ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ: ସକାଳ ୬ରୁ ରାତି ୧୦ଟା ଭିତରେ କାମ କରିବାକୁ ମିଳିଲା ଅନୁମତି

ପୁରୀ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାରଠାରୁ ନାଟମଣ୍ଡପର ମରାମତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଶୁକ୍ରବାରଠାରୁ ଏଏସଆଇ ଏହି କାର୍ଯ୍ୟ ବିଧିବଦ୍ଧ ଭାବେ କରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର…
ଅଧିକ ଖବର ଦେଖନ୍ତୁ...

ଏଏସ୍‌ଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଜିଠୁ ଆରମ୍ଭ କର ନାଟମଣ୍ଡପ ମରାମତି

କଟକ: ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଆସନ୍ତାକାଲିଠାରୁ ଆରମ୍ଭ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୌଣସି ବିଳମ୍ବ ନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ହାଇକୋର୍ଟ ତାଗିଦ୍ କରିବା ସହ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)ର କାର୍ଯ୍ୟକଳାପକୁ ନେଇ…
ଅଧିକ ଖବର ଦେଖନ୍ତୁ...

କାଲିଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କରିବାକୁ ନିର୍ଦ୍ଦେଶ

କଟକ: ଆସନ୍ତାକାଲି ଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଏ ଏସ ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଆସନ୍ତା ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏ ଏସ ଆଇ, ମାତ୍ର ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି। ପ୍ରତି ୧୫…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ୍‌ରେ ଆଜି ସେମି ସଂଘର୍ଷ: ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

ମୁମ୍ବାଇ: ଦିନିକିଆ ବିଶ୍ବକପ୍‌ ଇତିହାସରେ ରେକର୍ଡ କ୍ରମାଗତ ୯ ବିଜୟର ଆତ୍ମବିଶ୍ବାସ ସହିତ ଭାରତ ଆଜି ୱାଙ୍ଖ୍‌ଡେ ଷ୍ଟାଡିୟମ୍‌‌ରେ ସେମି ଫାଇନାଲ ଖେଳିବାକୁ ଯାଉଛି। ଭାରତ ଆଗରେ କିନ୍ତୁ ବୁଧବାର ଏମିତି ଏକ ଦେଶ ପ୍ରତିଦ୍ବନ୍ଦ୍ବୀ ରହିଛି, ଯିଏ ସବୁବେଳେ ଜଟିଳ ଆହ୍ବାନ ନେଇ ଆସିଥାଏ। ବ୍ଲାକ୍…
ଅଧିକ ଖବର ଦେଖନ୍ତୁ...

ରେଳ କୋଚିଂ ଡିପୋରେ ନିଆଁ: ଜଳିଗଲା ଏସି ବଗି

ପୁରୀ: ରେଳ କୋଚିଂ ଡିପୋରେ ହୁତୁହୁତୁ ହୋଇ ଜଳିଲା ଟ୍ରେନ୍ ବଗି। ଆଇଓଏସ୍‌-୧ ଡିପୋରେ ୧୬୧୧୫୫ ନମ୍ବର ବିଶିଷ୍ଟ ଏସି ବଗିର କାମ ଚାଲିଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଏସି ବଗି ହୋଇଥିବାରୁ ବ୍ୟାଟେରି ଜଳିବା ସହ ବଗିର ବାହାର ପାର୍ଶ୍ବରେ ନିଆଁ ଲାଗି ଜଳି ଯାଇଥିଲା। ନିଆଁ ଭିତରକୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସେବନ ମନା; ସାଙ୍ଗରେ ନେଇ ପାରିବେନି ପଲିଥିନ୍‌

ପୁରୀ: ପାନ, ଗୁଟ୍‌ଖା ଖାଇ ଅବା ସାଙ୍ଗରେ ନେଇ କେହି ଏଣିକି ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେନାହିଁ। କେବଳ ଶ୍ରୀମନ୍ଦିର ନୁହେଁ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଭକ୍ତ ନିବାସରେ ବି ଏହି ନିୟମ ଲାଗୁ ହେବ। ଶ୍ରୀମନ୍ଦିର ପଲିଥିନ୍‌ମୁକ୍ତ ହେବ। ସେବାୟତ, ଭକ୍ତ ଅବା କର୍ମଚାରୀ ସମସ୍ତେ ଏହାକୁ…
ଅଧିକ ଖବର ଦେଖନ୍ତୁ...

ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଅବଶ୍ୟ ଲିଭାଇବାରେ ସକ୍ଷମ ହୋଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି। ତଦନ୍ତ ପାଇଁ ରେଳବାଇ ଟିମ ଖୋର୍ଦ୍ଧାରୁ…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି ହେଲା। ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ। ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି। ଜାନୁଆରୀ ୧ରୁ  ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଆଜି ଶିଶୁଦିବସ: ପରିବାର ଦାୟରେ ଅଭିଶପ୍ତ ଶୈଶବ

ପୁରୀ: ରାତି ପାହିଲେ ଶିଶୁ ଦିବସ ପାଳନ ହେବ। ଶିଶୁଙ୍କୁ ନେଇ ଭାଷଣ ବାଜି ଚାଲିବ। ମାତ୍ର ଆଜି ବି ରାସ୍ତାକଡ଼ରେ ଶିଶୁମାନେ ସଂଘର୍ଷ କରୁଛନ୍ତି, କାଲି ମଧ୍ୟ କରୁଥିବେ। ବଡ଼ଶଙ୍ଖ, ବସଷ୍ଟାଣ୍ଡ ଓ ମେଡିକାଲ ଛକରେ କୋମଳମତିଙ୍କ ସଂଘର୍ଷର ଚିତ୍ର ଶିଶୁଦିବସ ନେଇ ଭିନ୍ନ ଭାବେ ଚିନ୍ତା କରିବାକୁ ବାଧ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ୱର୍ଗଦ୍ୱାର ୱେବ୍‌ସାଇଟ୍‌ର ଶୁଭାରମ୍ଭ: ତିନିଟି ଭାଷାରେ ମିଳିବ ସୂଚନା

ପୁରୀ: କାଳୀପୂଜା ଅବସରରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ସ୍ୱର୍ଗଦ୍ୱାରର ନୂଆ ୱେବସାଇଟ୍‌ ସ୍ୱର୍ଗଦ୍ୱାର ଡଟ୍ କମ୍ (swargadwar.com <http://swargadwar.com> )କୁ ଲୋକାର୍ପିତ ହୋଇଯାଇଛି। ଏହି ୱେବସାଇଟ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ଏଭଳି ତିନିଟି ଭାଷାରେ ସ୍ବର୍ଗଦ୍ବାର…
ଅଧିକ ଖବର ଦେଖନ୍ତୁ...