ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ବିଧାନସଭା କାହାର ଓ କାହିଁକି?

ବିଧାନସଭା କାହା ପାଇଁ ଓ କାହିଁକି? ରାଜ୍ୟର ସାଧାରଣ ଜନତାଙ୍କ ସମସ୍ୟା ଉପରେ ଆଲୋଚନା କରି ସେଗୁଡ଼ିକର ସମାଧାନ ଲାଗି ବାଟ ଖୋଜିବା ସକାଶେ ଶ୍ରେଷ୍ଠ ମଞ୍ଚ? ନା ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳଙ୍କ ମଧ୍ୟରେ ସଲାକୁସ୍ତିର ଆଖଡ଼ା? ରାଜ୍ୟ ବିଧାନସଭା ଶୀତ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଲସାଗୁ

ମମତା ବାନାର୍ଜୀ, ସାଇରସ୍‌ ମିସ୍ତ୍ରି, ରାହୁଲ ଗାନ୍ଧୀ- ଏମାନଙ୍କର ଲସାଗୁ କ’ଣ ବୋଲି ଯଦି ପଚରାଯାଏ, ତାହେଲେ ସଠିକ୍‌ ଉତ୍ତର ହେବ- ‘ଟାଟା ନାନୋ’ କାର୍‌। ପୃଥିବୀର ସବୁଠାରୁ ଶସ୍ତା ଛୋଟ କାର୍‌ ରୂପେ ଖ୍ୟାତି ଲାଭ କରିଥିବା ଟାଟା କମ୍ପାନିର ଏହି କୁନି କାର୍‌ଟି ବିଭିନ୍ନ ସମୟରେ ଏ ତିନି…
ଅଧିକ ଖବର ଦେଖନ୍ତୁ...

ମୂଳା ଚିହ୍ନ!

ଏହା ବର୍ତ୍ତମାନ ବେଶ୍‌ ଜଣାଶୁଣା ଯେ ଭାରତୀୟ ବ୍ୟାଙ୍କ୍‌ମାନେ ଏକ ଗୁରୁତର ‘ଖରାପ ଋଣ’ ସମସ୍ୟାର ସମ୍ମୁଖୀନ। ସାଧାରଣ ଭାବରେ କହିଲେ ଯେଉଁ ଋଣ ଉପରେ ଠିକଣା ସମୟରେ ସୁଧ ଆଦାୟ ହୋଇ ପାରୁ ନଥାଏ, ତାହା ହେଉଛି ଏକ ଖରାପ ଋଣ। ଋଣ ଖରାପ ହୋଇଯିବା ଅର୍ଥ ବ୍ୟାଙ୍କ୍‌ ପାଇଁ ଆୟର ସ୍ରୋତ ଶୁଖି ଯିବା।…
ଅଧିକ ଖବର ଦେଖନ୍ତୁ...

ସତ୍ୟ ଅସତ୍ୟ

ପୃଥିବୀ ପୃଷ୍ଠରେ ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏ ବାସ୍ତବ ସତ୍ୟକୁ ବଙ୍କାଇ ଦେଇ ଏକ କଳ୍ପିତ ସତ୍ୟ ସୃଷ୍ଟି କରିପାରେ। ସାମାଜିକ ପରମ୍ପରାରୁ ଆରମ୍ଭ କରି ଧର୍ମ ପର୍ଯ୍ୟନ୍ତ, ନୈତିକ ମୂଲ୍ୟବୋଧରୁ ଆରମ୍ଭ କରି ଦେଶଭକ୍ତିି ପର୍ଯ୍ୟନ୍ତ କୌଣସି ନା କୌଣସି କଳ୍ପିତ ସତ୍ୟ ଉପରେ ପ୍ରତିଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଇତିଶ୍ରୀ ମାମଲାର ଇତି-ବାର୍ତ୍ତା

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନ୍ୟାୟ ହୋଇପାରିଲା ନାହିଁ। ଅକ୍ଟୋବର ୨୭, ୨୦୧୩ ରାତିରେ କିଏ ବା କେଉଁମାନେ ଇତିଶ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା କରିଥିଲେ? ଦୀର୍ଘ ଦୁଇ ବର୍ଷ ତିନି ମାସ ଧରି ଅନୁସନ୍ଧାନ ପରେ ସୁଦ୍ଧା ଦେଶର ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଆନ୍ନାଙ୍କ ଆନ୍ଦୋଳନ-୨.୦

ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆନ୍ନା ହଜାରେ ୨୦୧୧ର ଐତିହାସିକ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନକୁ ଯେଉଁଠି ଛାଡ଼ିଥିଲେ, ଛଅ ବର୍ଷ ପରେ ସେଇଠୁ ଆନ୍ଦୋଳନକୁ ସେ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ନୂଆଦିଲ୍ଲୀର ଯନ୍ତରମନ୍ତରରେ ଛାଡ଼ିଥିବା ଆନ୍ଦୋଳନର ଖିଅକୁ ଆନ୍ନା ଫେବ୍ରୁଆରିରେ ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ପାଇଁ ସୁଯୋଗ, ଆହ୍ଵାନ

ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ସର୍ବୋଚ୍ଚ ସାଂଗଠନିକ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏହା ସହ ଗୋଟିଏ ପକ୍ଷରେ ସବୁଠାରୁ ଲମ୍ବା ସମୟ ଧରି ଦଳର ମଙ୍ଗ ଧରି ଆସିଥିବା ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଅବ୍ୟାହତି ଏବଂ ଅନ୍ୟ ପକ୍ଷରେ କଂଗ୍ରେସ ମୁଖ୍ୟ ଭାବେ…
ଅଧିକ ଖବର ଦେଖନ୍ତୁ...

ଲାଭ କ୍ଷତି

ଜିଏସ୍‌ଟି (ଦ୍ରବ୍ୟ ଓ ସେବାକର) ସପକ୍ଷରେ କରାଯାଉଥିବା ଏକ ମୁଖ୍ୟ ଯୁକ୍ତି ହେଉଛି ଏହା କାର୍ଯ୍ୟକାରୀ ହେବା ପରେ ଆଗରୁ ଯେମିତି କେତେକ କ୍ଷେତ୍ରରେ ଦ୍ରବ୍ୟ ବା ସେବାର ମୂଲ୍ୟରେ ପୂର୍ବରୁ ଅନ୍ତର୍ଭୁକ୍ତ ଟିକସ ଉପରେ ମଧ୍ୟ ପୁଣିଥରେ ଟିକସ ଲାଗୁ କରି ଦିଆଯାଉଥିଲା (କ୍ୟାସ୍‌କେଡିଙ୍ଗ୍‌), ସେମିତି…
ଅଧିକ ଖବର ଦେଖନ୍ତୁ...

ମୋଦୀ ପାସ୍‌, ମୁଡି ଫେଲ୍‌

‘ମୁଡିଜ୍‌’ ତା’ର ରାଷ୍ଟ୍ରୀୟ ମାନ୍ୟତା (ସୋଭରେନ୍‌ ରେଟିଙ୍ଗ୍‌) ତାଲିକାରେ ଭାରତକୁ ଗୋଟିଏ ପାହାଚ ଉଠାଇଥିବା ଖବର ବର୍ତ୍ତମାନ ଗାଁ ଗହଳରେ ମଧ୍ୟ ପହଞ୍ଚି ଗଲାଣି। କାରଣ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ଏହାକୁ ତାଙ୍କ ପାଇଁ ଏକ ବିଶେଷ ପ୍ରଶଂସାପତ୍ର ରୂପେ ପ୍ରଦର୍ଶିତ କରି ଏହାର ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ନିଷ୍ଫଳ ଆଶୀର୍ବାଦ?

ଅକ୍‌ଟୋବର ୨୦୧୭ରେ ପୃଥିବୀର ମୋଟ ଲୋକ ସଂଖ୍ୟା ଥିଲା ୭୬୦ କୋଟି ବୋଲି ଆକଳନ ପ୍ରକାଶ ପାଇଛି। ସେଇ ମାସରେ ପ୍ରସିଦ୍ଧ ଆନ୍ତର୍ଜାତିକ ବିତ୍ତୀୟ ପତ୍ରିକା ଫୋର୍ବସ ଦ୍ୱାରା ପ୍ରସ୍ତତ ଓ ପ୍ରକାଶିତ ତାଲିକା ଅନୁସାରେ ସାରା ପୃଥିବୀରେ ସର୍ବାଧିକ ଧନୀ ରୂପେ ବିବେଚିତ ଏକ ବିଲିଅନ୍‌ ଡଲାରରୁ ଅଧିକ…
ଅଧିକ ଖବର ଦେଖନ୍ତୁ...