‘ନ୍ୟାସନାଲ ଲ୍ୟାଣ୍ଡ୍‌ ମନେଟାଇଜେସନ୍ କର୍ପୋରେସନ’ ଗଠନ

ନୂଆଦିଲ୍ଲୀ : ସରକାରୀ ଉଦ୍ୟୋଗଗୁଡ଼ିକର ବଳକା ଜମି ଓ କୋଠାଗୁଡ଼ିକର ଦେଖାଶୁଣା କରିବା ଲାଗି ସରକାର ନ୍ୟାସନାଲ୍‌ ଲ୍ୟାଣ୍ଡ୍‌ ମନେଟାଇଜେସନ୍ କର୍ପୋରେସନ ଗଠନ କରିଛନ୍ତି। ଏହି ନୂଆ ସଂସ୍ଥାକୁ ୫୦୦୦ କୋଟି ଟଙ୍କାର ପାଣ୍ଠି ଦିଆଯାଇଛି। ସରକାର ଉଦ୍ୟୋଗ ଓ ଏଜେନ୍ସିଗୁଡ଼ିକ ପାଖରେ ଥିବା ବଳକା ଜମିକୁ ଏହା ବିକ୍ରି କିମ୍ବା ଅନ୍ୟାନ୍ୟ ଉପାୟରେ ସେଥିରୁ ଆୟ କରିବା ଲାଗି ଉଦ୍ୟମ କରିବ।

ସମ୍ବନ୍ଧିତ ଖବର