ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଭାଙ୍ଗିଲା ନନ୍ଦିଘୋଷ ରଥ ଅଖ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଖ ଭଙ୍ଗା ବୋଲି ଜଣାପଡ଼ିବା ପରେ ଏହାକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ ଯାଞ୍ଚ କମିଟି ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଶୁକ୍ରବାର ବିଳମ୍ୱିତ ରାତିରେ ବଡ଼ଦାଣ୍ଡକୁ ଖୋଳାଯାଇଛି। ଖନନ ଶେଷପରେ ଆଜି (ଶନିବାର) ସକାଳୁ ଅଖ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ତିନି ରଥର ଉଠିଲା ଚାରି ନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶୁକ୍ରବାର ଦିନ ୩୭ ଦିନରେ ପହଞ୍ଚିଛି। ଶୁକ୍ରବାର କାମ ଶେଷ ସୁଦ୍ଧା ତିନି ରଥର ଚାରି ନାହାକା ଉଠିଛି। ଗତକାଲି ତିନି ରଥର ଦୁଇଟି‌ ଲେଖାଏଁ ଗରଗରା ପଡ଼ିବା ପରେ ପୋଲ ଗୟଳ ସଂଯୋଗ ହୋଇଥିଲା। ଶୁକ୍ରବାର ଅନୁକୂଳ ପୂଜା ପରେ ପଞ୍ଚ ଦଣ୍ଡାରେ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ଗର୍ଭଗୃହ, ନାଟମଣ୍ଡପର ମରାମତି ହେବ

ପୁରୀ: ରଥଯାତ୍ରା ସମୟରେ ଲାଗିବ ଗର୍ଭଗୃହ କଳାହାଟ ଦ୍ବାର। ଏହାସହ ଗର୍ଭଗୃହ, ନାଟମଣ୍ଡମ, ଭୋଗମଣ୍ଡପ, ରୋଷଘର ଆଦିର ଆବଶ୍ୟକ ମରାମତି ହେବ। ଶ୍ରୀମନ୍ଦିର ବାହାର ପାର୍ଶ୍ବର ବି ଆବଶ୍ୟକ ମରାମତି ହେବ। ସବୁ କାମର ଭିଡିଓଗ୍ରାଫି କରାଯିବ। ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ପ୍ରତ୍ନତତ୍ତ୍ବ ବିଭାଗର ଏକ…
ଅଧିକ ଖବର ଦେଖନ୍ତୁ...

ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗରେ ‘ନାଗାର୍ଜୁନ ବେଶ’ ପଟ୍ଟଚିତ୍ର ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଚିନ୍ମୟ

ପୁରୀ: ଆଫ୍ରିକାର ପ୍ରସିଦ୍ଧ କିଲିମାଞ୍ଜାରୋ ଶୃଙ୍ଗରେ ମହାପ୍ରଭୁଙ୍କ ‘ନାଗାର୍ଜୁନ ବେଶ’ର ପଟ୍ଟଚିତ୍ର ପ୍ରଦର୍ଶିତ ହୋଇଛି। ଓଡ଼ିଆ ପୁଅ ଚିନ୍ମୟ ମହାରଣାଙ୍କ ଦୃଢ଼ ମନୋବଳ ଯୋଗୁଁ ଏହି କାମ ହୋଇପାରିଛି। ସୂଚନା ଅନୁସାରେ ପୁରୀ ଜିଲ୍ଲା ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ମଠକୁ ମିଳିବ ୨ ଏକର ଜମି

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ମଠକୁ ଥଇଥାନ କରାଯିବ। ଜିଲ୍ଲା ପ୍ରଶାସନ ଏଥିପାଇଁ ଆବଶ୍ୟକ ଜାଗା ଯୋଗାଇ ଦେବ। ପ୍ରାୟ ୨ ଏକର ଜାଗାରେ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ମଠକୁ ଥଇଥାନ କରିବା ପାଇଁ ଯୋଜନା କରାଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରଶାସନଠାରୁ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁର ୧୪ଦିନ ପରେ ଦିଲ୍ଲୀ ପଠାଯିବ ନାଇଜେରିଆ ବନ୍ଦୀଙ୍କ ମୃତଦେହ

