ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ପତ୍ନୀଙ୍କ ପେଟରେ ବୋତଲ ଭୁସିଦେଲା ସ୍ୱାମୀ

କେନ୍ଦୁଝର: ଯୌତୁକ ପାଇଁ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ। ବିୟର ବୋତଲ ଭାଙ୍ଗି ପତ୍ନୀ ପେଟରେ ଭୁସି ଦେଲା ମଦ୍ୟପ ସ୍ୱାମୀ। କେନ୍ଦୁଝର ସଦର ଥାନା ଜଡ଼ିପଦା ଗାଁରେ ଘଟିଛି ଏହି ଦୁର୍ଭାଗ୍ୟଜନକ ଘଟଣା। ସ୍ୱାମୀ ଆକ୍ରମଣରେ ଗୁରୁତର ପତ୍ନୀ ଏବେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ସଭାମଞ୍ଚରେ ବିଜେଡି ନେତାଙ୍କୁ ଅଣ୍ଡାମାଡ଼

ଚମ୍ପୁଆ : ବିଜେଡି ନେତାଙ୍କୁ ଅତିଥି କରିବାକୁ ନେଇ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ଆଜି ଅଣ୍ଡାମାଡ ହୋଇଛି। ଏହାକୁ ନେଇ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଅଣ୍ଡାମାଡ କରିଥିବା ଜଣେ ଛାତ୍ରଙ୍କୁ ଅଟକ ରଖିଛି। କଲେଜର ବାର୍ଷିକ ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...

ଉପଜିଲ୍ଲାପାଳ ଓ ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ ଘେରିଲେ ଆନ୍ଦୋଳନକାରୀ

ଆନନ୍ଦପୁର : ହାଟଡିହି ବ୍ଳକ ଛେନାପଦି ଛକଠାରେ ଥିବା ବିଦେଶୀ ମଦ ଦୋକାନ ଓ ଫ୍ଲାଏ ଆସ୍‌ ଇଟା କାରଖାନା ଉଚ୍ଛେଦ ପାଇଁ ଦାବି ଜୋର୍‌ ଧରିଛି। ଶତାଧିକ ମହିଳା ଓ ଜନସାଧାରଣ ଆଜି ଆନନ୍ଦପୁର ଉପଜିଲ୍ଲାପାଳ, ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ, ଆନନ୍ଦପୁର ଅବକାରୀ କାର୍ଯ୍ୟାଳୟ ସମେତ ଆନନ୍ଦପୁର ଥାନାକୁ…
ଅଧିକ ଖବର ଦେଖନ୍ତୁ...

ହରିଲୁଟ୍‌ ହେଉଛି ବିଧାୟକ ପାଣ୍ଠି

କେନ୍ଦୁଝର : ବିଧାୟକଙ୍କ ହାତ ପାଣ୍ଠିରେ ଲକ୍ଷ ଲକ୍ଷ ହରିଲୁଟ୍‌। କେଉଁଠି ବିନା କାମରେ ବିଲ୍‌ ତ କେଉଁଠି ବାଲିରେ ଗୋଡି ଗୋଳେଇ କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଛି। ଶାସକ ବିଜେଡ଼ିର ହାତବାରିସି ସାଜିଥିବା ଇଞ୍ଜିନିୟରମାନେ ‘ହାତଗୁଞ୍ଜା ନେଇ’ ବିଲ୍‌ ପାସ କରାଉଥିବା ବେଳେ ଏଭଳି ନିମ୍ନମାନର…
ଅଧିକ ଖବର ଦେଖନ୍ତୁ...

ସରୁଆଳି ଗ୍ରାମରେ ୫ ବଖରା ଧ୍ୱଂସ

ଜଗମୋହନପୁର: ତେଲକୋଇ ବ୍ଲକ ସରୁଆଳି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ବଖରା ଚାଳଘର ଜଳିଯାଇଛିି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ପାଣୁ ଖୁଣ୍ଟିିଆ (୬୦)ଙ୍କ ଘରେ ଆଜି ଅପରାହ୍ନ ତିନିଟା ବେଳେ ନିଆଁ ଲାଗିଯାଇଥିଲା। ଗାଁ ଲୋକେ ନିଆଁ ଲିିଭାଇବାକୁ ଉଦ୍ୟମ କରି ବ୍ୟର୍ଥ ହୋଇଥିଲେ। ଫଳରେ ପାଣୁଙ୍କ…
ଅଧିକ ଖବର ଦେଖନ୍ତୁ...

