ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ଶିଶୁ ସମେତ ୧୦ ଜଣଙ୍କୁ ରକ୍ତାକ୍ତ କଲେ ଦୁଇ ପାଗଳ କୁକୁର

ତେନ୍ତୁଳିଖୁଣ୍ଟି: ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଏବଂ ଚିତ୍ରକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ପାଗଳ କୁକୁର ଗୋଡେଇ ଗୋଡେଇ ଉଭୟ ଗ୍ରାମର ୧୦ ଜଣଙ୍କୁ କାମୁଡି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ସମସ୍ତ ଆହତଙ୍କୁ ତେନ୍ତୁଳିଖୁଣ୍ଟି…
ଅଧିକ ଖବର ଦେଖନ୍ତୁ...

ଶୁଣିଲେନି ସରକାର ଶେଷରେ ସରକାରୀ ମଦଭାଟି ଭାଙ୍ଗିଲେ ଗାଁ ଲୋକେ

ନବରଙ୍ଗପୁର: ସରକାର ଶୁଣିଲେନି। ଶେଷରେ ସରକାରୀ ଦେଶି ମଦଭାଟି ଭାଙ୍ଗିଲେ ଗାଁ ଲୋକେ। ତାହା ବି ପୁଲିସ ଉପସ୍ଥିତିରେ ଭାଙ୍ଗିଲେ ମଦ ଭାଟି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଦାଢ଼ିଆମାଝୀଗୁଡା ସ୍ଥିତ ସରକାରୀ ଦେଶୀମଦ ଭାଟିକୁ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ବହୁବାର ଗୁହାରି କରିବାସହ…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ମଦ୍ୟପକୁ ନିର୍ଦ୍ଧୁମ ଛେଚିଲେ ମହିଳା

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଯିଏ ବି ମଦ୍ୟପାନ କରି ଦାଣ୍ଡରେ ବୁଲୁଛି ତାକୁ ସାବାଡ଼ କରୁଛନ୍ତି ମହିଳା। ଏମିତି ସ୍ଥିତିରେ ଗାଁ ରେ ସମ୍ପୂର୍ଣ ମଦ ବନ୍ଦ କରିବାକୁ ମହିଳା ମାନେ ପଣ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଦାନ୍ତେୱାଡା ବିସ୍ପୋରଣର କଡ଼ା ଜବାବ ଦେଲା ଛତିଶଗଡ଼ ପୁଲିସ: ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ

ରାଇଘର: ଛତିଶଗଡ଼ ପୁଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ସାମ୍ନାକୁ ଆସିଛି l ଦାନ୍ତେୱାଡା ଘଟିଥିବା ବିସ୍ପୋରଣର କଡ଼ା ଜବାବ ଦେଇଛି ଗାରିଆବନ୍ଧ ପୁଲିସl ସୀଆରପିଏଫ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୁଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିଲା ଏନକାଉଣ୍ଟରl ଜୁଗାଡ଼ ଥାନା…
ଅଧିକ ଖବର ଦେଖନ୍ତୁ...

ମେ’ ୨ରେ ଚିତ୍ରକୋଟ ବାଲିଯାତ୍ରା: ବଢ଼ିପାରେ ହିଂସା, ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନର ହସ୍ତକ୍ଷେପ ଜରୁରୀ 

ତେନ୍ତୁଳିଖୁଣ୍ଟି: ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଓ ଚିତ୍ରକୋଟ ଗ୍ରାମର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଗତ କିଛି ମାସ ହେଲା ତିକ୍ତତା ଲାଗିରହିଛି। ରାଜନୈତିକ ତଥା ଉନ୍ନୟନମୂଳକ କାର୍ଯ୍ୟକୁ ନେଇଁ ଦୁଇ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ପିକ୍‌ଅପ୍‌ ସହ ଶାଗୁଆନ ଗଣ୍ଡି ଜବତ, ଅଭିଯୁକ୍ତ ଫେରାର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ଆଉ ଏକ ସଫଳତା ମିଳିଛି। ଝରିଗାଁ ଏବଂ ଡାବୁଗାଁ ବନ ବିଭାଗ ମିଳିତ ଭାବେ ଚଢ଼ଉ କରି ଏକ ପିକ୍‌ଅପ ଭ୍ୟାନ୍‌ ସହ ଶାଗୁଆନ ଗଣ୍ଡି ଜବତ କରିଛନ୍ତି। ସୂଚନା ପ୍ରକାରେ ଝରିଗାଁ ବନ ବିଭାଗର ଏକ ଟିମ ରବିବାର ରାତିରେ ପାଟ୍ରୋଲିଙ୍ଗ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା, ୧୨ ଗୁରୁତର

ମଇଦଳପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ଥାନା ଅନ୍ତର୍ଗତ ଖଡକା ଘାଟି ନିକଟରେ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କାରେ ୧୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୧୨ଜଣଙ୍କୁ ଉଦ୍ଧାର କରି କକସରା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଏକ…
ଅଧିକ ଖବର ଦେଖନ୍ତୁ...

୨ ଜଣ ଗଞ୍ଜେଇ ମାଫିଆଙ୍କ ୪୧ ଲକ୍ଷର ସମ୍ପତ୍ତି ଜବତ, ଘର ଆଗରେ ପୁଲିସର ନୋଟିସ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କୁ ପୁଣି ଲାଗିଛି ଝଟକା। ନବରଙ୍ଗପୁର ଜିଲ୍ଲା ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା ମିଳିଛି। ୨ ଜଣ ଗଞ୍ଜେଇ ମାଫିଆଙ୍କ ବିରୋଧରେ ହୋଇଥିବା ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଭିତରେ ନବରଙ୍ଗପୁର ପୁଲିସକୁ ପ୍ରାୟ ୪୧.୪୧ ଲକ୍ଷ ମୂଲ୍ୟର ବେଆଇନ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଶିକାର ସହ କିଣାବିକା ଅଭିଯୋଗରେ ଚାରି ଗିରଫ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଜଙ୍ଗଲ ଜନ୍ତୁ ବାର୍‌ହା ଶିକାର ସହ କିଣାବିକା ଅଭିଯୋଗରେ ଚାରି ଅଭିଯୁକ୍ତଙ୍କୁ ଝରିଗାଁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ନିର୍ଯାତନା ଦେଉଛନ୍ତି ମାଓବାଦୀ

ନବରଙ୍ଗପୁର : ମାଓବାଦୀ ଶିବିରରେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ମାଓବାଦୀଙ୍କ ଜବତ ସାମଗ୍ରୀ ତାହାର ଏକ ବଡ଼ ପ୍ରମାଣ। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ନବରଙ୍ଗପୁର ଏସ୍‌ପି ଏସ୍‌.ସୁଶ୍ରୀ। ମାଓବାଦୀଙ୍କ ବଡ଼ ହିଂସାକାଣ୍ଡକୁ ଯବାନମାନେ…
ଅଧିକ ଖବର ଦେଖନ୍ତୁ...