ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଆଜି ପ୍ରଥମାଷ୍ଟମୀ: ମଧ୍ୟାହ୍ନ ଧୂପ ପରେ ପଢ଼ୁଆଁ ହେବେ ମହାପ୍ରଭୁ

ପୁରୀ: ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠମାନଙ୍କୁ ପଢ଼ୁଆଁ କରାଯାଇଥାଏ। ତେବେ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡନାଥ। ସେ ହେଉଛନ୍ତି ବଡ଼ ଠାକୁର। ବଡ଼ ଠାକୁର ହିସାବରେ…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଯଜ୍ଞସ୍ଥଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ପୁରୀ: ଜାନୁଆରି ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ୬ ଦିନ ଧରି ମହାଯଜ୍ଞ ସହ ଚାରି ବେଦପାଠର ଆୟୋଜନ କରାଯାଇଛି। ଐଶାନ୍ୟକୋଣରେ ମହାଯଜ୍ଞର ଆୟୋଜନ ପାଇଁ ସ୍ଥିର ହୋଇଛି। ଏଣୁ ଆଜି ଶ୍ରୀମନ୍ଦିର ପ୍ରଶାସନ,…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ; ଚୂଡାନ୍ତ ହେଲା ଯଜ୍ଞ ସ୍ଥାନ, ମାପଚୁପ…

ଭୁବନେଶ୍ବର/ପୁରୀ: ଆସନ୍ତା ଜାନୁଆରି ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଆୟୋଜନ ହେବ। ସେଥିପାଇଁ ଜାନୁଆରି ୧୨ ତାରିଖ ଠାରୁ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୫ ତାରିଖ ସକାଳ ସାଢ଼େ ୭ଟାରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। କେଉଁ ଜାଗାରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି: ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଅର୍ବାନ ହାଟରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

ପୁରୀ: ରାଜ୍ୟ ହସ୍ତତନ୍ତ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ନୀଳାଚଳ ଅର୍ବାନ ହାଟରେ ଆଜି ଉଦ୍‌ଘାଟିତ ହୋଇଛି। ଏଥିରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ବରଗଡ଼, କଳାହାଣ୍ଡି, ସୋନପୁର, ଆଠଗଡ, ପୁରୀ, ଖୋର୍ଦ୍ଧା, ବାରିପଦା, ନୟାଗଡ଼ ଓ ବୌଦ୍ଧ ବୟନ ମଣ୍ଡଳରୁ ୨୨ଟି ମହିଳା ସ୍ୱୟଂ ସହାୟକ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ୫-ଟି ଅଧ୍ୟକ୍ଷଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପୁରୀ: ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଭିଡ଼ ନିୟନ୍ତ୍ରଣ କରି ଭକ୍ତଙ୍କ ଦର୍ଶନକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ଉପରେ ଠୋସ୍‌ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ  ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲା ବିଜେଡି: କିଏ ହେବ ମଙ୍ଗୁଆଳ?

ସୁମନ୍ତ ପରିଡ଼ା ପୁରୀ: ୨୦୧୯ ସାଧାରଣ ନିର୍ବାଚନଠାରୁ ପୁରୀ ଜିଲ୍ଲାରେ ବିଜେଡି ଗଡ଼ ଭୁଶୁଡ଼ିବାରେ ଲାଗିଛି। ଦୁଇ ପ୍ରମୁଖ ନିର୍ବାଚନମଣ୍ଡଳୀ ପୁରୀ ଓ ବ୍ରହ୍ମଗିରି ଶାସକ ଦଳ ହାତରୁ ଚାଲିଯିବା ଏବଂ ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡିର ନିରାଶାଜନକ ପ୍ରଦର୍ଶନ ପରେ ୨୦୨୪ ନିର୍ବାଚନ ଦଳ…
ଅଧିକ ଖବର ଦେଖନ୍ତୁ...

ବିପଦସଙ୍କୁଳ ଜେଟିରେ ଡଙ୍ଗାକୁ ଯାଉଛନ୍ତି ପର୍ଯ୍ୟଟକ: ଅଧା ଭାଙ୍ଗି ଲଟକିଛି ଜେଟି

ପୁରୀ: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଛି। ବଣଭୋଜି ପାଇଁ ଭିଡ଼ ଜମୁଛି। ସ୍ଥାନୀୟ ଲୋକଙ୍କଠାରୁ ନେଇ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରାମଚଣ୍ଡୀରେ ବଣଭୋଜି ସହ ବୋଟିଂ ପାଇଁ ବିପୁଳ ଭିଡ଼ ହେଉଛି। କିନ୍ତୁ ବୋଟିଂ ପାଇଁ ଥିବା ଜେଟି ଅଧା ଭାଙ୍ଗି ଲଟକି ରହିଛି। ପର୍ଯ୍ୟଟକ ବିପଜ୍ଜନକ ଭାବେ ଏହା…
ଅଧିକ ଖବର ଦେଖନ୍ତୁ...

ରତ୍ନଭଣ୍ଡାର ନ ଖୋଲିଲେ ଆନ୍ଦୋଳନ: ରାଜ୍ୟ କଂଗ୍ରେସର ତୁଳସୀ ଯାତ୍ରା

ଭୁବନେଶ୍ବର/ପୁରୀ: ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା, ରତ୍ନଭଣ୍ଡାରର ଗଣତି ମଣତି ସମେତ ୬ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଅନୁଷ୍ଠିତ ହୋଇଛି। କଂଗ୍ରେସ ଭବନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏକ ସୁସଜ୍ଜିତ ରଥରେ ଓ ବିଧି ମୁତାବକ ତୁଳସୀକୁ କଦଳୀ ପାଟୁଆରେ…
ଅଧିକ ଖବର ଦେଖନ୍ତୁ...