ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଖାକିରେ କୁନ୍ଦୁଲି ଦାଗ

ଗୋଟିଏ ବିଶେଷଜ୍ଞ ତଦନ୍ତକାରୀ ସଂସ୍ଥା- କ୍ରାଇମ୍‌ ବ୍ରାଞ୍ଚ୍‌ ସମେତ ଓଡ଼ିଶା ପୁଲିସ୍‌ର ତିନି ତିନିଟି ଶାଖା କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ କଲେ। ପାଖାପାଖି ମାସେ କାଳ ଧରି ତନାଘନା ପରେ ସୁଦ୍ଧା ସତ କ’ଣ, ତାହା ତଥାପି ଅନ୍ଧାରରେ। ଗୋଟିଏ ପକ୍ଷରେ ପୀଡ଼ିତାଙ୍କ ଅଭିଯୋଗ ଯେ ସେ…
ଅଧିକ ଖବର ଦେଖନ୍ତୁ...

ଦେଶ ଛାଡ଼!

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଭୟ ପାଟନା ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ସିନିଅର ଆଡ୍‌ଭୋକେଟ୍‌ ମାନ୍ୟତା ଲାଭ କରିଥିବା ଜଣେ ବିଜ୍ଞ ଓକିଲ ରୂପେ ସୁପରିଚିତ। ରହସ୍ୟରେ କୁହାଯାଇଥାଏ ଓକିଲମାନେ କଳାକୁ ଧଳା କରିବାରେ ସିଦ୍ଧହସ୍ତ। ଆଠ ତାରିଖ ଦିନ ବିମୁଦ୍ରୀକରଣର ବର୍ଷ ପୂରଣକୁ…
ଅଧିକ ଖବର ଦେଖନ୍ତୁ...

ନୋଟ୍‌ ନାଟ

ଚାହୁଁ ଚାହୁଁ ଗୋଟିଏ ବର୍ଷ ଅତିବାହିତ ହୋଇଯାଇଛି। ଆଜିକୁ ଠିକ୍‌ ବର୍ଷକ ତଳେ ସମସ୍ତ ଦେଶବାସୀଙ୍କୁ ଚମକାଇ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପ୍ରଚଳନରେ ଥିବା ମୋଟ ନଗଦ ମୁଦ୍ରା ପରିମାଣର ୮୬%କୁ ଅଚଳ କରିଦେଲେ। ଏଥିରୁ ଆଉ ଯାହା ଫଳାଫଳ ମିଳିଥାଉ ବା ନଥାଉ, ସ୍କୁଲ ବା କଲେଜ୍‌ରେ…
ଅଧିକ ଖବର ଦେଖନ୍ତୁ...

ଇସାରା ମାତ୍ର

୨୦୧୬ ଅଲିମ୍ପିକ୍‌ସରେ ଭାରତର ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମାଲିକ୍‌ଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କଲେ ମଧ୍ୟ ନିଅଣ୍ଟ- ଏଥିରେ କେହି ଦ୍ୱିମତ ହେବେ ନାହିଁ। ସିନ୍ଧୁ ଏହି ଅଲିମ୍ପିକ୍‌ସରେ ଏକ ରୌପ୍ୟ ପଦକ ଲାଭ କରିଥିଲେ ଏବଂ ସାକ୍ଷୀ ଏକ…
ଅଧିକ ଖବର ଦେଖନ୍ତୁ...

କହି ଦେଉଥାଇ ପରକୁ…

ରାଜନୈତିକ ଦଳମାନଙ୍କ ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରସଙ୍ଗରେ ବ୍ୟାପକ ବିତର୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଜଣାଇଛନ୍ତି। ସପ୍ତାହକ ତଳେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ‘ଦିଓ୍ଵାଲି ମିଲନ୍‌’ ଅବସରରେ ମୋଦୀ ପ୍ରସ୍ତାବ ଦେଇଛନ୍ତି ଯେ, ଦଳମାନଙ୍କ ନୀତି, ଆଦର୍ଶ,…
ଅଧିକ ଖବର ଦେଖନ୍ତୁ...

