ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ଦୁଷ୍କର୍ମ ମାମଲାରେ ୭ବର୍ଷ ଜେଲ

ନବରଙ୍ଗପୁର: ରାଇଘର ଥାନା ଅନ୍ତର୍ଗତ ଗୁଚାଗୁଡା ଗାଁର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଡିସମ ଗଣ୍ଡ ଦୋଷୀ ସାବ୍ୟସ୍ତ ହୋଇଛି। ସୂଚନା ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ମାସ ୮ତାରିଖ ଦିନ ମୁଣ୍ଡିବେଡା ପଞ୍ଚାୟତ ଅନ୍ତର୍ଗତ ଚଚାଗୁଡା ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଡିସମ…
ଅଧିକ ଖବର ଦେଖନ୍ତୁ...

ଲୁଟ୍‌ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ଜେଲଦଣ୍ଡ

ନବରଙ୍ଗପୁର : ପାପଡାହାଣ୍ଡି ଥାନା ଅନ୍ତର୍ଗତ କାଙ୍ଗୁ ମାଝୀଗୁଡା ନିକଟରେ ଅର୍ଥ ଲଗାଣକାରୀ ସଂସ୍ଥା ଏଲ ଆଣ୍ଡ ଟି ଫାଇନାନସ୍‌ର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ୮୪ ହଜାର ୯ ଶହ ଟଙ୍କା ଲୁଟ୍‌ ମାମଲାରେ ଆଜି ଜଣେ ଅଭିଯୁକ୍ତ ସନ୍ତୋଷ କଚିମକୁ ମାନ୍ୟବର ଅଦାଲତ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…
ଅଧିକ ଖବର ଦେଖନ୍ତୁ...

ରାଜକୋଟରେ ଗୋଷ୍ଠୀ ସଂଘର୍ଷ : ଥାନାରେ ଆଶ୍ରୟ ନେଇଛନ୍ତି ଶତାଧିକ ଲୋକ

ଚନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ରାଜକୋଟ ଗ୍ରାମରେ ଗତ ଶୁକ୍ରବାର ଦିନ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଖବର ପାଇ ପୁଲିସ ରାଜକୋଟ ଗ୍ରାମରେ ପହଞ୍ଚି ଗୋଟିଏ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷଙ୍କୁ ଥାନାରେ ଆଣି ଆଶ୍ରୟ ଦେଇଛି। ଏହାସତ୍ୱେ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡି ଧକ୍କାରେ ୨ମୃତ

ନବରଙ୍ଗପୁର : ନବରଙ୍ଗପୁର ଆରଟିଓ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ପାପଡାହାଣ୍ଡି…
ଅଧିକ ଖବର ଦେଖନ୍ତୁ...

ମାଛ ଧରିବାକୁ ଯାଇ ପୋଖରୀରେ ବୁଡି ବୃଦ୍ଧ ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଖ୍ୟ ଦପ୍ତରରେ ଥିବା ରାଜାମୁଣ୍ଡା ପୋଖରୀରେ ବୁଡି ଜଣେ ବୃଦ୍ଧ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ମହମ୍ମଦ ଫରିଦ୍‌(୬୦)। ତାଙ୍କ ଘର ବିହାରର ହୋଇଥିବା ବେଳେ କିଛି ବର୍ଷ ହେଲା ୨ପୁଅଙ୍କ ଧରି ରାଇଘରରେ ରହି ଆସୁଥିଲେ। ସୂଚନା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ (୩୫)ଙ୍କ ବିଦ୍ୟୁତ୍‌ ସ୍ପର୍ଶରେ ମୃତ୍ୟୁ ଘଟିଛି। ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ ଆଜି ସକାଳ ୯ଟା ସମୟରେ ନିଜ ଚାଷ ଜମିକୁ ଧାନ କାଟିବା ନିମନ୍ତେ ଯାଉଥିବା ବେଳେ ବିଦ୍ୟୁତ୍‌ ତାର ଛିଣ୍ଡି…
ଅଧିକ ଖବର ଦେଖନ୍ତୁ...

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅସମ୍ମାନ, ଥାନାରେ ଏତଲା ଦାୟର

ନବରଙ୍ଗପୁର: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅସମ୍ମାନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନାରେ ଶନିବାର ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଅଭିଯୋଗ ଅନୁସାରେ କୋଷାଗୁମୁଡାସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉପରକୁ ଚଢ଼ି…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ

ଝରିଗାଁ: ଝରିଗାଁ ସଦର ମହକୁମା ସ୍ଥିତ ସ୍ୱର୍ଗତ ନଟ ଭତ୍ରାଙ୍କ ପତ୍ନୀ ବୁଧବାରୀ ଭତ୍ରା(୬୦)ଙ୍କ ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବୁଧବାରୀ ବରଣ୍ଡିପାରୀ ସ୍ଥିତ ନିଜ ଚାଷ ଜମିରେ ଧାନ କାଟିବା ପାଇଁ ଯାଇଥିବା ବେଳେ ଏକ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ ପଡିଲେ ଶିକ୍ଷା ବିଭାଗ ମୁଖ୍ୟ କିରାଣି

ନବରଙ୍ଗପୁର: ଜଣେ ଶିକ୍ଷକଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନବରଙ୍ଗପୁର ଡିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ଗୁପ୍ତେଶ୍ୱର ରଥ ଭିଜିଲାନ୍‌ସ ଜାଲରେ ପଡିଛନ୍ତି। ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ବିଦ୍ୟାଳୟର ଶିକ୍ଷକ ଗଣେଶ୍ୱର ନାୟକଙ୍କ ଦରମା ଓ ବକେୟା ଟଙ୍କା ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନବରଙ୍ଗପୁର: ନାକ ଓ ଗଳା ରେ ମାଂସ ବଢ଼ି ଯାଇଛି। ନିଶ୍ୱାସ ନେବାରେ କଷ୍ଟ ହେଉଛି। ଏଥିପାଇଁ ଗତ ୭ମାସ ହେଲା ରାତିରେ ଶୋଇପାରୁ ନାହାନ୍ତି। ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁ ନଥିବା ନବରଙ୍ଗପୁର ତରାଗାଁର ସତ୍ୟଜିତ ବିଷୋୟୀ (୧୯)ଙ୍କ ପରିବାର ଲୋକ। ମଇଦଲପୁର…
ଅଧିକ ଖବର ଦେଖନ୍ତୁ...