କଟକ: ମୃତ୍ୟୁର ୧୪ଦିନ ପରେ ଦିଲ୍ଲୀ ପଠାଯିବ ନାଇଜେରିଆ ବନ୍ଦୀଙ୍କ ମୃତଦେହ। ନାଇଜେରିଆର ଜଣେ ବିଚାରାଧୀନ କଏଦୀଙ୍କ ମୃତଦେହ ୧୪ ଦିନ ହେଲା କଟକ ବଡ଼ ମେଡିକାଲ୍‌(ଏସସିବି) ଶବଗୃହରେ ଶଢ଼ୁଥିଲା। ନା ମୃତଦେହ ଫେରାଇବାର ବ୍ୟବସ୍ଥା କରାଯାଉଥିଲା, ନା ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ବେଶ ପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ମନ୍ଦିର ଦର୍ଶନ

ପୁରୀ: ଅଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ବେଶ ପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବେ ଏହି ସମୟରେ। ଏହି କାରଣରୁ ଅପରାହ୍ନ ୪ଟାରୁ ରାତି ୮ଟା ଯାଏ ୪ ଘଣ୍ଟା ଧରି ସର୍ବସାଧାରଣଙ୍କ ସକାଶେ କାଳିଆର ଦର୍ଶନ ବନ୍ଦ ରହିବ ବୋଲି…
ଅଧିକ ଖବର ଦେଖନ୍ତୁ...

୧୩ ଦିନ ହେଲା ଶଢ଼ୁଛି ନାଇଜେରିଆ ବନ୍ଦୀଙ୍କ ମୃତଦେହ

ଭାଇଙ୍କ ଚିଠି ପରେ ବି ପୁରୀ ପ୍ରଶାସନ, ଜେଲ କର୍ତ୍ତୃପକ୍ଷ ନିରବ ମୁଖ୍ୟ ସଚିବ, କାରାଗାର ଆଇଜି, ଜିଲ୍ଲାପାଳଙ୍କ ବିରୋଧରେ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ପୁରୀ : ନାଇଜେରିଆର ଜଣେ ବିଚାରାଧୀନ କଏଦୀଙ୍କ ମୃତଦେହ ୧୩ ଦିନ ହେଲା କଟକ ବଡ଼ ମେଡିକାଲ୍‌(ଏସସିବି) ଶବଗୃହରେ ଶଢ଼ୁଛି। ନା…
ଅଧିକ ଖବର ଦେଖନ୍ତୁ...

୧୯ରୁ ଗଡ଼ିବନି ଟୁରିଷ୍ଟ ବସ୍‌, ଷ୍ଟିୟରିଂ ଛାଡ଼ ଡାକରା ଦେଲେ ଟୁରିଷ୍ଟ ବସ୍‌ କର୍ମଚାରୀ

ପୁରୀ : ରଥଯାତ୍ରା ଲାଗି ଚଳଚଞ୍ଚଳ ହେଉଛି ଶ୍ରୀକ୍ଷେତ୍ର। ଦିନ କେଇଟା ପରେ ସ୍ନାନଯାତ୍ରା ଏବଂ ରଥଯାତ୍ରା। ପର୍ଯ୍ୟଟକମାନେ ପୁରୀ ଆସିବାକୁ ଚାହିଁ ବସିଛନ୍ତି। ଅଥଚ ଏଭଳି ସମୟରେ ଟୁରିଷ୍ଟ ବସ୍‌ ଗଡ଼ିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁରୀର ଟୁରିଷ୍ଟ ବସ୍‌ କର୍ମଚାରୀବୃନ୍ଦ। ଟୁରିଷ୍ଟ ବସ୍‌…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଅଛନ୍ତି ୧୭୬ ଫିସିଂ କ୍ୟାଟ୍

ବ୍ରହ୍ମଗିରି : ବିରଳ ଫିସିଂ କ୍ୟାଟ୍‌ର ପ୍ରଥମ ଥର ପାଇଁ ଚିଲିକାରେ ଗଣନା ହୋଇଛି। ପ୍ରଥମ କରି ବିଶ୍ବରେ ଚିଲିକାରେ ଏହାର ଗଣନା କରାଯାଇଛି। ୧୯୭୨ ମସିହାର ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ ସିଡ୍ୟୁଲ–୧ରେ ଥିବା ଏହି ଫିସିଂ କ୍ୟାଟ୍‌ର ସଂରକ୍ଷଣ ଏବଂ ବଂଶ ବୃଦ୍ଧି ପାଇଁ ଚିଲିକା ଉନ୍ନୟନ…
ଅଧିକ ଖବର ଦେଖନ୍ତୁ...