ଅବିଶ୍ୱାସର ନିଆଁ

ଚକଡ଼ା ଓ ମାଟିଆଗୁଣ୍ଡି ପୋକର ସଂକ୍ରମଣରେ ଉଜୁଡ଼ି ଯାଇଥିବା ଫସଲରେ ହତାଶ ଚାଷୀମାନେ ନିଆଁ ଲଗାଇ ପୋଡ଼ି ଦେଉଛନ୍ତି। ବରଗଡ଼ର କଳାପାଣି ଚାଷୀ ବୃନ୍ଦାବନ ସାହୁ ପ୍ରଥମେ ଚକଡ଼ା ଆକ୍ରାନ୍ତ ଧାନକ୍ଷେତରେ ନିଆଁ ଲଗାଇବା ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାର ଚାଷୀମାନେ ମଧ୍ୟ ଅସନ୍ତୋଷ, ହତାଶା ଓ…
ଅଧିକ ଖବର ଦେଖନ୍ତୁ...

ଅପରାଧମୁକ୍ତ ରାଜନୀତି

ଭାରତୀୟ ରାଜନୀତିକୁ ଅପରାଧର କରାଳ ଛାଇରୁ ମୁକୁଳାଇବା ଦିଗରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଆଉ ଏକ ବଳିଷ୍ଠ ନ୍ୟାୟିକ ପଦକ୍ଷେପ ନେଇଛନ୍ତି। ସାଂସଦ ଓ ବିଧାୟକମାନେ ଅଭିଯୁକ୍ତ ଥିବା ଆପରାଧିକ ମାମଲାଗୁଡ଼ିକର ବିଚାର ସକାଶେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ଲାଗି ସରକାରଙ୍କୁ ସର୍ବୋଚ୍ଚ ଅଦାଲତ…
ଅଧିକ ଖବର ଦେଖନ୍ତୁ...

କୁକୁର କୌଶଳ

ଆମେରିକାର ଅନ୍ୟତମ ସଫଳ ରାଷ୍ଟ୍ରପତି ରୂପେ ବିବେଚିତ ରୋନାଲ୍‌ଡ ରେଗାନ୍‌ଙ୍କର ଘନିଷ୍ଠତମ ବନ୍ଧୁମାନଙ୍କ ମଧ୍ୟରେ ଥିଲା ‘ଲକି’ ନାମକ ଏକ ବେଲ୍‌ଜିଆନ୍‌ ସିପ୍‌ଡଗ୍‌ (ମେଣ୍ଢା ଜଗୁଆଳି କୁକୁର) ଯିଏ ଅଧିକାଂଶ ସମୟରେ ରାଷ୍ଟ୍ରପତିଙ୍କ ଦପ୍ତର ଓଭାଲ୍‌ ଅଫିସ୍‌ରେ ରେଗାନ୍‌ କାର୍ଯ୍ୟରତ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସୁନା ପଞ୍ଜୁରି

ସି ଜିନ୍‌ପିଙ୍ଗ୍‌ ଚୀନ୍‌ର ଏକାଙ୍ଗ ଚକ୍ରବର୍ତ୍ତୀ ରୂପେ ଅଭିଷିକ୍ତ ହେବା ପରେ ସେ ଚୀନ୍‌ ପାଇଁ ଦେଖିଥିବା ସ୍ୱପ୍ନକୁ ଏଥର ସାକାର କରିବା ପାଇଁ କୌଣସି ଉଦ୍ୟମ ବାକି ରଖିବେ ନାହିଁ ବୋଲି ଅନୁମାନ କରାଯାଇପାରେ। ‘ଚୀନାସ୍ୱପ୍ନ’ ରୂପେ ଅଭିହିତ ତାଙ୍କର ଏହି ସ୍ୱପ୍ନର ଅନେକ ଦିଗ ରହିଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମାଛ ତେଲ

ଭାରତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କୁ ବୁଡ଼ି ମରିବାରୁ ଉଦ୍ଧାର କରିବା ପାଇଁ ଅକ୍‌ଟୋବର ୨୪ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶେଷରେ ସେମାନଙ୍କ ନିକଟକୁ ଏକ ୧.୩୫ ଲକ୍ଷ ଟଙ୍କିଆ ଜୀବନ ରଜ୍ଜୁ ଫିଙ୍ଗିଛନ୍ତି। ଏହାପରେ ଭବିଷ୍ୟତରେ ଏଭଳି ସଂକଟ ଯେପରି ଆଉ ଦେଖା ନ ଦିଏ, ସେଥିପାଇଁ…
ଅଧିକ ଖବର ଦେଖନ୍ତୁ...