ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଘାଇ ମରାମତିରେ ପ୍ରଶାସନ ବିଫଳ

ଖୋର୍ଦ୍ଧା/ପୁରୀ/ନୟାଗଡ଼ : ଲଗାଣ ବର୍ଷାରେ ମହାନଦୀ ସମେତ ଅନ୍ୟ ଶାଖା ନଦୀଗୁଡ଼ିକରେ ବଢ଼ି ଆସିବାପରେ ୬ଟିରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ଅନେକ ପଞ୍ଚାୟତର ଗ୍ରାମବାସୀ ୪ ଦିନ ହେବ ଜଳବନ୍ଦି ହୋଇପଡ଼ିଛନ୍ତି। ମହାନଦୀର ପଛୁଆ ପାଣିରେ…
ଅଧିକ ଖବର ଦେଖନ୍ତୁ...

ବନ୍ୟାଞ୍ଚଳ ପରିଦର୍ଶନ କଲେ ଖଣ୍ଡପଡ଼ା ବିଧାୟକ

ଭାପୁର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ପଞ୍ଚାୟତ ମଣିପୁର ଗାଁ ଚାରିଦିନ ହେଲା ପାଣି ଘେରରେ ରହିଛି। ବିଧାୟକ ଶ୍ରୀ ପଟ୍ଟନାୟକ ବନ୍ୟାଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପାଣିରେ ଭାସୁଛି ଗଣିଆ

ନୟାଗଡ଼/ଗଣିଆ/କଣ୍ଟିଲୋ/ଭାପୁର: ପ୍ରାକୃତିକ ଦୁର୍ବିପାକର କିଭଳି ମୁକାବିଲା କରାଯିବ, ସେ ନେଇ ପ୍ରତିବର୍ଷ ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ୍‌ସ୍ତରରେ ବୈଠକ କରାଯାଉଛି, ହେଲେ କାର୍ଯ୍ୟାନ୍ବୟନ ନାହିଁ। ମହାନଦୀ ବନ୍ୟାରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍‌ ଭାସୁଥିବା ବେଳେ, ଘୋର ପ୍ରଶାସନିକ…
ଅଧିକ ଖବର ଦେଖନ୍ତୁ...

ଅବଧି ସରିବାକୁ ବସିଲାଣି, ଆଗଉନି କାମ; ବିପଦସଂକୁଳ ପୋଲରେ ଯାଉଛନ୍ତି ଛାତ୍ରଛାତ୍ରୀଙ୍କ ସହ ଶତାଧିକ ପଥଚାରୀ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସୋରଡ଼ା ପଞ୍ଚାୟତ ସଦରମହକୁମାଠାରୁ ଆର୍‌ଡି ରାସ୍ତା ଭାୟା ଗୌଡ଼ଚାଞ୍ଚରାପଲ୍ଲୀ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା କାମର ଅବଧି ପୂର୍ଣ୍ଣାଙ୍ଗ ହେବାକୁ ବସିଥିବା ବେଳେ ଅଧପନ୍ତରିଆ ଭାବେ ପଡ଼ିରହିଥିବା କାର୍ଯ୍ୟ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ଧୋଇଗଲା ଦଶପଲ୍ଲା ବ୍ଲକ୍‌ର ଫାଲପାଜୁ ଓ ଦୁଡ଼ା ମୁଖ୍ୟ ରାସ୍ତା, ୪ଟି ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ବ ଗ୍ରାମ…

ଦଶପଲ୍ଲା : ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଏବେ ଦଶପଲ୍ଲା ବ୍ଲକ୍‌ର ଫାଲପାଜୁ ଓ ଦୁଡ଼ା ମୁଖ୍ୟରାସ୍ତା ଧୋଇ ହୋଇ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ୩ ବର୍ଷ ତଳେ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ବିଡିଓଙ୍କ ବାପା ଭତ୍ତା ପାଇବା ଘଟଣା: ଉନ୍ନୟନ କମିସନରଙ୍କ ତଦନ୍ତ ନିର୍ଦ୍ଦେଶ

ନୟାଗଡ଼ : ନୟାଗଡ଼ ବିଡିଓ ଭିକାରି ସାହୁଙ୍କ ବାପା ରାଜକିଶୋର ସାହୁ ମଧୁ ବାବୁ ଭତ୍ତା ଭତ୍ତା ପାଉଥିବା ଘଟଣାର ତଦନ୍ତ କରାଯିବ। ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ମନୋଜ ଜେନା ନାମକ ଜଣେ ଯୁବକ ଏହାକୁ ଟୁଇଟ୍‌ କରିଥିଲେ। ଉନ୍ନୟନ କମିସନର ପ୍ରଦୀପ ଜେନା ତୁରନ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…
ଅଧିକ ଖବର ଦେଖନ୍ତୁ...

