ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର ବିଜେପିରେ ବିବାଦ: ଦଳ ଛାଡ଼ିଲେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ସମ୍ବଲପୁର: ଆସନ୍ତା ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ଏହାପୂର୍ବରୁ ଦଳ ମଧ୍ୟରେ ବିବାଦ ସୃଷ୍ଟିହୋଇଛି। ରାଜନୀତି ମଇଦାନରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ମିଶ୍ରଙ୍କ ଆବିର୍ଭାବ ପରେ ଦଳର ଜିଲ୍ଲା ମହିଳା ମୋର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

୧୦ରେ ଭୁବନେଶ୍ବର ଆସିବେ ‌ମୋଦୀ! ୩ରେ ସମ୍ବଲପୁର ଆସୁଛନ୍ତି

ଭୁବନେଶ୍ବର: ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୩ରେ ମୋଦୀ ସମ୍ବଲପୁର ଆସିବାକୁ ଥିବାବେଳେ ୧୦ରେ ଭୁବନେଶ୍ବର ଆସିବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଅନନ୍ୟାଙ୍କ ନାଁରେ ନୃତ୍ୟ ଭିଡିଓ ଭାଇରାଲ୍

ସମ୍ବଲପୁର: ‘ମେରି ଚୌଖଟ ପେ ଚଲ୍‌କେ ଆଜ୍‌ ଚାର ଧାମ୍‌ ଆୟେହେଁ, ବଜାଓ ଢୋଲ୍‌ ସ୍ବାଗତ୍‌ ମେ’, ମେରେ ଘର୍‌ ରାମ୍‌ ଆୟେ ହେଁ।’ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସକୁ ପୂରା ଦେଶ ଉତ୍ସବ ପାଳିଥିବା ବେଳେ ବେଳେ ଏହି ଗୀତଟି ବେଶ୍‌ ଭାଇରାଲ୍‌ ହୋଇଥିଲା। ଜୁବିନ ନୌତିୟାଲ ଗାଇଥିବା ଏହି ଗୀତରେ…
ଅଧିକ ଖବର ଦେଖନ୍ତୁ...

ମନ୍ଦିରଠୁ ମହାନଦୀ ଘାଟ ଯାଏ ଦିବ୍ୟତା: ଭବ୍ୟତାର ଅନୁଭବ

ମା’ ସମଲେଶ୍ବରୀଙ୍କ ମନ୍ଦିରର ଶୁଭ୍ର ଜ୍ୟୋତ୍ସ୍ନାରେ ଭକ୍ତ ବିମୁଗ୍ଧ ହେଉଛନ୍ତି। ପୀଠରେ ସ୍ୱର୍ଗୀୟ, ଦିବ୍ୟ ପରିବେଶ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଂଗରାଜ ମନ୍ଦିରର ପ୍ରକଳ୍ପ ପରେ ରାଜ୍ୟ ସରକାର ସମଲେଇ ପ୍ରକଳ୍ପକୁ ସରକାର ହାତକୁ ନେଇଥିଲେ। ସମଲେଇ ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ସମଲେଇ ପ୍ରକଳ୍ପ: ମନ୍ଦିର ଠାରୁ ମହାନଦୀ ଘାଟଯାଏ ଦିବ୍ୟତା, ଭବ୍ୟତାର ସ୍ପର୍ଶ

ଭୁବନେଶ୍ଵର: ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ…
ଅଧିକ ଖବର ଦେଖନ୍ତୁ...

ସମଲେଇ ପ୍ରକଳ୍ପ ଲୋକାର୍ପିତ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ଆଜି ସମଲେଇ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି | ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପ ଯଜ୍ଞସ୍ଥଳରେ ପହଂଚିଥିଲେ | ହୋମଯଜ୍ଞ ସାଙ୍ଗକୁ ଚଣ୍ଡୀପାଠ ଆରମ୍ଭ ହୋଇଥିବାବେଳେ ମନ୍ତ୍ରଧ୍ୱନିରେ ସାରା…
ଅଧିକ ଖବର ଦେଖନ୍ତୁ...

ସମଲେଇ ପ୍ରକଳ୍ପ ବାବଦରେ ଜାଣିଛନ୍ତି କି ଏସବୁ କଥା

ସମ୍ବଲପୁର: ମା ସମଲେଇଙ୍କ ପ୍ରକଳ୍ପକୁ ନେଇ ଏବେ ଉତ୍ସବମୂଖର ହୋଇପଡିଛି ପଶ୍ଚିମ ଓଡିଶା | ତେବେ ଆଜି ଆମେ ଆପଣଙ୍କୁ ଏହି ପ୍ରକଳ୍ପ ବାବଦରେ କିଛି ରୋଚକ କଥା କହିବୁ | ୪୪ ଏକରର ଭବ୍ୟ ମନ୍ଦିର ପରିସର ସମଲେଇ ପ୍ରକଳ୍ପର ପ୍ରାଥମିକ ଦିଗ ମଧ୍ୟରୁ ପ୍ରଥମଟି ହେଉଛି ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ।…
ଅଧିକ ଖବର ଦେଖନ୍ତୁ...

କିଛି ସମୟ ମଧ୍ୟରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ

ସମ୍ବଲପୁର: ଆଉ କିଛି ସମୟ ମଧ୍ୟରେ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ପୀଠର ଲୋକାର୍ପଣ କରିବେ। ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ପରିସରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ…
ଅଧିକ ଖବର ଦେଖନ୍ତୁ...

ସମଲେଶ୍ୱରୀ ମନ୍ଦିର ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ସମ୍ବଲପୁର: ରାତି ପାହିଲେ ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବ। ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ…
ଅଧିକ ଖବର ଦେଖନ୍ତୁ...

ସମଲେଇ ପୀଠର ଲୋକାର୍ପଣ ପୂର୍ବରୁ ଆରମ୍ଭ ହେଲା କଳସ ଯାତ୍ରା

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସମଲେଇ ପୀଠର ଲୋକାର୍ପଣ କରିବେ। ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି। ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...