ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପ୍ରତ୍ନତତ୍ତ୍ବ ବିଭାଗର ନାଟମଣ୍ଡପ ଚିନ୍ତା: ମରାମତିରେ ଭିଡ଼ ବାଧକ

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତିକୁ ନେଇ ଚିନ୍ତାରେ ପଡ଼ିଛି ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା)। ନାଟମଣ୍ଡପରେ ଭକ୍ତଙ୍କ ଭିଡ଼ ଏତେ ରହୁଛି ଯେ କାମ କରିବାକୁ ଜାଗା ମିଳୁନି। କୌଣସି ମୁହୂର୍ତ୍ତରେ ବି କିଛି ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାସହ ନାଟମଣ୍ଡପରେ ସେବକଙ୍କ…
ଅଧିକ ଖବର ଦେଖନ୍ତୁ...

ପାର୍ଶ୍ବ ଦେବଦେବୀ ମନ୍ଦିରର ହେବ ଲେଜର ସ୍କାନିଂ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାରପାର୍ଶ୍ବ ଲେଜର୍‌ ସ୍କାନିଂ ଶେଷ ପରେ ଏବେ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀ ମନ୍ଦିରର ଲେଜର୍‌ ସ୍କାନିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଏଏସ୍‌ଆଇ। ଆଜି ଏ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛି ଏଏସ୍‌ଆଇ।…
ଅଧିକ ଖବର ଦେଖନ୍ତୁ...

ଶିବପାର୍ବତୀଙ୍କ ପୁରୁଣା ମୂର୍ତ୍ତି ଚୋରି କରି ନଦୀବନ୍ଧରେ ଛାଡ଼ି ପଳାଇଲେ ଚୋର

ପିପିଲି: ଶେଷରେ ଠାକୁରଙ୍କୁ ବି ଛାଡିଲେନି ଚୋର। ମନ୍ଦିରରୁ ଉଠାଇ ଆଣି ନଦୀ ବନ୍ଧ ରେ ଫୋପାଡ଼ିଲେ। ପୁରୀ ଜିଲ୍ଲା ପିପିଲି ବ୍ଲକ ଗୋବର୍ଦ୍ଧନପୁର ଦୟା ନଦୀବନ୍ଧରେ ଚୋରି କରି ଆଣିଥିବା ଶିବ ପାର୍ବତୀଙ୍କ ପୁରୁଣା ମୂର୍ତ୍ତି ରଖି ଚୋର ପଳାଇଲେ। ଜରି ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଶିବ…
ଅଧିକ ଖବର ଦେଖନ୍ତୁ...

ଜବରଦଖଲରେ ନୂଆନଈ ପଠା: ନିର୍ମାଣ କରୁଛନ୍ତି ଘରୋଇ ପର୍ଯ୍ୟଟନ ପ୍ରକଳ୍ପ

ପୁରୀ: ଜବରଦଖଲକାରୀଙ୍କ ନଜରରେ ନୂଆନଈ ପଠା। ଜବରଦଖଲକାରୀ ନଈ ପଠା ମାଡ଼ି ବସିବାରେ ଲାଗିଛନ୍ତି। ଏହା ଉପରେ ବିଳାସସୂର୍ଣ୍ଣ ଘର ଓ କୃତ୍ରିମ ପୋଖରୀ ବି ତିଆରି କରି ପାର୍କ ଭଳି ରୂପ ଦିଆଗଲାଣି। ପୁରୀ ସଦର ବ୍ଲକ‌୍ ବେଲଦଳ ପଞ୍ଚାୟତ ମୋହିନିପୁର ନିକଟରେ ଏଭଳି ନିର୍ମାଣ ଚାଲିଛି। ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍‌ ସ୍କାନିଂ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାରପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ କାମ ଆଜି ଶେଷ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଓ ବିଶେଷଜ୍ଞ ଦଳର ଉପସ୍ଥିତିରେ ମୋଟ୍‌ ୪୫ଟି ସ୍ଥାନର ଲେଜର୍‌ ସ୍କାନିଂ କରାଯାଇଛି।ଏଥିସହିତ…
ଅଧିକ ଖବର ଦେଖନ୍ତୁ...