ସ୍କାନର୍‌ରେ କଲରାପତରିଆ ବାଘ ଶିକାରୀ: ୫ ବର୍ଷ ପରେ ଶିକାରୀକୁ ଉଠାଇ ଆଣିଲା ବନ ବିଭାଗ

ଓଡ଼ଗାଁ : ଜଙ୍ଗଲରୁ କଲରାପତରିଆ ବାଘ ଶିକାର କରି ଫଟୋ ଉଠାଇବା ମହଙ୍ଗା ପଡ଼ିଛି। ଏହି ଫଟୋ ବନ ବିଭାଗ ହାତରେ ଲାଗିବାପରେ ଶିକାରୀଙ୍କୁ ଧରିବାକୁ ବନ ବିଭାଗ ସବୁଆଡ଼େ ଜାଲ ବିଛାଇଥିଲା। ଦୀର୍ଘ ୫ ବର୍ଷ ପରେ ଗତକାଲି ଜଣେ ଶିକାରୀକୁ କାବୁ କରିବାରେ ବନ ବିଭାଗ ସଫଳ ହୋଇଛି। ଗିରଫ ଶିକାରୀ ହେଲେ,…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ବିଡିଓଙ୍କ ବାପାଙ୍କୁ ବାର୍ଦ୍ଧକ୍ୟ ଭତ୍ତା

ନୟାଗଡ଼ : ୬୦ ବର୍ଷ ବୟସ ଅତିକ୍ରମ କରିଥିବା ରାଜ୍ୟର ସମସ୍ତ ଗରିବ ଓ ଅସହାୟ ଲୋକ କ’ଣ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି? ଏହି ପ୍ରଶ୍ନ ପଚାରିଲେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଭତ୍ତା ଦାୟିତ୍ବ‌ରେ ଥିବା ଅଧିକାରୀମାନେ ନିଶ୍ଚୟ ନା କହିପାରନ୍ତି। ମାତ୍ର ଅତ୍ୟନ୍ତ ସ୍ବଚ୍ଛଳ ପରିବାରରେ ଥାଇ…
ଅଧିକ ଖବର ଦେଖନ୍ତୁ...

ଦସ୍ତଖତ ଜାଲ୍‌: ଫୋରେନସିକ୍ ରିପୋର୍ଟ

ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଞ୍ଚଳରେ ହୋଇଥିବା ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଜାଲ୍ ଦସ୍ତଖତରେ ୮୦ କୋଟି ଟଙ୍କାର ଫଲ୍‌ସ ବିଲ୍ ଘଟଣା ଏବେ ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ପୂର୍ବରୁ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଏହି ଟଙ୍କା ହଡ଼ପ…
ଅଧିକ ଖବର ଦେଖନ୍ତୁ...

ଜମି ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ: ଧାରଣାରେ ବସିଲେ ଅଭିଯୋଗକାରୀ

ବୋଲଗଡ଼ : ବୋଲଗଡ଼ ତହସିଲ ଅନ୍ତର୍ଗତ କଳାଙ୍ଗ ଗ୍ରାମର ସ୍ବର୍ଗତ ଅନ୍ତର୍ଯାମୀ ସୁବୁଦ୍ଧିଙ୍କ ପତ୍ନୀ ବିଦ୍ୟୁତ୍‌ଲତା ସୁବୁଦ୍ଧିଙ୍କ ନାମରେ ଥିବା ଜମିକୁ ତାଙ୍କ ପରିବାରର ସମ୍ପର୍କୀୟ ଅଂଶୀଦାର ଲକ୍ଷ୍ମୀଧର ସୁବୁଦ୍ଧି ନିଜ ନାମରେ ପଞ୍ଜୀକରଣ କରାଇ ନେଇଥିବା ସମ୍ପର୍କରେ ବୋଲଗଡ଼ ସବ୍‌ରେଜିଷ୍ଟ୍ରାର…
ଅଧିକ ଖବର ଦେଖନ୍ତୁ...