ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଗାଁକୁ ଗାଁ ଡେଉଁଛି ଡେଙ୍ଗୁ, ଜନସାଧାରଣ ଆତଙ୍କିତ

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ରେ ଗୋଟିଏ ଗ୍ରାମରୁ ଆଉ ଗୋଟିଏ ଗ୍ରାମକୁ ଡେଙ୍ଗୁ ସଂକ୍ରମଣ ବଢ଼ି ଚାଲିଛି। ଡେଙ୍ଗୁ ସଂକ୍ରମଣ ହେଉଥିବା ଗ୍ରାମଗୁଡ଼ିକରେ ଜନସାଧାରଣ ଅତଙ୍କିତ ଅବସ୍ଥାରେ ଥିବା ବେଳେ ଏହାକୁ ରୋକିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଅଞ୍ଚଳରେ କ୍ବାକ୍‌ଙ୍କ ଶୋଷଣ: ନକଲି ଡାକ୍ତର ସାଜି ବୁଲୁଛନ୍ତି ଗାଁକୁ ଗାଁ’

ଦଶପଲ୍ଲା: ଗାଁକୁ ଗାଁ ବୁଲି ନକଲି ଡାକ୍ତର ବା କ୍ବାକ୍‌ ବ୍ୟବସାୟୀମାନେ ରୋଗୀଙ୍କୁ ଡାକ୍ତରଙ୍କ ଭଳି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଥଣ୍ତାକାଶଠାରୁ ଆରମ୍ଭ କରି ଝାଡ଼ା, ମ୍ୟାଲେରିଆ ହେଉ କିମ୍ବା କୌଣସି ବଡ଼ ଧରଣର ରୋଗ ହେଉ। ସ୍ବାସ୍ଥ୍ୟକେନ୍ଦ୍ର ଯାଇ ଡାକ୍ତରଙ୍କ ପରାମର୍ଶ ନେଇ…
ଅଧିକ ଖବର ଦେଖନ୍ତୁ...

‘ଏକ କା ଦଶ’ ଫର୍ମୁଲାରୁ ପଦଯାତ୍ରା ଆରମ୍ଭ କଲେ ସୌମ୍ୟରଂଜନ

ଖଣ୍ଡପଡା: ନୟାଗଡ଼ ଜିଲ୍ଲା ଖର୍ଡପଡ଼ା ବ୍ଲକ ବନମାଳିପୁର ପଞ୍ଚାୟତ ଅଧୀନ ସୋମନାଥ ମନ୍ଦିର ପ୍ରାଙ୍ଗଣରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଆଜି ଅପରାହ୍ନରେ ନିର୍ବାଚନମଣ୍ଡଳୀସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅବସରରେ କର୍ମୀଙ୍କୁ ଗୁରୁମନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଭୂ-ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ରାସ୍ତାରେ ମାଡ଼: ମହିଳା ଝାଡ଼ୁରେ ପିଟିଲେ, ସିନ୍ଦୂର-ଅଳତା ବୋଳିଲେ

ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ନୟାଗଡ଼ ଭୂ-ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଆଜି ମହିଳାମାନେ ରାସ୍ତାରେ ପ୍ରବଳ ମାଡ଼ ମାରିଥିବା ଦେଖାଯାଇଛି। ଝାଡ଼ୁରେ ପିଟିବା ସହିତ ସିନ୍ଦୂର-ଅଳତା ବୋଳିଛନ୍ତି। ଏହି ଘଟଣାରେ ନୟାଗଡ଼ ଟାଉନ୍‌ ଥାନା ପୁଲିସ୍ ୫ଜଣ ମହିଳାଙ୍କୁ ଗିରଫ କରିଛି। ସେମାନେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଏହି ସହରରେ ଅଧିକାରୀଙ୍କୁ ଶଙ୍ଖା, ସିନ୍ଦୂର ଓ ଅଳତା ପିନ୍ଧାଇ ଝାଡୁ ଏବଂ ଚପଲରେ ପିଟିଲେ ମହିଳା