ଦ୍ଵିତୀୟ ଦିନରେ ରତ୍ନଭଣ୍ଡାର ବାହାରପାର୍ଶ୍ଵରେ କରାଗଲା ଲେଜର ସ୍କାନିଂ

ପୁରୀ: ଦ୍ଵିତୀୟ ଦିନରେ ରତ୍ନଭଣ୍ଡାର ବାହାରପାର୍ଶ୍ଵ ଅମୁହାଁମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ କରାଯାଉଛି ଲେଜର ସ୍କାନିଂ | ଆଜି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିବ | ବିଭିନ୍ନ ଦିଗକୁ ନଜରରେ ରଖି ରିପୋର୍ଟ ପ୍ରସ୍ତୁତ କରାଯିବ | ତେବେ ରିପୋର୍ଟ ଆସିଲା ପରେ ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ପୂର୍ବପଟ ମୁଖ୍ୟ ବିମ୍‌ରେ ଫାଟ: ୩୭ଟି ସ୍ଥାନର ସ୍କାନିଂ ଶେଷ

ପୁରୀ: ନାଟମଣ୍ଡପ ବିମ୍‌ରେ ଥିବା ଫାଟର ମରାମତି କାମ ଆରମ୍ଭ ହୋଇଛି। ପ୍ଲାଷ୍ଟର ଛଡ଼ାଇବା ପରେ(ଡିପ୍ଲାଷ୍ଟରିଂ) ଯେଉଁ ଯେଉଁ ସ୍ଥାନରେ ଫାଟ ରହିଛି, ତାର ପର୍ଯ୍ୟାୟକ୍ରମେ ମରାମତି କରାଯାଉଛି। ଡିପ୍ଲାଷ୍ଟରିଂ ସମୟରେ ପୂର୍ବପାର୍ଶ୍ବ ମୁଖ୍ୟ ବିମ୍‌ରେ ଫାଟ ରହିଥିବା ଦେଖିବାକୁ ମିଳିଛି। ଏଣୁ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ଆମ ପାଇଁ ଆହ୍ବାନ: ଡିଜିପି

ପୁରୀ: କାର୍ତ୍ତିକ ମାସ ଓ ଶ୍ରୀମନ୍ଦିରରେ ପଞ୍ଚୁକ ଦର୍ଶନ ଶେଷ ପରେ ଆଜି ପୁଲିସ ଡିଜି ସୁନୀଲ ବଂଶଲ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ପୁରୀ ଏସ୍‌ପି ଡା. କେ. ବିଶାଲ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ବଂଶଲ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଚତୁଃପାର୍ଶ୍ବର ମଠ ଓ ମନ୍ଦିରର ଉନ୍ନତୀକରଣ: ଉତ୍କଳୀୟ କଳାରେ ଝଲସିବ ମଠ

ପୁରୀ: ଉତ୍କଳୀୟ କଳା, ସଂସ୍କୃତି ଓ ଐତିହ୍ୟ ଛାପରେ ଝଲସିବ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମଠ ଓ ମନ୍ଦିର। ଶ୍ରୀଜଗନ୍ନାଥ ସଂସ୍କୃତିର କଳା, ସ୍ଥାପତ୍ୟ ବି ସ୍ଥାନିତ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ୨୦ଟି ମଠ ଓ ମନ୍ଦିରର ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

୧୫ ଜଣିଆ ଟିମ୍‌କୁ ନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ

ପୁରୀ: ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ଏକ ୧୫ ଜଣିଆ ଟିମ୍‌କୁ ନେଇ ଲେଜର ସ୍କାନିଂ ଆରମ୍ଭ ହୋଇଥିବାର ଖବର ମିଳିଛି। ଏଥିରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ ସାମିଲ, ଏଏସଆଇ କୋର୍‌ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍‌…
ଅଧିକ ଖବର ଦେଖନ୍ତୁ...