ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ପାଟକୁରାରେ ଶୋକର ଛାୟା: ଅନ୍ତିମ ଯାତ୍ରାରେ ସହିଦ ଦେବୀ ପ୍ରସନ୍ନ ସୂତାର

ପାଟକୁରା: ବରଫ ଝଡ଼ରେ ସହିଦ ହୋଇଥିବା ପାଟକୁରା ଅଞ୍ଚଳର ସହିଦ ଦେବୀ ପ୍ରସନ୍ନ ସୂତାରଙ୍କ ଅନ୍ତିମ ସଂସ୍କାର ଚାଲିଛି। ଏହାକୁ ନେଇ ଗ୍ରାମବାସୀ ଶୋକରେ ବୁଡ଼ି ରହିଛନ୍ତି। ଗାଁରେ ଚାଲିଛି ସହିଦଙ୍କ ଅନ୍ତିମ ଯାତ୍ରା। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ଆଜି ସହିଦ ଦେବୀ ପ୍ରସନ୍ନ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା କଲେଜ ଯୁକ୍ତ ତିନି ପରୀକ୍ଷାଫଳ, ଶହେରୁ ୯୫ପାସ୍; ଆଶା ‘ବେଷ୍ଟ ଗ୍ରାଜୁଏଟ୍‌’

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ପାସ୍‌ ହାର ୯୫.୪୯ପ୍ରତିଶତ ରହିଥିବା ବେଳେ ୧୦୭୯ଜଣଙ୍କ ମଧ୍ୟରୁ ୯୫୩ପିଲା ପାସ୍‌ କରିଛନ୍ତି। ସେଥିମଧୢରେ ୪୮୩ ଛାତ୍ର ଏବ˚ ୪୭୦ ଛାତ୍ରୀ ଅଛନ୍ତି। ପାସ୍ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଅଧ୍ୟବସାୟ, ଆତ୍ମବିଶ୍ବାସର ବିରଳ ଉଦାହରଣ ବରଜ: ୯୦% ଦିବ୍ୟାଙ୍ଗ, +୩ ପଦାର୍ଥ ବିଜ୍ଞାନ ଟପର୍‌

କେନ୍ଦ୍ରାପଡ଼ା : ଜନ୍ମରୁ ୯୦ ପ୍ରତିଶତ ଦିବ୍ୟାଙ୍ଗ ବରଜ କୁମାର ଦାସଙ୍କ ସଫଳତାକୁ ନେଇ ଆଜି କେନ୍ଦ୍ରାପଡ଼ାବାସୀ ପ୍ରଶଂସାରେ ଶତମୁଖ। ବରଜଙ୍କର ଅଧ୍ୟବସାୟ, ଆତ୍ମବିଶ୍ବାସ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ବରଜଙ୍କର ଦୁଇ ଗୋଡ଼ ନାହିଁ। ହାତ ଥିଲେ ବି ଆଙ୍ଗୁଳି ନାହିଁ। ଦୁଇ ହାତରେ…
ଅଧିକ ଖବର ଦେଖନ୍ତୁ...

ବରଫ ଝଡ଼ରେ ସହିଦ ହେଲେ ପାଟକୁରା ଅଞ୍ଚଳର ସେନା ଇଞ୍ଜିନିଅର ଦେବୀ ପ୍ରସନ୍ନ ସୂତାର

ପାଟକୁରା: ବରଫ ଝଡ଼ରେ ସହିଦ ହେଲେ ପାଟକୁରା ଅଞ୍ଚଳର ଦେବୀ ପ୍ରସନ୍ନ ସୂତାର। ଗତକାଲି ବରଫ ଅତଡା ଖସି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ଅନତ ଦୂରରେ ଥିବା ଜଗଦଳପୁର ଗ୍ରାମର ନାରାୟଣ ସୂତାରଙ୍କ ସାନ ପୁଅ ଦେବୀ ପ୍ରସନ୍ନ ସୂତାର(୩୬)…
ଅଧିକ ଖବର ଦେଖନ୍ତୁ...

ମଲା ଲୋକ ଜମି ବିକ୍ରି ଘଟଣା, ଘାଟ ରୋଡ୍‌ରେ ପ୍ରସ୍ତୁତ ହୋଇଛି ନକଲି ଆଧାରକାର୍ଡ!

ରାଜନଗର: ରାଜନଗର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଭୂତ ବିକୁଛି ଜମି। ୨୫ ବର୍ଷ ତଳୁ ପ୍ରାଣ ହରାଇଥିବା ବ୍ୟକ୍ତି ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି, ବରଂ କାର୍ଯ୍ୟାଳୟର କର୍ମଚାରୀ ତାଙ୍କ ନିକଟରେ ପହଞ୍ଚି ଦଲିଲରେ ଦସ୍ତଖତ ଆଣିଛନ୍ତି। ଉପନିବନ୍ଧକଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣି,…
ଅଧିକ ଖବର ଦେଖନ୍ତୁ...

ତୁଳସୀକ୍ଷେତ୍ରରେ ପ୍ରଥମ, ଚାନ୍ଦିରେ ଚମକିଲେ ତିନି ଠାକୁର

କେନ୍ଦ୍ରାପଡ଼ା: ଚାନ୍ଦି ଅଳଙ୍କାରରେ ସଜେଇ ହେଇ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜିଉ। ଗୁରୁବାର ଶ୍ରୀଗୁଣ୍ତିଚା ମନ୍ଦିର ଆଗରୁ ରଥ ଆସି ବଡ଼ଦେଉଳରେ ଲାଗିବା ପରେ ଆଜି ରାତିରେ ଶ୍ରୀଜିଉ ରତ୍ନସି˚ହାସନଙ୍କୁ ବିଜେ କରିଛନ୍ତି। ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଦୁର୍ଘଟଣା: ମାମୁ, ଭଣଜା ମୃତ

ମହାକାଳପଡ଼ା : ମାର୍ଶାଘାଇ ଥାନା ଅର୍ନ୍ତଗତ ପାରାଦୀପ-ଚଣ୍ଡୀଖୋଲ ୫୩ ନଂ ଜାତୀୟ ରାଜପଥର ନନପୁର ଛକଠାରେ ଏକ ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଉଛନ୍ତି ରଜନୀକାନ୍ତ ନାଉରି ଓ ତାଙ୍କ ଭଣଜା ଜିତୁ ସ୍ବାଇଁ(୧୪)। ଉଭୟଙ୍କ ଘର ସ୍ଥାନୀୟ ଜୟଚନ୍ଦ୍ରପୁର ଗ୍ରାମରେ।…
ଅଧିକ ଖବର ଦେଖନ୍ତୁ...

ଅନ୍ଧଭକ୍ତି ବିରୋଧରେ ସାହିତ୍ୟିକ କଲମ ଚଳାନ୍ତୁ: ସୌମ୍ୟର˚ଜନ

କେନ୍ଦ୍ରାପଡ଼ା/ଗରଦପୁର : ସାହିତ୍ୟ ଓ ରାଜନୀତି ପରସ୍ପରଠୁ ଭିନ୍ନ ନୁହେଁ। ବର˚ ପରିପୂରକ। କିନ୍ତୁ ସାହିତ୍ୟିକମାନେ ଯେଭଳି ରାଜନୀତିଠୁ ନିଜକୁ ନିରାପଦ ଦୂରତାରେ ରଖୁଛନ୍ତି, ତାହା ସମାଜ ପାଇଁ ଆଦୌ ହିତକର ନୁହେଁ। କାରଣ ଉଭୟ ସାହିତ୍ୟ ଓ ରାଜନୀତିର ଲକ୍ଷ୍ୟ ହେଉଛି ସମୂହ ହିତ ସାଧନ।…
ଅଧିକ ଖବର ଦେଖନ୍ତୁ...

ଶୌଚବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ୧୫ ଦିନରେ ଗଲାଣି ୩ ଜୀବନ

ନିକିରାଇ : କେନ୍ଦ୍ରାପଡ଼ା ବ୍ଲକ୍‌ ଘାଗରାଡିଆ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ଘାଗରା ପଞ୍ଚାୟତ ୧ନଂ. ୱାର୍ଡର ଗଙ୍ଗାଧର ତରାଇ(୬୩)। କୁମ୍ଭୀର ଟାଣି ନେବାର ୬ ଘଣ୍ଟା ପରେ ନଦୀରୁ ତାଙ୍କ ମୃତଦେହ…
ଅଧିକ ଖବର ଦେଖନ୍ତୁ...

ଶୌଚ ପାଇଁ ଯାଇଥିଲେ ବୃଦ୍ଧ: ନଦୀ ଭିତରକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି କୁମ୍ଭୀର ଆତଙ୍କ। ଆଜି ସକାଳେ ଘାଗରା ପଞ୍ଚାୟତ ଘାଗରଡ଼ିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଘାଗରଡ଼ିଆ ଗାଁର ଗଙ୍ଗାଧର ତରାଇ(୬୫) ନାମକ ଜଣେ ବୃଦ୍ଧ…
ଅଧିକ ଖବର ଦେଖନ୍ତୁ...