ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର

ସମ୍ବଲପୁର: ବଢ଼ିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ବୋନସକୁ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଗଲା। ଏଥିରେ ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି। ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ କେନ୍ଦୁପତ୍ର ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ମହିଳାମାନେ ଭାରତର ବିକାଶ କାହାଣୀର ନେତୃତ୍ୱ ନେବେ: ଡକ୍ଟର ପି. କେ. ମିଶ୍ର

ସମ୍ବଲପୁର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି କେ ମିଶ୍ର ଆଜି ସମ୍ବଲପୁର ଠାରେ ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ଅଦ୍ଭୁତ ଅସ୍ଥିରତା ଏବଂ ଅନିଶ୍ଚିତତା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସମ୍ବଲପୁର: ଶାସନ ଥାନା ଅନ୍ତର୍ଗତ ବଲବସପୁର ଅଞ୍ଚଳ ହୀରାକୁଦ ଡାଇକ ନିକଟରେ ଆଜି ସକାଳୁ ଜେଣ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ଠାବ ହୋଇଛି। ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ହୀରାକୁଦ ଡାଇକ୍‌ ନିକଟରେ‌େ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ନେଇ ଲୋକେ…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ଭିମସାରରେ ୯ ଦିନର ଚିକିତ୍ସା ପରେ ଆରପାରିରେ ସ୍ଵାମୀ

ଯୁଯୁମୁରା: ଗତ ମାସ ୩୧ ତାରିଖରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଡଙ୍ଗାପାଳ ଗ୍ରାମରେ ପତ୍ନୀଙ୍କ ଆତ୍ମହତ୍ୟା, କୀଟନାଶକ ପିଇଲେ ସ୍ଵାମୀ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ସ୍ଵାମୀ ଅକ୍ଷୟ ପ୍ରଧାନ(୪୫)ଙ୍କ ଆଜି ଭୋର ୫ଟାରେ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

୮ରୁ ସମ୍ବଲପୁର ମହୋତ୍ସବ ଆରମ୍ଭ

ସମ୍ବଲପୁର: ଆସନ୍ତା ୮ ଫେବୃୟାରୀଠାରୁ ଅଇଁଠାପାଲି ବୀର୍‌ସା ମୁଣ୍ଡା ମଇଦାନ(ପିଏଚ୍‌ଡ଼ି ପଡ଼ିଆ) ସମ୍ବଲପୁର ମହୋତ୍ସବ ଆରମ୍ଭ ହେବ। ୮ ତାରିଖ ଦିନ ସକାଳେ ସମଲେଇ ମନ୍ଦିରରୁ ଆଜ୍ଞାମାଳ ବୀର୍‌ସା ମୁଣ୍ଡା ମଇଦାନକୁ ଅଣାଯିବ। ଦିନ ୧୦ ଟାରେ ଫାଟକ, ବୁଢ଼ାରଜା ଠାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଗସ୍ତ ପରେ ବିଜେଡିର ଶକ୍ତି ପ୍ରଦର୍ଶନ: ରୋହିତଙ୍କ ଅନୁପସ୍ଥିତକୁ ନେଇ ଚର୍ଚ୍ଚା

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ଦୁଇଦିନ ପରେ ଆଜି ବିଜେଡି ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି। ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଆହ୍ବାନକ୍ରମେ ଦଳୀୟ ନେତାମାନେ ଏକ ବୈଠକରେ ଏକାଠି ହୋଇଛନ୍ତି। ସମ୍ବଲପୁରମୁହାଁ ହୋଇଥିବା ରେଢ଼ାଖୋଲ ବିଧାୟକ ତଥା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଜିଲ୍ଲା ବିଜେପିରେ ବିବାଦ: ଜିଲ୍ଲା ସଭାପତିଙ୍କ ବିରୋଧରେ ଧର୍ମେନ୍ଦ୍ରଙ୍କ ଠାରେ ଫେରାଦ ହେଲେ ଜୟଙ୍କ ସମର୍ଥକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେପିରେ ବିବାଦ ଥମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। କିଛିଦିନ ଆଗରୁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରବିବାର ରାତିରେ ପୁଣି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମର୍ଥକ ତଥା ପୁରୁଣା…
ଅଧିକ ଖବର ଦେଖନ୍ତୁ...

୫୫ ନମ୍ବର ଜାତୀୟ ରାଜପଥରେ ଓଲଟିଲା ବସ୍: ୮ ଗୁରୁତର

ରେଢ଼ାଖୋଲ: ୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଆହତ…
ଅଧିକ ଖବର ଦେଖନ୍ତୁ...

ଚଷା ସମାଜର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ମହିଳା କାର୍ଡ ଖେଳିଲେ

ସମ୍ବଲପୁର: ମୋଦୀ ସରକାର ଚାଷୀମାନଙ୍କୁ ଅଗ୍ରାଧିକାର ଦେଇଆସିଛନ୍ତି। ଅନ୍ନଦାତାଙ୍କ କଲ୍ୟାଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଗ୍ୟାରେଣ୍ଟି ପ୍ରଧାନମନ୍ତ୍ରୀ ଦେଇଛନ୍ତି। ବଜେଟ୍‌ରେ କୃଷକଙ୍କ ହିତ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ରବିବାର ସମ୍ବଲପୁର ଚଷା ସମାଜର ୧୭ତମ ବାର୍ଷିକ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶାର ଜଣାଶୁଣା କବି, ଲେଖକ ଓ ଗାୟକଙ୍କୁ ଭେଟି ଖୁସି ଅନୁଭବ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର/ସମ୍ବଲପୁର: ଓଡ଼ିଶା ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପଶ୍ଚିମ ଓଡ଼ିଶାର ଜଣାଶୁଣା କବି, ଲେଖକ ଓ ଗାୟକଙ୍କ ଫଟୋ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପଶ୍ଚିମ ଓଡ଼ିଶାର କବି, ଲେଖକ ଓ ଗାୟକମାନେ ଦେଶର ସମୃଦ୍ଧିକୁ…
ଅଧିକ ଖବର ଦେଖନ୍ତୁ...