ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ସରସ ରସ: ବହି ଓ ବିଲଡର୍

ବାହାଘର ପ୍ରସ୍ତାବ ଚୂଡ଼ାନ୍ତ ହୋଇଯିବାପରେ ଟିକନ ଅପା ତତ୍ପର ହୋଇ ଯେଉଁ ପ୍ରଥମ ପ୍ରସ୍ତୁତି ଆରମ୍ଭ କଲା, ତାହା ହେଉଛି ତା’ର ବହିବାକ୍ସ ସଜାଡ଼ିବା। ସାଥିରେ ବହି ବାକ୍ସଟିଏ ନନେଲେ ଶାଶୂଘର ଲୋକେ ଛିଗୁଲେଇବେ। ଖରାବେଳେ ଗାଁ ଦାଣ୍ଡକୁ ଆସେ ବହି ବିକାଳି। ସାଇକେଲର ଉଭୟପଟେ ଝୁଲୁଥିବ ବହି…
ଅଧିକ ଖବର ଦେଖନ୍ତୁ...

ଜୀବନର ଅର୍ଥ

ଜଣେ ଯୁବକ ଜୀବନକୁ ନିରର୍ଥକ ମନେ କରି ଆତ୍ମହତ୍ୟା କରିବାକୁ ବାହାରିଲା। ସେ ଏକ ପାହାଡ଼ ଉପରକୁ ଚଢ଼ି ଯାଇ ସମୁଦ୍ର ଭିତରକୁ ଡିଆଁ ମାରିଲା। ପାଣିରେ ପଡ଼ି ଦୁଇ ଚାରି ଥର ଉବୁଟୁବୁ ହୋଇଛି କି ନାହିଁ, ତାକୁ କିଛି ଲୋକଙ୍କ ହାତ ଉଦ୍ଧାର କଲା। ଆତ୍ମହତ୍ୟା କରିବାକୁ ଚାହୁଁଥିବା ଯୁବକ ମୃତ୍ୟୁର…
ଅଧିକ ଖବର ଦେଖନ୍ତୁ...

ବିକଶିତ ଭାରତ

ପୃଥିବୀର ବୃହତ୍ତମ ଗଣତନ୍ତ୍ର ଭାରତ ବିଭିନ୍ନ କାରଣରୁ ସେମାନଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପ ରୂପେ ଆବିର୍ଭୂତ ହୋଇଛି। ଭାରତରେ ପରିଦୃଷ୍ଟ ରାଜନୈତିକ ସ୍ଥିରତା, ଆଇନର ଶାସନ ସହିତ ମିଶି ରହିଛି ଏକ ବିଶାଳ ଶିକ୍ଷିତ ଯୁବ ଶ୍ରମଶକ୍ତି, ନୂତନ ଡିଜିଟାଲ୍ ଟେକ୍‌ନୋଲୋଜି କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଭ୍ରାମ୍ୟମାଣ ତାଜାପଣ

‘ସେ ପିଉଛି କି?’ ବୋଲି ଯଦି କେହି ପଚାରିବା ଆପଣ ଶୁଣିଲେ ତ’ ଜାଣି ଯାଆନ୍ତୁ ଯେ ସେ ମଦ ପିଏ କି ନା; ତାହା ଜାଣିବାର ମହାନ ଉଦ୍ଦେଶ୍ୟରେ ହିଁ ଏଇ ପ୍ରଶ୍ନଟି ପଚରାଯାଇଥାଏ। ସତ କଥା, ଏବେ ପିଇବାର ଅର୍ଥ ହେଲୋ ‘ମଦ’ ପିଇବା! କିନ୍ତୁ ମଉଜିଆ ସତ୍ୟେନ୍ଦୁ ବର୍ଷର ବିଭିନ୍ନ ସମୟରେ ବେଳେ ବେଳେ…
ଅଧିକ ଖବର ଦେଖନ୍ତୁ...

ନସିରୁଦ୍ଦିନ ଓ ଫଜଲୁ

ମୁଲ୍ଲା ନସିରୁଦ୍ଦିନ ଥରେ ତାଙ୍କ ଘର ବାରଣ୍ଡାରେ ବସି ଢୁଳାଉଥିବା ବେଳେ ଛୋଟ ଛୁଆର କାନ୍ଦରେ ତାଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଯେ ପଡ଼ୋଶୀ ଫଜଲୁ ତା’ର ଛୋଟ ପୁଅକୁ ପିଟି ଚାଲିଛି! ମୁଲ୍ଲା ହାଁ ହାଁ କରି ଫଜଲୁକୁ ଅଟକାଇଲେ। ପିଲାଟି ଦୌଡ଼ି ପଳାଇଗଲା। ଫଜଲୁ କହିଲା- ଏ କ’ଣ କଲ?…
ଅଧିକ ଖବର ଦେଖନ୍ତୁ...