ନୟାଗଡ଼: ନାରୀ ଯେତେବେଳେ ନାରାୟଣୀଙ୍କ ରୂପଧାରଣ କରେ, ସେହି ସମୟରେ ପରିସ୍ଥିତି ଭୟଙ୍କର ହୋଇଥାଏ। ନୟାଗଡ଼ ସହରରେ ଆଜି ଏହି ଭଳି ଅଘଟଣ ଦେଖିବାକୁ ମିଳିଛି। ରାଜସ୍ବ ବିଭାଗର ଜଣେ ଅଧିକାରୀଙ୍କୁ ମହିଳାମାନେ ଝାଡୁ ଓ ଚପଲରେ ନିସ୍ତୁକ ମାଡ଼ ମାରିଛନ୍ତି। ମହିଳାମାନଙ୍କ ଠାରୁ ମାଡ଼ ଖାଇ ଲହୁଲୁହାଣ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ପର୍ଯ୍ୟଟନ ଦିବସ ଆଜି: ପର୍ଯ୍ୟଟନସ୍ଥଳୀରେ ମୌଳିକ ସୁବିଧା ନାହିଁ

ନୟାଗଡ଼ : ସେପ୍ଟେମ୍ବର ୨୭କୁ ପ୍ରତିବର୍ଷ ବିଶ୍ବ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା, ପ୍ରଚାର ପ୍ରସାର କରାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ନୟାଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଭାପୁର ବ୍ଲକ୍‌ରେ ୮୦ କୋଟି ମନରେଗା ଘୋଟାଲା: ପୁଣି ୭ ଅଧିକାରୀ ଫେରାଇବେ ୪୪ ଲକ୍ଷ ଟଙ୍କା

ଭାପୁର : ମନରେଗା ଯୋଜନାରେ ହୋଇଥିବା ମୋ ପୋଖରୀ, ରାସ୍ତା ଏବଂ କୂଅ ଖୋଳା କାର୍ଯ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଞ୍ଚଳରେ ହୋଇଥିବା ୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବଡ଼ ଦୁର୍ନୀତି ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ବର୍ତ୍ତମାନ ଘୋଟାଲା କରିଥିବା ସରକାରୀ ବାବୁମାନେ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ବିଧାୟକଙ୍କ ଫେସ୍‌ବୁକ୍‌ ‌ପେଜ୍‌ ହ୍ୟାକ୍‌

ନୟାଗଡ଼ : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌କୁ ହ୍ୟାକ୍‌ କରାଯାଇଛି। ଗତ ପ୍ରାୟ ୧୬ ଦିନ ହେବ ଏଭଳି ଘଟିଥିବା ବିଧାୟକ ଡ. ସାହୁ କଟକ ସାଇବର ଶାଖାଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ପେଜ୍‌ରୁ ବେଆଇନ ଭାବେ ନାନା ପୋଷ୍ଟିଂ କରାଯାଉଥିବା ବେଳେ ବିଧାୟକ…
ଅଧିକ ଖବର ଦେଖନ୍ତୁ...

୪ଟି ବଗିରେ ଚାଲିଛି ନୂଆଗାଁ-ପୁରୀ ପାସେଞ୍ଜର: ଏବେ ଭିଡ଼ ଅସମ୍ଭାଳ, ଆଗକୁ ଆସୁଛି କାର୍ତ୍ତିକ

ନୟାଗଡ଼ : ବହୁ ଦାବି, ବାଦବିବାଦ ପରେ ନୟାଗଡ଼ ଜିଲ୍ଲାରୁ ଇତିମଧ୍ୟରେ ପୁରୀକୁ ଟ୍ରେନ୍‌ ସେବା ପୁନର୍ବାର ଆରମ୍ଭ ‌ହୋଇଛି। ମାତ୍ର କିଛି ମାସ ତଳେ ଏହି ଟ୍ରେନ୍‌ ସେବା ଆରମ୍ଭ ହୋଇଥିବା ବେଳେ, ପ୍ରଥମେ ଏହା ପ୍ରାୟ ୭ଟି ବଗି ସହିତ ଚଳାଚଳ କରୁଥିଲା। ତେବେ ଲୋକ ନ ହେବା କାରଣରୁ ୩ଟି ବଗି କାଢି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ ଜେଲ୍

ନୟାଗଡ଼ : ନୟାଗଡ଼ ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଓ ୨୫ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ରାୟ ‌ଦେଇଛନ୍ତି। ଦୋଷୀ ଜଣକ ଶରଣକୁଳ ଥାନା ନୂଆଗାଁ ଲଡ଼ୁକେଶ୍ବରପୁରର ମୁରଲୀ…
ଅଧିକ ଖବର ଦେଖନ୍ତୁ...