଦାସକୁ ଦିଲ୍ଲୀ ସାଇବର ଥାନା ପୁଲିସ ମଳିଆବୁଦା ଗାଁରୁ ଉଠାଇ ନେଇଛି। ସୂଚନା ଅନୁସାରେ, ଆମେରିକାର ଜଣେ ନାଗରିକ ୫ କୋଟି ଟଙ୍କାର ସାଇବର୍‌ ଠକେଇର ଶିକାର ହୋଇଥିଲେ। ସେ ଏ ନେଇ ଦିଲ୍ଲୀ ସାଇବର୍‌ ଥାନାରେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ହସ୍‌ପିଟାଲ୍‌ରେ ମିଳିଲାନି ଚିକିତ୍ସା, ଶିଶୁକନ୍ୟାକୁ ଜନ୍ମ ଦେଇ ଆଖିବୁଜିଲା ମା’

କେନ୍ଦ୍ରାପଡ଼ା: ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଆଖିବୁଜିଲା ମା’। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡ଼ା:  ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ସ୍ତ୍ରୀ ରିଦ୍ଧି ରାୟଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୪ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ମାଛରଙ୍କା ପକ୍ଷୀକୁ ନିର୍ଯାତନା ଭିଡିଓ ଭାଇରାଲ୍‌, ୨ ଗିରଫ

ରାଜନଗର : ଚିଙ୍ଗୁଡ଼ିଘେରିରେ ମାଛ ଖାଇଲା ବୋଲି ଭିତରକନିକାର ବିରଳ ପକ୍ଷୀ ମାଛରଙ୍କା (କିଙ୍ଗ୍‌ ଫିସର୍‌)କୁ ଫାଶରେ ଧରି ନିର୍ଯାତନା ଦେବାର ଭିଡିଓ ଭାଇରାଲ୍‌ ‌ହୋଇଛି। ଏହି ଘଟଣାରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ପୋଷ୍ଟ୍‌ କରିଥିବା…
ଅଧିକ ଖବର ଦେଖନ୍ତୁ...

ମା କୋଳରୁ ପୁଅକୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ନିମପୁର ଗ୍ରାମରେ ଆଜି ଏକ ହୃଦୟବିଦାରକ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ନିମପୁର ଗ୍ରାମ ନିକଟ ବାଉଁଶବାଡ଼ି ଘାଟରେ ଗାଧୋଉଥିବା ବେଳେ ମା କୋଳରୁ ୧୦ ବର୍ଷର ପୁଅକୁ କୁମ୍ଭୀର ଟାଣି ନେଇଛି। ପୁଅର କ୍ଷତବିକ୍ଷତ ମୃତଦେହ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ମା’ର ଆଖି ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର, ମିଳିଲା ମୃତଦେହ

ପଟ୍ଟାମୁଣ୍ଡାଇ: ଆଜି ସକାଳେ ବ୍ରାହ୍ମଣୀ ନଦୀ କୂଳରୁ ଜଣେ ନାବାଳକକୁ କୁମ୍ଭୀର ଝାମ୍ପିନେଇଥିବାର ଖବର ମିଳିଛି। ପରେ ଉକ୍ତ ନାବାଳକର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ଯ୍ୟ। ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଘର ନିର୍ମାଣକୁ ବିରୋଧ କରିବାରୁ ବଡ଼ଭାଇକୁ ହାଣିଲା ସାନଭାଇ

ପଟ୍ଟାମୁଣ୍ଡାଇ: ସକାଳୁ ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା ବଡ଼ଭାଇ ଅନୁପମ ବେହେରା (୩୬)। ଏହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉତକ୍ଷିପ୍ତ ହୋଇ ହଠାତ୍ ସାନଭାଇ ଏକ କଟୁରୀରେ…
ଅଧିକ ଖବର ଦେଖନ୍ତୁ...