ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

କିଛି ସମୟ ମଧ୍ୟରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ

ସମ୍ବଲପୁର: ଆଉ କିଛି ସମୟ ମଧ୍ୟରେ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ପୀଠର ଲୋକାର୍ପଣ କରିବେ। ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ପରିସରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ…
ଅଧିକ ଖବର ଦେଖନ୍ତୁ...

ସମଲେଶ୍ୱରୀ ମନ୍ଦିର ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ସମ୍ବଲପୁର: ରାତି ପାହିଲେ ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବ। ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ…
ଅଧିକ ଖବର ଦେଖନ୍ତୁ...

ସମଲେଇ ପୀଠର ଲୋକାର୍ପଣ ପୂର୍ବରୁ ଆରମ୍ଭ ହେଲା କଳସ ଯାତ୍ରା

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସମଲେଇ ପୀଠର ଲୋକାର୍ପଣ କରିବେ। ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି। ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଗୀତିକାର, ନାଟ୍ୟକାର ବିନୋଦ ପଶାୟତ ପାଇବେ ପଦ୍ମଶ୍ରୀ ପୁରସ୍କାର

ସମ୍ବଲପୁର: ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ଦିଗରେ ବିନୋଦ ପଶାୟତଙ୍କ ଅବଦାନ ଅତୁଳନୀୟ। ସେ ଏକାଧାରରେ ଜଣେ କବି, ଗୀତିକାର ଓ ନାଟ୍ୟକାର। ଦାରିଦ୍ର୍ୟର କଷାଘାତ ଯୋଗୁ ଯଦିଓ ତାଙ୍କୁ ହାଇସ୍କୁଲ ସମୟରେ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା, ଲେଖନୀଚାଳନା କିନ୍ତୁ ବନ୍ଦ ‌ହୋଇନଥିଲା।…
ଅଧିକ ଖବର ଦେଖନ୍ତୁ...

ଐତିହାସିକ ରୂପାନ୍ତରର ଶ୍ରେଷ୍ଠ ପ୍ରତୀକ: ପ୍ରକଳ୍ପ ପାଇଁ ପ୍ରବଳ ଉତ୍ସାହ, ୨୭ରେ ପ୍ରତୀକ୍ଷାର ଅନ୍ତ

ଜଗଜ୍ଜନନୀ ଶ୍ରଦ୍ଧା ସ୍ୱରୂପିଣୀ ପରମ ଆରାଧ୍ୟା ମା’ ସମଲେଶ୍ୱରୀ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଦେବୀ ଆରାଧନାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାର କେନ୍ଦ୍ରବିନ୍ଦୁ। ସମ୍ବଲପୁରସ୍ଥିତ ମାତା ସମଲେଶ୍ୱରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତର ସେହି ଚେତନାର ଏକ ପ୍ରତିଫଳନ। ପଶ୍ଚିମ ଓଡ଼ିଶାବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

୩ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଆସନ୍ତା ଫେବ୍ରୁଆରି ୩ ତାରିଖ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଦିନ ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ନୂଆ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରିବେ। ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଇଆଇଏମ୍‌ର ଛାତ୍ରଛାତ୍ରୀଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୩ରେ ସମ୍ବଲପୁର ଆସିବେ ମୋଦୀ, ଆଇଆଇଏମ୍‌ର ନୂଆ ପରିସର କରିବେ ଉଦ୍‌ଘାଟନ

ଭୁ‌ବନେଶ୍ବର/ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ର୍ରୁଆରି ୩ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଗସ୍ତରେ ଆସି ସେ ସମ୍ବଲପୁରସ୍ଥିତ ଆଇଆଇଏମ ଦ୍ବାରା ଆୟୋଜିତ ସମାରୋହରେ ଯୋଗଦେବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ସମଲେଇ ପ୍ରକଳ୍ପର ଲୋକାର୍ପଣ: ୨୭ରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।  ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୭ ତାରିଖକୁ…
ଅଧିକ ଖବର ଦେଖନ୍ତୁ...

ପୋତି ହେଉଛି ବାଙ୍କସାଲ ଡ୍ୟାମ: ୪୩ ବର୍ଷ ତଳେ ନିର୍ମିତ ହୋଇଥିଲା, ଜଳଧାରଣ କ୍ଷମତା ହ୍ରାସ ପାଉଛି

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଗୁଣ୍ଡୁରୁଚୁଆଁ ନିକଟସ୍ଥ ସୁଦବଲଣ୍ଡା ଗାଁ ନିକଟ ବାଙ୍କସାଲ ଡ୍ୟାମ୍ ଧୀରେଧୀରେ ପୋତି ହେବାକୁ ବସିଲାଣି। ୧୯୮୧ ମସିହାରେ ଗୁଣ୍ଡୁରୁଚୁଆଁ ଅଞ୍ଚଳରେ ଜଳସେଚନ ଲକ୍ଷ୍ୟନେଇ ବାଙ୍କସାଲ ଡ୍ୟାମ୍ ନିର୍ମିତ ହୋଇଥିଲା। ଲକ୍ଷ୍ୟଥିଲା ଖରିଫ ଋତୁରେ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଆରତି: ଆଧ୍ୟାତ୍ମିକ ଅନୁଭବ ଦେବ

ପ୍ରକୃତି, ସଂସ୍କୃତି ଓ ପ୍ରଗତି-ଏହି ତିନୋଟି ଉପାଦାନର ସମନ୍ୱୟ ହେଉଛନ୍ତି ମା’ ସମଲେଶ୍ୱରୀଙ୍କ ଆରାଧନାର ମୂଳଭିତ୍ତି। କିଂବଦନ୍ତିର ଅମର ଅକ୍ଷରରେ ଲିପିବଦ୍ଧ ମହାନଦୀ କୂଳେ ସମ୍ଭୂତା ମାତା ସମଲେଶ୍ୱରୀଙ୍କ ସମ୍ବଲପୁରସ୍ଥିତ ମନ୍ଦିର ନିକଟରେ ନିର୍ମିତ ହୋଇଛି ମହାନଦୀ ଆରତି ଘାଟ। ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...