ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଚର୍ଚ୍ଚା ବଢ଼ାଇଲା ପାଣ୍ଡିଆନଙ୍କ ରଣନୀତି: ପ୍ରମୋଦ ମିଶ୍ରଙ୍କୁ ପ୍ରଶଂସା, ଧର୍ମେନ୍ଦ୍ରଙ୍କୁ ତେର୍‌ଚ୍ଛା ବାଣ

ସମ୍ବଲପୁର: ନାଁ ନ ନେଇ ମଞ୍ଚ ଉପରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲକ୍ଷ୍ୟ ରଖି କଠୋର ଭାଷାରେ ସମାଲୋଚନ କରିଛନ୍ତି ୫ଟି-ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ କିନ୍ତୁ ପ୍ରଶଂସାରେ ପୋତିଛନ୍ତି। ସମ୍ବଲପୁର ଜିଲ୍ଲାରେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ପୁଣି ଟାର୍ଗେଟ କଲେ ୫-ଟି ଅଧ୍ୟକ୍ଷ; କହିଲେ- ଓଡ଼ିଶାରେ ସବୁଠାରୁ ଖରାପ ୫୫ ନମ୍ବର ଜାତୀୟ ରାଜପଥ

ଭୁବନେଶ୍ବର/କୁଚିଣ୍ଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶନିବାର ଫାଇଭ-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଟାର୍ଗେଟ କରିଛନ୍ତି। ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିଛନ୍ତି। କୁଚିଣ୍ଡାରେ ଆୟୋଜିତ ଆମ ଓଡ଼ିଶା ନବୀନ…
ଅଧିକ ଖବର ଦେଖନ୍ତୁ...

ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଆଜି ସକାଳ ୭ଟାରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଆରଡିସି, ଜିଲ୍ଲାପାଳ ଓ ମହାନଗର ନିଗର କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମା’…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରେ ଏଥର ରେକର୍ଡସଂଖ୍ୟକ ପକ୍ଷୀ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିଛି। ଏଥର ଏହି ଜଳଭଣ୍ଡାର ଓ ସଂଲଗ୍ନ ପାୱାର ଚାନେଲ୍ ଜଳାଶୟରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୪୨ହଜାର ୩୪୫ଟି ପକ୍ଷୀ ଥିବା ଗତ ୮ ତାରିଖରେ ହୋଇଥିବା ଗଣନାରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ଉଭୟ ପକ୍ଷୀଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍ୱଲପୁରରେ ରୋଡ ରୋମିଓଙ୍କ ଦୌରାତ୍ମ୍ୟ, ଡ୍ୟୁଟିରୁ ଫେରୁଥିବାବେଳେ ଯୁବତୀଙ୍କୁ ଗୋଡ଼ାଇଲେ

ସମ୍ବଲପୁର: ରୋଡ ରୋମିଓଙ୍କ ଦୌରାତ୍ମ୍ୟ । ରାତିରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ କମେଂଟ ମାରିବା ସହ ଗୋଡାଇଥିଲେ ଦୁର୍ବୃତ । ଭୟରେ ଦୌଡି ପଡିବା ପରେ ତଳେ ପଡି ଗୁରୁତର ହୋଇଛନ୍ତି ଯୁବତୀ । ସମ୍ବଲପୁର ସହରର ବ୍ୟସ୍ତ ବହୁଳ ଛକରେ ଘଟିଛି ଏହି ଅଭାବନୀୟ ଘଟଣା ।ସୂଚନା ଅନୁସାରେ ଗତକାଲି ରାତିରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀଡୁଙ୍ଗୁରି ଟନେଲ ନିର୍ମାଣରେ ବିଳମ୍ବ: ୧୬ ବର୍ଷ ହେଲା ୪ ମାସ ବନ୍ଦ ରହୁଛି ରାଜପଥର ଗୋଟିଏ ପାର୍ଶ୍ବ

ସମ୍ବଲପୁର: ୧୬ ବର୍ଷ ହେଲା ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରୁ ଅତଡ଼ା ଖସିବା ଯୋଗୁ ଜାତୀୟ ରାଜପଥ-୫୩ରେ ଯାତାୟାତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବର୍ଷର ପାଖାପାଖି ୪ ମାସ (ଜୁନ୍‌ ଅଧାରୁ ଅକ୍ଟୋବର ଅଧା) ପର୍ଯ୍ୟନ୍ତ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ବୋରୱେଲ୍‌ରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ଛଛାନପାଲି ବାଳନିକେତନକୁ ଗଲା ବିଜୟିନୀ

ସମ୍ବଲପୁର: ଭିମ୍‌ସାର୍‌ ଝିଅ ବିଜୟିନୀ ଛଛାନପାଲିସ୍ଥିତ ବାଳନିକେତନକୁ ଯାଇଛି। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବା ପରେ ଗୁରୁବାର ଭିମ୍‌ସାର ପକ୍ଷରୁ ବିଜୟିନୀଙ୍କୁ ବୁର୍ଲା ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ପକ୍ଷରୁ ବିଜୟିନୀଙ୍କିୁ ଶିଶୁ ମଙ୍ଗଳ ସମିତି…
ଅଧିକ ଖବର ଦେଖନ୍ତୁ...

ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ

ସମ୍ବଲପୁର: ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ସମ୍ବଲପୁର ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଶିଶୁ ବିଜୟିନୀ । ବିଜୟିନୀଙ୍କୁ ପ୍ରଶାସନ ନିଜ ହେପାଜତକୁ ନେବ । ୩ ମାସ ପର୍ଯ୍ୟନ୍ତ ବିଜୟିନୀ ଛଚାନପାଲିରେ ଥିବା ବାଲ ନିକେତନରେ ରହିବ । ଏନେଇ ସୂଚନା ଦେଇଛନ୍ତି ଭୀମସାର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଅନିସ୍‌ ଉଜ୍‌ ଜମାନ୍‌ଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ

ସମ୍ବଲପୁର: ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ, ସମଗ୍ର ଅହମିୟା ଜାତି ପାଇଁ ଏକ ଆନନ୍ଦ ଓ ଗୌରବର ବିଷୟ। ଆପଣମାନେ ମୋ ମାଧ୍ୟମରେ ସମଗ୍ର ଅହମିୟା ସାହିତ୍ୟ ଓ ସଂସ୍କୃତିକୁ ଶ୍ରଦ୍ଧା ଓ ସ୍ବୀକୃତି ପ୍ରଦାନ କରିଛନ୍ତି। ଓଡ଼ିଶା ସହିତ ଆସାମର ଐତିହାସିକ ସଂପର୍କ ରହିଛି। ଲିପି ଭିନ୍ନ ହେଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସମୀକ୍ଷା: ୪ ଜିଲ୍ଲା ପ୍ରକଳ୍ପକୁ ନେଇ ତନାଘନା

ଭୁବନେଶ୍ବର: ପଶ୍ଚିମ ଓଡିଶାର ୪ ଟି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ। ଦେବଗଡ, ନୂଆପଡା, ଝାରସୁଗୁଡା, ସୁବର୍ଣ୍ଣପୁରର ବିଭିନ୍ନ ଲୋକାଭିମୂଖୀ ଭିତ୍ତିଭୂମିର ସମୀକ୍ଷା କରିବା ସହ ପ୍ରକଳ୍ପ ପାଇଁ ପରିଷଦ…
ଅଧିକ ଖବର ଦେଖନ୍ତୁ...