ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

‘ସମ୍ବାଦ’ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ସମାରୋହ: ‘ଦେଶ ପାଇଁ ତ୍ୟାଗ କରିବା ଶିଖ’

ସମ୍ବଲପୁର: ଦେଶ ଓ ମାଟି ପାଇଁ କେତେ ତ୍ୟାଗ କରାଯାଇପାରେ ତାହା ଦୁଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଠାରୁ ଶିଖିବ‌ାର ଅଛି। ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ପାଥେୟକରି ଦେଶ ଓ ମା ମାଟି ପାଇଁ କିଛି କରିବାକୁ ‘ସମ୍ବାଦ’ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ମା’ ସମଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଲା ଅଜବ ଚିଠି

ସମ୍ବଲପୁର: ଦାନହୁଣ୍ଡିରେ ପ୍ରେମ ପତ୍ର। କିଏ ସରକାରୀ ଚାକିରି ପାଇଁ ଗୁହାରି କରି ମା’ଙ୍କୁ ଚିଠି ଲେଖିଛି ତ, ପୁଣି କିଏ ପରୀକ୍ଷାରେ ପାସ୍ କରିବା ପାଇଁ ମା’ଙ୍କୁ ଗୁହାରି କରିଛି। ଗତକାଲି ସମ୍ବଲପୁର ମା’ ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ହୋଇଛି। ସେହି ହୁଣ୍ଡିରୁ ଏଭଳି କିଛି…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବଲପୁର‌ରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ  ଜୟନ୍ତୀ

ସମ୍ବଲପୁର: ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ  ଜୟନ୍ତୀ ଉତ୍ସବ ସମ୍ବଲପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଇଥିଲା, ଯେଉଁଥିରେ ଶହ ଶହ…
ଅଧିକ ଖବର ଦେଖନ୍ତୁ...

ଶୁଣିଲାନି ପ୍ରଶାସନ, ନଅ ଗାଁର ବାସିନ୍ଦା ନିଜେ ତିଆରି କଲେ କାଠପୋଲ

ନାକଟିଦେଉଳ: ଟିକିରା ନଦୀ ଉପରେ ପୋଲ ନିର୍ମାଣ ପାଇଁ ନଅ ଖଣ୍ଡ ଗ୍ରାମର ଜନସାଧାରଣ ଦୀର୍ଘ ଦିନ ହେଲା ସରକାର, ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କଠାରେ ଦାବି କରି ଆସୁଥିଲେ। ମାତ୍ର କେହି ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ। ବାଧ୍ୟ ହୋଇ ଗ୍ରାମବାସୀ ମିଳିମିଶି ଶ୍ରମଦାନ କରି ଟିକିରା ନଦୀ ଉପରେ ଏକ…
ଅଧିକ ଖବର ଦେଖନ୍ତୁ...

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଅବହେଳିତ

ସମ୍ବଲପୁର: ମହାନ୍ ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡା ଏବେ ବି ଅବହେଳିତ ଅବସ୍ଥା‌ରେ ରହିଛି। ଦୀର୍ଘ ୩୭ ବର୍ଷକାଳ ବନ୍ଦୀ ଜୀବନ ବିତାଇଥିବା ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗାଁକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଯୋଜନାରେ ନାଗରିକଙ୍କୁ ଋଣ ପ୍ରଦାନ କରାଯାଇ ସଶକ୍ତ ଓ ସ୍ୱାବଲମ୍ବୀ କରାଯାଉଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର/ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ସମ୍ବଲପୁର ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ଋଣ ସମ୍ପ୍ରସାରଣ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ‌କେନ୍ଦ୍ରମନ୍ତ୍ରୀ ୭୦,୭୬୯ ଜଣ ଗ୍ରାହକଙ୍କୁ ୨୨୮୯ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏମଏସଏମଇ,…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଜିଲ୍ଲା ରିପୋର୍ଟ: ୬୪.୧% ଛାତ୍ରଛାତ୍ରୀ ହରଣ ଜାଣିନାହାନ୍ତି

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ୧୪ରୁ ୧୮ ବର୍ଷ ବୟସର ୭୮.୧% ଯୁବକ ଯୁବତୀ ଯେକୌଣସି ଶିକ୍ଷାନୁଷ୍ଠାନରେ ପଞ୍ଜିକୃତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୯.୨% ଯୁବକ ଯୁବତୀ ସରକାରୀ ସଂସ୍ଥାରେ ନାମ ଲେଖାଇଛନ୍ତି। ୨୧.୯% ଯୁବକ ଯୁବତୀ କୌଣସି ସଂସ୍ଥାନରେ ନାମ ଲେଖାଇ ନାହାନ୍ତି। ୧୪ରୁ ୧୬ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରୁ ବାହାରିଲା ପୁଅ, ଏପଟେ ପୁଲିସିଆ ବାପା ନିଲମ୍ବିତ

ସମ୍ବଲପୁର: ପୁଅ ଜେଲ୍‌ରୁ ବାହାରିବାର ୩ ଦିନ ପରେ ପୁଲିସିଆ ବାପା ନିଲମ୍ବିତ ହେବା ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କୁଚିଣ୍ଡା କୋର୍ଟ ହାବିଲଦାର ସୁନୀଲ କରଙ୍କୁ ସମ୍ବଲପୁର ଏସ୍‌ପି ଚାକିରିରୁ ନିଲମ୍ବନ କରିଛନ୍ତି। ସୁନୀଲଙ୍କୁ କେଉଁ କାରଣରୁ ନିଲମ୍ବନ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶାର ୩ ସ୍ଥାନରେ ବନ୍ଦ ପାଳନ: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ତେଜିଲା

ବରଗଡ଼/ଦେବଗଡ଼: ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଦ୍ମପୁର ଉପଖଣ୍ଡ, ବିଜେପୁର ବ୍ଲକ୍‌ ଓ ଦେବଗଡ଼ ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ରହିଥିଲା। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର ଉପରୋକ୍ତ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ବନ୍ଧକୁ ୬୭ ପୂରିଲା, ତଥାପି ସରିନି ବିସ୍ଥାପିତଙ୍କ ସଂଗ୍ରାମ

ସମ୍ବଲପୁର: ହୀରାକୁଦ ବନ୍ଧ ନିର୍ମାଣକୁ ୬୭ ବର୍ଷ ପୂରଛି। ତଥାପି, ସରିନି ବିସ୍ଥାପିତଙ୍କ ସଂଗ୍ରାମ। ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ନିୟମିତ ବ୍ୟବଧାନରେ ହୀରାକୁଦ ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ଓ ଉତ୍ତରାଂଚଳ ଆର୍‌ଡିସିଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ବି କରୁଛି। ବିଭିନ୍ନ ସମସ୍ୟା ଦେଇ ଗତି…
ଅଧିକ ଖବର ଦେଖନ୍ତୁ...