ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ଗୋଜବାୟାଣୀ ପୀଠରେ ଅଚଳାବସ୍ଥା

ମାର୍ଶାଘାଇ: ରକ୍ଷଣାବେକ୍ଷଣ ଅଭାବରୁ ମାର୍ଶାଘାଇ ବ୍ଲକ୍‌ ବାଘଡିଆର ଅଧିଷ୍ଠାତ୍ରୀ ଦେବୀ ମା’ ଗୋଜବାୟାଣୀ ପୀଠରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପୀଠର ପରିଚାଳନା ସହ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ଦେବୋତ୍ତର କମିସନର ଗତ ମାର୍ଚ୍ଚ ୪ ତାରିଖ‌ରେ ଏକ ବର୍ଷ ପାଇଁ ଏକ ଅନ୍ତରୀଣ ଟ୍ରଷ୍ଟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ଅପରାଧୀ ବିଭୁକୁ ଅପହରଣ

ଯାଜପୁର/ଟମକା/ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବେରୁହାଁ ପଞ୍ଚାୟତ ଭଗବାନପୁର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ସାହୁ ଓରଫ ବିଭୁକୁ ଗତକାଲି ରାତିରେ ଅପହରଣ କରି ନିଆଯାଇଛି। ଯାଜପୁର ଜିଲ୍ଲା ଟମକା ଥାନା ଗୋବର୍ଦ୍ଧନପୁର ପଞ୍ଚାୟତ ରଥପଦା ଗାଁ ନିକଟ କାଜୁ ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌

କେନ୍ଦ୍ରାପଡ଼ା : ଜାଲ ଦସ୍ତଖତ ବଳରେ ସାଢେ ୯ ଲକ୍ଷ ଟଙ୍କା ହଡ଼ପ କରି ନେବା ଭଳି ଅଭିଯୋଗ ହୋଇଛି କେନ୍ଦ୍ରାପଡ଼ା ବ୍ଲକ୍‌ ଘାଗରା ପ˚ଚାୟତର ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ। ଭିନ୍ନ ଭିନ୍ନ ଚେକ୍‌ ମାଧୢମରେ ସେ ଏହି ଟଙ୍କାକୁ ନିଜ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତଦୁଇ ପରୀକ୍ଷାରେ ଆଶାନୁରୂପ ନମ୍ବର ରଖିନପାରି ୨ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଆଳି/ନୀଳଗିରି : ଯୁକ୍ତଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଆଶାନୁରୂପ ନମ୍ବର ରଖିନପାରି ୨ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜଣେ ଛାତ୍ରୀ ନଈକୁ ଡେଇଁ ପଡ଼ିଥିବା ବେଳେ ଅନ୍ୟଜଣେ ୩ ମହଲା କୋଠାରୁ ଡେଇଁ ପଡ଼ିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଉତ୍ତେଜନା: ବିଧାୟକ ଶଶିଭୂଷଣ ବେହେରାଙ୍କ ଉପରକୁ ପୁଣି ଥରେ…

କେନ୍ଦ୍ରାପଡ଼ା/ନିକିରାଇ: କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଉପରକୁ ଆଜି ପୁଣି ଥରେ ଅଣ୍ଡାମାଡ଼ ହୋଇଛି। ସୌଭାଗ୍ୟବଶତଃ ଅଣ୍ଡା ତାଙ୍କ ଦେହରେ ନ ବାଜି ମଂଚ ତଳେ ପଡ଼ିଛି। ଏଭଳି ଘଟଣା କେନ୍ଦ୍ରାପଡ଼ା ବ୍ଲକ୍ ଇନ୍ଦୁପୁର ବଜାର ପଲ୍ଲୀମଂଗଳ ପଡ଼ିଆରେ ଆୟୋଜିତ ମହାତ୍ମା ଗାନ୍ଧୀ ପଦଯାତ୍ରା…
ଅଧିକ ଖବର ଦେଖନ୍ତୁ...

ବଦଳିବ ଭିତରକନିକାର ରୂପରେଖ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଏହି ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସରକାର ପ୍ରକୃତି ଓ ପରିବେଶ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ବାରୋପ କରୁଥିବାରୁ ଭିତରକନିକାରେ ଭିତ୍ତିଭୂମିର ବିକାଶ ଆରମ୍ଭ ହୋଇଛି। ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ମା’ ହେବା ଜିଦ୍‌ରେ ଅଟଳ ‘ମଲ୍ଲୀ’, ସପ୍ତାହେ ହେଲା ଆଚରଣରେ ଅସ୍ବାଭାବିକ ପରିବର୍ତ୍ତନ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳସ୍ଥିତ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା ଧଳା କୁମ୍ଭୀର ‘ମଲ୍ଲୀ’ ମା’ ହେବା ଜିଦ୍‌ରେ ଅଟଳ। ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ଅଣ୍ତା ଦେବା ନିମନ୍ତେ ବସା ବାନ୍ଧିବା ପ୍ରକ୍ରିୟାରେ ବ୍ୟସ୍ତ। ଅଣ୍ତା ଦେବା ଓ…
ଅଧିକ ଖବର ଦେଖନ୍ତୁ...

ଜଳିଗଲା କପଡ଼ା ଦୋକାନ, ୪୦ ଏଲ୍‌ଇଡି ଟିଭି ପାଉଁଶ

ଆଳି : ଆଳି ନୂଆବଜାରଠାରେ ଥିବା ଏକ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସମସ୍ତ ପୋଷାକପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୋକାନର ଷ୍ଟୋର୍‌ ରୁମ୍‌ରେ ରଖାଯାଇଥିବା ୪୦ଟି ଏଲ୍‌ଇଡି ଟିଭି ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଆଳି ବଜାରରେ ନିଆଁ ଲାଗି ଜଳିଗଲା ପୂରା ଲୁଗା ଦୋକାନ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡ ଘଟି ଦେଖୁଦେଖୁ ଜଳିଯାଇଛି ଲୁଗା ଦୋକାନ। ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଲିଭାଇବାକୁ ସାହସ କରିପାରିଲେନି ଲୋକ । କେବଳ ସେଠାରେ ଛିଡାହୋଇ ସାଜିଲେ ଦେଖଣାହାରୀ । ଏପରି ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା…
ଅଧିକ ଖବର ଦେଖନ୍ତୁ...

ଗାଁ ଭିତରେ ମଦ ବେପାରକୁ ବିରୋଧ: ଜିଲ୍ଲାପାଳ ଅଫିସ୍‌ ଆଗରେ ଧାରଣା ଦେଲେ ମହିଳା

କେନ୍ଦ୍ରାପଡ଼ା: ଗାଁରେ ଚାଲିଥିବା ବେଆଇନ ମଦ ଦୋକାନ ବିରୋଧରେ ତାତିଛନ୍ତି ମହିଳା। ଏହାର ପ୍ରତିବାଦରେ ଆଜି ଗରଦପୁର ବ୍ଲକ୍‌ କୁଦାନଗରୀ ଥାନା ଅନ୍ତର୍ଗତ ବେରୁହା ଗ୍ରାମର ବହୁ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି। ଆସନ୍ତା ସାତ…
ଅଧିକ ଖବର ଦେଖନ୍ତୁ...