ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ବେଶ ପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ମନ୍ଦିର ଦର୍ଶନ

ପୁରୀ: ଅଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ବେଶ ପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବେ ଏହି ସମୟରେ। ଏହି କାରଣରୁ ଅପରାହ୍ନ ୪ଟାରୁ ରାତି ୮ଟା ଯାଏ ୪ ଘଣ୍ଟା ଧରି ସର୍ବସାଧାରଣଙ୍କ ସକାଶେ କାଳିଆର ଦର୍ଶନ ବନ୍ଦ ରହିବ ବୋଲି…
ଅଧିକ ଖବର ଦେଖନ୍ତୁ...

୧୩ ଦିନ ହେଲା ଶଢ଼ୁଛି ନାଇଜେରିଆ ବନ୍ଦୀଙ୍କ ମୃତଦେହ

ଭାଇଙ୍କ ଚିଠି ପରେ ବି ପୁରୀ ପ୍ରଶାସନ, ଜେଲ କର୍ତ୍ତୃପକ୍ଷ ନିରବ ମୁଖ୍ୟ ସଚିବ, କାରାଗାର ଆଇଜି, ଜିଲ୍ଲାପାଳଙ୍କ ବିରୋଧରେ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ପୁରୀ : ନାଇଜେରିଆର ଜଣେ ବିଚାରାଧୀନ କଏଦୀଙ୍କ ମୃତଦେହ ୧୩ ଦିନ ହେଲା କଟକ ବଡ଼ ମେଡିକାଲ୍‌(ଏସସିବି) ଶବଗୃହରେ ଶଢ଼ୁଛି। ନା…
ଅଧିକ ଖବର ଦେଖନ୍ତୁ...

୧୯ରୁ ଗଡ଼ିବନି ଟୁରିଷ୍ଟ ବସ୍‌, ଷ୍ଟିୟରିଂ ଛାଡ଼ ଡାକରା ଦେଲେ ଟୁରିଷ୍ଟ ବସ୍‌ କର୍ମଚାରୀ

ପୁରୀ : ରଥଯାତ୍ରା ଲାଗି ଚଳଚଞ୍ଚଳ ହେଉଛି ଶ୍ରୀକ୍ଷେତ୍ର। ଦିନ କେଇଟା ପରେ ସ୍ନାନଯାତ୍ରା ଏବଂ ରଥଯାତ୍ରା। ପର୍ଯ୍ୟଟକମାନେ ପୁରୀ ଆସିବାକୁ ଚାହିଁ ବସିଛନ୍ତି। ଅଥଚ ଏଭଳି ସମୟରେ ଟୁରିଷ୍ଟ ବସ୍‌ ଗଡ଼ିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁରୀର ଟୁରିଷ୍ଟ ବସ୍‌ କର୍ମଚାରୀବୃନ୍ଦ। ଟୁରିଷ୍ଟ ବସ୍‌…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଅଛନ୍ତି ୧୭୬ ଫିସିଂ କ୍ୟାଟ୍

ବ୍ରହ୍ମଗିରି : ବିରଳ ଫିସିଂ କ୍ୟାଟ୍‌ର ପ୍ରଥମ ଥର ପାଇଁ ଚିଲିକାରେ ଗଣନା ହୋଇଛି। ପ୍ରଥମ କରି ବିଶ୍ବରେ ଚିଲିକାରେ ଏହାର ଗଣନା କରାଯାଇଛି। ୧୯୭୨ ମସିହାର ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ ସିଡ୍ୟୁଲ–୧ରେ ଥିବା ଏହି ଫିସିଂ କ୍ୟାଟ୍‌ର ସଂରକ୍ଷଣ ଏବଂ ବଂଶ ବୃଦ୍ଧି ପାଇଁ ଚିଲିକା ଉନ୍ନୟନ…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ତିନି ରଥର ଦଣ୍ଡା ଉଠିଲା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ୩୪ ଦିନରେ ପହଞ୍ଚିଛି। ମଙ୍ଗଳବାର କାମ ଶେଷ ସୁଦ୍ଧା ତିନି ରଥର ଦଣ୍ଡା ଉଠି ଏଥିରେ ନିରାଡ଼ି, କୋଣଗୁଜ ଆଦି ସଂଯୋଗ କରାଯାଇଛି। ଆଜି ତିନିରଥର ଦଣ୍ଡା ପଡ଼ିଲା ପରେ ତିନିରଥର ‘ଦଣ୍ଡା ଗୋଳେଇ’ କାର୍ଯ୍ୟ ପରେ ଦଣ୍ଡାଗୁଡ଼ିକରେ ଅର୍ଦ୍ଧଚନ୍ଦ୍ରାକାର ଖୋଦେଇ…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରା, ରଥଯାତ୍ରା ନୀତିକାନ୍ତିରେ ମୋହର

ସ୍ନାନଯାତ୍ରାରେ ଭୋର୍‌ ୪ଟାରେ, ରଥଯାତ୍ରାରେ ସକାଳ ୯ଟାରେ ପହଣ୍ଡି ସାଢ଼େ ୧୨ଟାରେ ଗଜ‌ ବେଶ, ଅପରାହ୍ନ ୪ଟାରେ ରଥଟଣା ସଂଧ୍ୟା ୬ରୁ ସାହାଣମେଲା ଦର୍ଶନ ପୁରୀ : ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ପରେ ମଙ୍ଗଳବାର ଦିନ ସ୍ନାନଯାତ୍ରା ଓ ରଥଯାତ୍ରା ଉପରେ ପରିଚାଳନା କମିଟି ବୈଠକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ୍‌ ନେଇ ଅସନ୍ତୋଷ

ପୁରୀ : ପୁଣିଥରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍‌ ହୋଇଛି। ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଥିବାବେଳେ ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ୍‌ ହେବା ନେଇ ଭକ୍ତମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକର ସଞ୍ଜୟ ପାଢ଼ୀଶର୍ମା ନାମକ ଜଣେ ଜ୍ୟୋତିଷ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ନିରୀକ୍ଷକ କହିଲେ, ମାନସିକ ଅବସ୍ଥା ଠିକ୍‌ ନଥିଲା: ବୟାନ ବଦଳାଇଲେ, ଛୁଟିରେ ଗଲେ

ପୁରୀ : ପୁରୀ ଜିଲ୍ଲା ପୁଲିସ ନିଶା ବେପାରୀମାନଙ୍କଠାରୁ ମାସିକିଆ ବଟି ନେଉଥିବା ନେଇ ମୁହଁଖୋଲି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅବକାରୀ ନିରୀକ୍ଷକ ସଞ୍ଜୟ ପଣ୍ଡା ଆଜି ତାଙ୍କ ବୟାନ ବଦଳାଇଛନ୍ତି। ଏଥିସହିତ ୧୫ଦିନ ଛୁଟିରେ ଯିବାପାଇଁ ଆବେଦନ କରିଛନ୍ତି। ଶ୍ରୀପଣ୍ଡା ଓ ତାଙ୍କ ପତ୍ନୀଙ୍କ ଏକ…
ଅଧିକ ଖବର ଦେଖନ୍ତୁ...

ସ୍ନାନ ମଣ୍ଡପ ଉପରେ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ କରିବାକୁ ମିଳିବ ୩ ଘଣ୍ଟାର ସମୟ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ…
ଅଧିକ ଖବର ଦେଖନ୍ତୁ...

ପୁରୀ ପୁଲିସ ବଟି ମାଗୁଥିବା କହିବା ପରେ ଅଧୀକ୍ଷକଙ୍କୁ ଛୁଟି ମାଗିଲେ: ବୟାନ ବି ବଦଳାଇଲେ ଅବକାରୀ ଇନ୍ସପେକ୍ଟର

ପୁରୀ/କଟକ: ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଥିବା ନେଇ ଅବକାରୀ କମିସନରଙ୍କକୁ ଲେଖି ଜଣାଇଥିବା ପୁରୀ ଅବକାରୀ ଇନ୍ସପେକ୍ଟର ସଂଜୟ ପଣ୍ଡା ଛୁଟି ଆବେଦନ କରିଛନ୍ତି। ମାନସିକ ଓ ଶାରୀରିକ ଅସୁସ୍ଥତା ଦର୍ଶାଇ ୧୫ ଦିନ ପାଇଁ ଛୁଟି…
ଅଧିକ ଖବର ଦେଖନ୍ତୁ...