ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ବଳଦେବଜିଉ କଲ୍ୟାଣ ମଣ୍ତପ, ସରକାରୀ ଧାର୍ଯ୍ୟ ରାଶି ଛୁଇଁପାରୁନି ନିଲାମ

କେନ୍ଦ୍ରାପଡ଼ା: ବଳଦେବଜିଉ କଲ୍ୟାଣ ମଣ୍ତପ ନିଲାମକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଗଲା ତିନି ତିନି ଥର ଖୋଲା ନିଲାମ ଡକାଯାଇଥିଲେ ହେଁ, ସରକାରୀ ଧାର୍ଯ୍ୟ ମୁତାବକ ରାଶି ନ ଆସିବାରୁ ମଣ୍ଡପ କାହାକୁ ଦିଆଯାଇପାରି ନାହିଁ। ତିନି ଥର ଯାକ ନିଲାମ ଫେଲ୍‌ ମାରିଛି। ପୂର୍ତ୍ତ ବିଭାଗ ଆକଳନ କରି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ପାଞ୍ଚଟି ନୂଆ ପିଜି ପାଠ୍ୟକ୍ରମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ପାଞ୍ଚଟି ନୂଆ ପିଜି ପାଠ୍ୟକ୍ରମ। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ସ˚କ୍ରାନ୍ତରେ ନିର୍ଦେଶନାମା ଜାରି କରିଛି। ୨୦୨୩-୨୪ଶିକ୍ଷା ବର୍ଷରେ ଖୋଲିଥିବା ଏହି ନୂଆ ବିଷୟ ଗୁଡ଼ିକ ହେଉଛି ଉଦ୍ଭିଦ ବିଜ୍ଞାନ, ହିନ୍ଦୀ,…
ଅଧିକ ଖବର ଦେଖନ୍ତୁ...

ଗହୀରମଥା: ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ

ରାଜନଗର : ଦୀର୍ଘ ୬୦ ଦିନ ପରେ କଇଁଛ ଅନ୍ତୁଡିଶାଳ ଗହୀରମଥା ପୁଣି ଚଳଚଂଚଳ ହୋଇ ଉଠିଛି। ଲକ୍ଷାଧିକ ମା କଇଁଛ ଗହୀରମଥାର ଅଗରନାସୀ–୨ରେ ସମୂହ ଅଣ୍ତାଦାନ ପକ୍ରିୟା ଶେଷ କରିଥିଲେ। ମଙ୍ଗଳବାର, ବୁଧବାର, ଗୁରୁବାର ୩ଦିନ ଭିତରେ ୨ କୋଟି ୨୮ ଲକ୍ଷ ଶାବକ ଅଣ୍ତାରୁ ବାହାରି ସମୁଦ୍ର ଭିତରକୁ ଚାଲି…
ଅଧିକ ଖବର ଦେଖନ୍ତୁ...

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍ ସ୍ଲାବ୍‌, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମାର୍ଶାଘାଇ: ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଡ୍ରେସିଙ୍ଗ୍ ରୁମ୍ ଛାତରୁ ଖସିଲା କଂକ୍ରିଟ୍ ସ୍ଲାବ୍। ଅଳ୍ପକେ ବର୍ତ୍ତିଲେ କର୍ମଚାରୀ। ସମଗ୍ର ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ରକ୍ଷଣାବେକ୍ଷଣ ଅଭାବରୁ ଜରାଜିର୍ଣ୍ଣ ଅବସ୍ଥାରେ ଥିବା ବେଳେ ଅସୁରକ୍ଷିତ ମଣୁଛନ୍ତି କର୍ମଚାରୀ ଓ ରୋଗୀ।…
ଅଧିକ ଖବର ଦେଖନ୍ତୁ...

ଆଜିଠୁ ଜୁଲାଇ ୩୧ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ୩ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି। ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି। ଏହି ସମୟ ବିରଳ…
ଅଧିକ ଖବର ଦେଖନ୍ତୁ...

ନବୋଦୟ ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ: ଓଡ଼ିଆ ପିଲାଙ୍କୁ ବଣ୍ଟାଗଲା ତେଲୁଗୁ ପ୍ରଶ୍ନପତ୍ର

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ମଧୁସାଗର ବିଦ୍ୟାପୀଠରେ ଚାଲିଥିବା ନବୋଦୟ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ ଦେଖା ଦେଇଛି। ଓଡ଼ିଆ ମାଧ୍ୟମ ପିଲାଙ୍କୁ ତେଲୁଗୁ ପ୍ରଶ୍ନପତ୍ର ଦିଆଯାଇଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ସାତଭାୟା ବଗପାଟିଆରେ ‘ଆଦର୍ଶ କଲୋନି’ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନି ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ବାଇଶ କୋଟି ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫ଟି ସଚିବ…
ଅଧିକ ଖବର ଦେଖନ୍ତୁ...

ମେ’୧ରୁ ଭିତରକନିକା ୩ ମାସ ବନ୍ଦ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ମାନଙ୍କର ପାଖେଇ ଆସୁଛି ପ୍ରଜନନ ଋତୁ। ଏହାକୁ ଦୃଷ୍ଟିରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ ୧ ତାରିଖ ଠାରୁ ଜୁଲାଇ ୩୧ ଦୀର୍ଘ ୩ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟ ଭିତରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ସମସ୍ୟା ବାବଦରେ ପ୍ରତିଶ୍ରୁତି ଦେଲେନି ୫-ଟି ସଚିବ : ଗଣେଶ୍ବର

ଭୁବନେଶ୍ବର : ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ କେନ୍ଦ୍ରାପଡ଼ା ଗସ୍ତ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ‌ବେହେରା। ଶ୍ରୀ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ ୫-ଟି ସଚିବ ଜଣେ ସରକାରୀ କର୍ମଚାରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମରେ…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ କେନ୍ଦ୍ରାପଡ଼ା ଓ କଟକ ଗସ୍ତ: ସାତଭାୟା ଥଇଥାନ କଲୋନିର ରୂପରେଖ ବଦଳିବ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଦିନ ରାଜନଗର, ରାଜକନିକା ଓ ଆଳି ବ୍ଲକ୍‌ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ…
ଅଧିକ ଖବର ଦେଖନ୍ତୁ...