ଜନ୍ମମାଟିରେ ପହଞ୍ଚିଲା ସନ୍ତକ:ଇରାକରୁ ଆସିଲା ୩୮ ଭାରତୀୟଙ୍କ ଦେହାବଶେଷ

ନୂଆଦିଲ୍ଲୀ: ଇରାକ୍‌ର ମୋସୁଲ୍‌ରେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ହତ୍ୟା କରିଥିବା ୩୯ ଭାରତୀୟଙ୍କ ମଧ୍ୟରୁ ୩୮ ଜଣଙ୍କ ଦେହାବଶେଷ ଆଜି ଜନ୍ମମାଟିରେ ଆସି ପହଞ୍ଚିଛି। ଅନ୍ୟ ଜଣକ ଡିଏନ୍‌ଏ ମାତ୍ର ୭୦ ପ୍ରତିଶତ ମିଶୁଥିବାରୁ ତାହାକୁ ଅଣାଯାଇନି। ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ବାଗଦାଦ୍‌ରୁ ଏହି ଦେହାବଶେଷ ସବୁ ଧରି ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭିକେ ସିଂହ ପ୍ରଥମେ ଅମୃତସରରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର