ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ଚାକିରି ଓ ତାଲିମ ନାରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଦୁଇ ଗିରଫ

ପାପଡାହାଣ୍ଡି: ଆତ୍ମ ନିର୍ଭର ଭାରତ ସଂସ୍ଥା ନାରେ ଚାକିରି ଦେବା ସହ ଆତ୍ମ ନିଯୁକ୍ତି କରାଯିବା ନାରେ ଲକ୍ଷାଧିକ ଟଙ୍କା ଆତ୍ମସାତ ମାମଲାରେ ସାଜିତ ଗୋବର୍ଦ୍ଧନ ଓ ପ୍ରବୀଣ ସୁନାକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୁଲିସ। ପାପଡାହାଣ୍ଡି ଥାନାରେ ଆୟୋଜିତ ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ତାଲା ଭାଙ୍ଗି ମୋବାଇଲ ଦୋକାନରୁ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜିନିଷ ଚୋରି, ୪ନାବାଳକଙ୍କୁ କାବୁ କଲା ପୁଲିସ

ନବରଙ୍ଗପୁର: ଏକ ବନ୍ଦ ମୋବାଇଲ ଦୋକାନରେ ତାଲା ଭାଙ୍ଗି ୨ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଚୋରି ମାମଲାରେ ୪ ଜଣ ନାବାଳକଙ୍କୁ କାବୁ କରିଛି ଡାବୁଗାଁ ଥାନା ପୁଲିସ। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷିକା ଏସ.ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ ଡାବୁଗାଁ ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଝରିଗାଁରେ ୬୨ କଇଁଛ ଜବତ, ଅଭିଯୁକ୍ତ ଗିରଫ

ଝରିଗାଁ: ଝରିଗାଁ ବନ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତକାଲି ରାତ୍ରିରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ୬୨ କଇଁଛ ଜବତ କରିବା ସହ କଇଁଛ ବେପାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଝରିଗାଁ ବନ ବିଭାଗ ପକ୍ଷରୁ ରେଞ୍ଜର ଗୋବିନ୍ଦ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ମାମଲା: ବାପା, ପୁଅକୁ ଆଜୀବନ କାରାଦଣ୍ଡ

ଉମରକୋଟ: ଏକ ହତ୍ୟା ଘଟଣାରେ ଆଜି ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ ଗିରିଜା ପ୍ରସାଦ ମହାପାତ୍ର ବାପା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ୧୩/୩/୨୦୧୬ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା କୁନ୍ଧେଇ ଥାନା ଅନ୍ତର୍ଗତ ତରେଇଡିହି ଗ୍ରାମରେ ସକାଳ ପ୍ରାୟ ୧୦ଟା ସମୟରେ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଜୟନ୍ତୀନଗରର ଜଣେ ଯୁବକଙ୍କ ମୃତଦେହ ପଞ୍ଚାୟତ କାର୍ଯ୍ୟାଳୟ ପଛପଟରୁ ଉଦ୍ଧାର ହୋଇଛି। ମୃତ ଯୁବକ ଜୟନ୍ତୀନଗରର ବିଷ୍ଣୁ ହରିଜନ (୨୭)। ତାଙ୍କୁ କେହି ହତ୍ୟା କରି ଏଠାରେ ଛାଡି ଚାଲି ଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଖମ୍ବେଶ୍ୱରୀଙ୍କ ମଣ୍ଡେଇ ଯାତ୍ରାରେ ଦେବୀ ପୀଠ ରକ୍ତ ରଞ୍ଜିତ

ଚନ୍ଦାହାଣ୍ଡି: ପାନାବେଡାର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ବରୀଙ୍କ ମଣ୍ଡେଇ ଯାତ୍ରାର ପ୍ରଥମ ଦିନ ଦେବୀଙ୍କ ଆସ୍ଥାନ ନିକଟରେ ଶହଶହ ମନସ୍କାମନା ଧାରି ଛାଗ କୁକୁଡ଼ା ଆଦି ବଳି ଦେଇ ଥିବାରୁ ମାଁଙ୍କ ପୀଠ ରକ୍ତ ରଞ୍ଜିତ ହୋଇଛି। ପାନାବେଡା ଅଞ୍ଚଳ ପୂର୍ବରୁ ଖଡ଼ିଆଳ ରାଜାଙ୍କ ଶାସନାଧୀନ ରହିଥିଲା…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସ ଜଣେ କୁଖ୍ୟାତ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସୁବାଷ ବି‌ଷୋୟୀକୁ ଗିରଫ କରିବାରେ ସଫଳ ହେ‌ାଇଛି। ଅଭିଯୁକ୍ତ ନାମରେ ଓଡ଼ିଶା ଓ ଛତିଶଗଡ ରାଜ୍ୟର ବିଭିନ୍ନ ଥାନାରେ ୬ଟି ଏନବିଡବ୍ଲୁ କେସ ରହିଥିବା ଉମରକୋଟ ପୁଲିସ ସୂଚନା ପ୍ରଦାନ କରିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ପାଚେରୀ ଡେଇଁ ଭିତରକୁ ପଶିଲା ଭାଲୁ, ଜୀବନ ପ୍ରତି ବିପଦ ଆଶଙ୍କା

ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ଗ୍ରାମ ପଞ୍ଚାୟତର ଚରାମୂଳା ଗ୍ରାମରେ ଭାଲୁ ଆତଙ୍କ ଦେଖାଯାଇଛି। ଗତ କିଛି ଦିନ ହେବ ଚରାମୂଳା ଗ୍ରାମରେ ଥିବା ୩୦୦ଏକର ବିଶିଷ୍ଟ ସୋଲାର ପ୍ଲାଣ୍ଟରେ ତିନି ଚାରୋଟି ଭାଲୁ ଉପଦ୍ରବ କରୁଥିବା ଦେଖିବାକୁ ମିଳୁଛି। ସୋଲାର…
ଅଧିକ ଖବର ଦେଖନ୍ତୁ...

ଶିଶୁ ସମେତ ୧୦ ଜଣଙ୍କୁ ରକ୍ତାକ୍ତ କଲେ ଦୁଇ ପାଗଳ କୁକୁର

ତେନ୍ତୁଳିଖୁଣ୍ଟି: ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଏବଂ ଚିତ୍ରକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ପାଗଳ କୁକୁର ଗୋଡେଇ ଗୋଡେଇ ଉଭୟ ଗ୍ରାମର ୧୦ ଜଣଙ୍କୁ କାମୁଡି ରକ୍ତାକ୍ତ କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ସମସ୍ତ ଆହତଙ୍କୁ ତେନ୍ତୁଳିଖୁଣ୍ଟି…
ଅଧିକ ଖବର ଦେଖନ୍ତୁ...

ଶୁଣିଲେନି ସରକାର ଶେଷରେ ସରକାରୀ ମଦଭାଟି ଭାଙ୍ଗିଲେ ଗାଁ ଲୋକେ

ନବରଙ୍ଗପୁର: ସରକାର ଶୁଣିଲେନି। ଶେଷରେ ସରକାରୀ ଦେଶି ମଦଭାଟି ଭାଙ୍ଗିଲେ ଗାଁ ଲୋକେ। ତାହା ବି ପୁଲିସ ଉପସ୍ଥିତିରେ ଭାଙ୍ଗିଲେ ମଦ ଭାଟି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଦାଢ଼ିଆମାଝୀଗୁଡା ସ୍ଥିତ ସରକାରୀ ଦେଶୀମଦ ଭାଟିକୁ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ବହୁବାର ଗୁହାରି କରିବାସହ…
ଅଧିକ ଖବର ଦେଖନ୍ତୁ...