ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଦଇତା ପ୍ରବେଶ ଓ ଚାରମାଳ ବନ୍ଧା ନୀତି ଆଜି

ପୁରୀ : ସ୍ନାନଯାତ୍ରାକୁ ଆଉ ଦୁଇଦିନ ବାକି ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀଜିଉଙ୍କ ଗୁପ୍ତ ସେବା ପାଇଁ ଦଇତାପତି ପ୍ରବେଶ ନୀତି ଅନୁଷ୍ଠିତ ହେବ। ଦଇତାପତିମାନେ ରବିବାର ରାତିରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପରେ ଘୋଷଯାତ୍ରାର ପ୍ରଥମ ନୀତି କୁହାଯାଉଥିବା ଶ୍ରୀଜୀଉଙ୍କ ବାହୁଟକଣ୍ଟ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଓ ବାହୁଟ ପାଇଁ ଶ୍ରୀକ୍ଷେତ୍ର ଗଲା ବଉଳ କାଠ

ସାକ୍ଷୀଗୋପାଳ : ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି ଅବସରରେ ଶନିବାର ଦିନ ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀସିଦ୍ଧ ବଳରାମ ଦେବଙ୍କ ମନ୍ଦିରଠାରୁ ବଉଳ କାଠ ପାରମ୍ପରିକ ରୀତିନୀତି ଅନୁଯାଇ ଶଗଡ଼ରେ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆ ଯାଇଅଛି।…
ଅଧିକ ଖବର ଦେଖନ୍ତୁ...

ନାମଲେଖା ପାଇଁ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଧରାପଡ଼ିଲେ ୩ ଛାତ୍ରୀ

ପୁରୀ : ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ନାମଲେଖାରେ ହେଉଥିବା ଜାଲିଆତି ଧରାପଡ଼ିଛି। ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ତିନିଜଣ ଛାତ୍ରୀ ପ୍ରମାଣପତ୍ର କାଗଜ ଯାଞ୍ଚ ବେଳେ ଧରାପଡ଼ିଛନ୍ତି। ଏହି ଚଞ୍ଚକତା ଧରାପଡ଼ିବା ପରେ କଲେଜ ଅଧ୍ୟକ୍ଷା ଅଞ୍ଜଳି କୁମାରୀ ଶୁକ୍ଳା…
ଅଧିକ ଖବର ଦେଖନ୍ତୁ...

ଆୟକର ବିଭାଗର ‘ଆଇକନିକ୍‌ ସପ୍ତାହ’: ବାଲୁକା କଳାରେ ଆୟକର ଛବି

ପୁରୀ : ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ‘ଆଜାଦି କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗତ ୬ରୁ ଆଜି ପର୍ଯ୍ୟନ୍ତ ‘ଆଇକନିକ ସପ୍ତାହ’ ଭାବେ ପାଳନ କରାଯାଇଛି। ଏହି ଅବସରରେ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ସୁଦର୍ଶନ…
ଅଧିକ ଖବର ଦେଖନ୍ତୁ...

ନନ୍ଦିଘୋଷରେ ଲାଗିଲା ନୂଆ ଅଖ

ପୁରୀ : ନନ୍ଦିଘୋଷ ରଥର ଭଙ୍ଗା ଅଖକୁ ଶେଷରେ ପରିବର୍ତ୍ତନ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବଡ଼ଦାଣ୍ଡରେ ୫ ଫୁଟ ଗଭୀରର ଗାତ ଖୋଳାଯାଇ ଦୁଇ ଚକ ସହ ଭଙ୍ଗା ଅଖକୁ କଢ଼ାଯିବା ପରେ ଆଜି ଭୋର୍‌ରୁ ନୂଆ ଅଖ ସଂଯୋଗ କରାଯାଇଛି। ନନ୍ଦିଘୋଷ ରଥର ପଛଆଣି ଚକର ଅଖରେ ବାମପାର୍ଶ୍ବ ତୁମ୍ବ ପାଖରେ…
ଅଧିକ ଖବର ଦେଖନ୍ତୁ...

୧୩୦୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ନଷ୍ଟ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର: ଓଡ଼ିଶା ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍) ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ନଷ୍ଟ କରିଛି।। ଓଡ଼ିଶାରେ ପ୍ରଥମ ଥର ଟ୍ରାଏଲ ସରିବା ପୂର୍ବରୁ ଏସ୍‌ଟିଏଫ୍ ନଷ୍ଟ କରିଛି। ୨୦୨୦ରେ ଜବତ ୧ କିଲୋ ୩୦୫ ଗ୍ରାମର ବ୍ରାଉନସୁଗାର ନଷ୍ଟ କରାଯାଇଛି। କୋର୍ଟଙ୍କ ଅନୁମତି କ୍ରମେ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ନନ୍ଦିଘୋଷ ରଥରେ ସଂଯୋଗ ହେଲା ନୂଆ ଅଖ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅଖ ଭଙ୍ଗା ବୋଲି ଜଣାପଡ଼ିବା ପରେ ବିଳମ୍ବିତ ରାତିରେ ଜେସିବିରେ ଖୋଳା ଯାଇଥିଲା। ତାପରେ ରଥ ଅଖକୁ ପରିବର୍ତ୍ତନ କରାଯାଇଛି। ସୂଚନାଯୋଗ୍ୟ, ନନ୍ଦିଘୋଷ ଅଖକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ ଯାଞ୍ଚ କମିଟି ନିର୍ଦ୍ଦେଶ ଦେଇଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

୩ ଦିନ ପରେ ସ୍ନାନଯାତ୍ରା: ଅଣସର ବେଳେ ପୂଜା ପାଇବେ ପଟିଦିଅଁ

ପୁରୀ : ଆଉ ତିନିଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ପରେ ଅଣସରକାଳୀନ ଗୁପ୍ତ ନୀତି ଚାଲିବ। ୧୫ ଦିନ ଧରି ଏହି ଗୁପ୍ତ ନୀତି ଚାଲିବାକୁ ଥିବାବେଳେ ଏହି ସମୟରେ ପଟଦିଅଁ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ରୂପରେ ଅନନ୍ତ…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିଲା ନନ୍ଦିଘୋଷ ରଥ ଅଖ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଅଖ ଭଙ୍ଗା ବୋଲି ଜଣାପଡ଼ିବା ପରେ ଏହାକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ ଯାଞ୍ଚ କମିଟି ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଶୁକ୍ରବାର ବିଳମ୍ୱିତ ରାତିରେ ବଡ଼ଦାଣ୍ଡକୁ ଖୋଳାଯାଇଛି। ଖନନ ଶେଷପରେ ଆଜି (ଶନିବାର) ସକାଳୁ ଅଖ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ତିନି ରଥର ଉଠିଲା ଚାରି ନାହାକା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶୁକ୍ରବାର ଦିନ ୩୭ ଦିନରେ ପହଞ୍ଚିଛି। ଶୁକ୍ରବାର କାମ ଶେଷ ସୁଦ୍ଧା ତିନି ରଥର ଚାରି ନାହାକା ଉଠିଛି। ଗତକାଲି ତିନି ରଥର ଦୁଇଟି‌ ଲେଖାଏଁ ଗରଗରା ପଡ଼ିବା ପରେ ପୋଲ ଗୟଳ ସଂଯୋଗ ହୋଇଥିଲା। ଶୁକ୍ରବାର ଅନୁକୂଳ ପୂଜା ପରେ ପଞ୍ଚ ଦଣ୍ଡାରେ ସଂଯୋଗ…
ଅଧିକ ଖବର ଦେଖନ୍ତୁ...