ଗଛ ଉପରୁ ଲମ୍ଫ ମାରିଲା ଭାଲୁ : ଆକ୍ରମଣରେ ଲହୁଲୁହାଣ ହେଲେ ବୃଦ୍ଧ

କେନ୍ଦୁଝର :ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ରଘୁନାଥ ମହାନ୍ତ ଆଜି ସକାଳେ ଗାଁ ମୁଣ୍ଡକୁ ଆସିଥିଲେ। ଏହି ସମୟରେ ଏକ ଭାଲୁ ନିକଟସ୍ଥ ବରକୋଳି ଗଛରେ ଚଢି କୋଳି ଖାଉଥିଲା। ଭାଲୁଟି ଗଛ ଉପରେ ଥିବା ସଂପର୍କରେ ଜାଣିପାରିନଥିଲେ…
ଅଧିକ ଖବର ଦେଖନ୍ତୁ...

ଉଲିବୁରୁ ଖଣି ମହାଦୁର୍ନୀତି: କୋର୍ଟରେ ହାଜର ହେଲେ ଦୀପକ ଗୁପ୍ତା ଓ ମାନସ ମହାନ୍ତି

କେନ୍ଦୁଝର : ଉଲିବୁରୁ ଖଣି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା, ତତ୍କାଳୀନ ଯୋଡା ଖଣି ଉପ ନିର୍ଦ୍ଦେଶକ ମାନସ ରଂଜନ ମହାନ୍ତି ଏବଂ ତତ୍କାଳୀନ ଏସ୍‌ସିଏଫ ତଥା ଖଣି ବିଭାଗର ବରିଷ୍ଠ ସର୍ଭେୟର୍‌ ହଳଧର ଦାଶ ଆଜି ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିଲେ। ଏହି ଘଟଣାରେ ସାକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରକ୍‌

ଆନନ୍ଦପୁର : ଆନନ୍ଦପୁର ବ୍ରିଜ୍‌ ଛକରେ ଜଣେ ବାଇକ୍‌ ଚାଳକଙ୍କ ଉପରେ ଟ୍ରକ୍‌ ଚଢିଯିବାକୁ କେନ୍ଦ୍ର କରି ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ସହିତ ବଜାର ବନ୍ଦ କରିଥିଲେ। ସୂଚନା ଅନୁଯାୟୀ, ବ୍ରିଜ୍‌ ଛକରେ ଟି’ ଷ୍ଟଲ୍‌…
ଅଧିକ ଖବର ଦେଖନ୍ତୁ...

ଜଳିଗଲା ଟାଟା ମ୍ୟାଜିକ୍‌, ବର୍ତିଗଲେ ଯାତ୍ରୀ

କେନ୍ଦୁଝର : ଅଗ୍ନି ନିୟନ୍ତ୍ରଣ ପାଇଁ ଗ୍ୟାସ ସିଲିଣ୍ଡର ମହଜୁଦ୍‌ ଥିଲେ ବି ଠିକଣା ସମୟରେ ଏହାକୁ ଉପଯୋଗ କରାଯାଇପାରିଲାନି। ନିଆଁଲିଭା ପାଇଁ ଉଦ୍ଦିଷ୍ଟ ଗ୍ୟାସ ସିଲିଣ୍ଡରକୁ କୌଣସି ଜଣେ କର୍ମଚାରୀ ବି ଖୋଲି ପାରିଲେ ନାହିଁ। ଫଳସ୍ୱରୂପ ଆଜି ରାତି ପ୍ରାୟ ୮ଟା ବେଳକୁ ଢେଙ୍କିକୋଟ ଟୋଲ୍‌…
ଅଧିକ ଖବର ଦେଖନ୍ତୁ...

ଗହଣା ଦୋକାନୀଙ୍କ ଘରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟ୍‌

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ରହୁଥିବା ଜଣେ ଗହଣା ଦୋକାନୀଙ୍କ ଘରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାରୁପା ଅଳଙ୍କାର ଚୋରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ତାଳା ଗ୍ରାମର ସଞ୍ଜୟ କୁମାର ସା ଶାଳଣିଆଁ ବଜାରରେ ‘ଅନୁପମ ଅଳଙ୍କାର’ ନାମରେ ଏକ ଗହଣା…
ଅଧିକ ଖବର ଦେଖନ୍ତୁ...