ଜଙ୍ଘିଆ ବିଷାକ୍ତକାରୀ

ଭୈରବଙ୍କ ପାଇଁ ଗୋଦର ଯେଉଁ ଗୋଡ଼ରେ ହେଲେବି କିଛି ଫରକ ନ ଥିବା ଭଳି ନାଭାଲ୍‌ନିଙ୍କ ପାଇଁ ମୃତ୍ୟୁ ଯେଉଁ କାରଣରୁ ହେଲେବି କିଛି ଫରକ ନ ଥିଲା। ମୃତ୍ୟୁ ପୂର୍ବରୁ ନାଭାଲ୍‌ନି କିନ୍ତୁ ପୁଟିନ୍‌ଙ୍କ ପ୍ରତି ଯେଉଁ ବ୍ୟଙ୍ଗ ବାଣ ନିକ୍ଷେପ କରି ଯାଇଛନ୍ତି, ତାହା ପୁଟିନ୍‌ଙ୍କୁ ଶେଷ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ପଣ୍ଡାମୁକ୍ତ ଦେବାଳୟ

ମୁଁ ସଂପୂର୍ଣ୍ଣ ଅବଗତ ଯେ ଉପରୋକ୍ତ ଶିରୋନାମାଟି ପଢ଼ି କତିପୟ ବ୍ୟକ୍ତିଙ୍କ ରକ୍ତଚାପ ଊର୍ଦ୍ଧ୍ବ ଗତିପ୍ରାପ୍ତ ହେବ। ଅନ୍ୟ କେତେ ଜଣ ରକ୍ତ ଚାଉଳ ଚୋବାଇ ଲେଖକଙ୍କ ସପ୍ତ ପୁରୁଷ ଉଦ୍ଧାର କରିବେ। କିନ୍ତୁ ଭାରତର ବାକ୍‌-ସ୍ୱାଧୀନତାର ଦ୍ୱାହି ଦେଇ ମୁଁ ନିବେଦନ କରିବି ଯେ ସେମାନେ ସାମୟିକ…
ଅଧିକ ଖବର ଦେଖନ୍ତୁ...

ଜୀବନ ବିଦ୍ୟାଳୟ

ବିଶ୍ବବିଦ୍ୟାଳୟର ଶିକ୍ଷା ଭବିଷ୍ୟତ୍‌ରେ କାହାର କିଭଳି କାମରେ ଆସେ, ତାହା ତ ଅଲଗା କଥା; ବିଶ୍ବବିଦ୍ୟାଳୟରୁ ବାହାରି ଆ‌ସିବା ପରେ ଜୀବନ ସଂଘର୍ଷରେ ବ୍ୟାପୃତ ହେବା ସହିତ ଯେଉଁ ଜୀବନ ଶିକ୍ଷାମାନ ମିଳିଥାଏ, ତାହା‌ ବିଦ୍ୟାଳୟ ବା ବିଶ୍ବବିଦ୍ୟାଳୟ ସ୍ତରରେ ମିଳି ନ ଥାଏ। ଏ କଥାଟି କହି ୟୁଜିକେ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷାର ପରୀକ୍ଷା

ଆଶା କରାଯାଏ ଯେ ଏହି ନୂତନ ଆଇନ ଆମର ସାଧାରଣ ପରୀକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା, ନ୍ୟାୟୋଚିତତା ଓ ବିଶ୍ବସନୀୟତାର ପୁନଃସ୍ଥାପନ କରିବାରେ ସହାୟକ ହୋଇ ଆମ ଯୁବଶକ୍ତିକୁ ପୃଥିବୀର ସର୍ବଶ୍ରେଷ୍ଠ ଶୃଙ୍ଖଳିତ ମାନବ ସମ୍ବଳରେ ପରିଣତ କରିବ। ଅନ୍ୟ ଭାଷାରେ କହିଲେ, ଏହି ଆଇନ ଆମ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟ ଚେତନା: ଭାଷା ଉଦ୍ଧାର

୩୦୨୪ ମସିହା। ଭାରତର ପୂର୍ବ ଉପକୂଳର ଗୋଟିଏ ସ୍ଥାନରେ ରାସ୍ତା ତିଆରି ପାଇଁ ଭୂମି ଖନନ ବେଳେ ଆବିଷ୍କୃତ ହୋଇଥିଲା କେତେଗୁଡ଼ିଏ ବୃହତ ଆୟତାକାର ପ୍ରସ୍ତର ଖଣ୍ଡ। ଏହି ନୂତନ ଆବିଷ୍କାରଗୁଡ଼ିକ ଯେ ଏକ ଅବଲୁପ୍ତ ନଗରୀର ଅଂଶବିଶେଷ ଏ ବିଷୟରେ ବିଶେଷଜ୍ଞମାନେ ନିଶ୍ଚିତ ଥିଲେ। ହେଲେ, ଯାହା ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...