ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

କରୋନାରେ ନିଜ ବାପାଙ୍କୁ ହରାଇଥିଲେ; ଏବେ ୧୫ ବର୍ଷ ବୟସରେ ଗ୍ରାଜୁଏଟ୍‌ ହେଲେ ତନିସ୍କା

ନୂଆଦିଲ୍ଳୀ: ତିନି ବର୍ଷ ପୂର୍ବେ କୋଭିଡ-୧୯ କାରଣରୁ ନିଜ ପିତାଙ୍କୁ ହରାଇଥିବା ଇନ୍ଦୋରର ତନିସ୍କା ସୁଜିତ ମାତ୍ର ୧୫ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ବିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏପରି ଏକ ସଫଳତା ହାସଲ କରିବାରେ ସେ ହେଉଛନ୍ତି ରାଜ୍ୟର ସର୍ବକନିଷ୍ଠ ଛାତ୍ରୀ। ଦେବୀ ଅହଲ୍ୟା…
ଅଧିକ ଖବର ଦେଖନ୍ତୁ...

ଦେଶର ସବୁଠାରୁ ଧନୀ ବିଧାୟକଙ୍କ ପାଖରେ ରହିଛି ୧୪୦୦ କୋଟି ଟଙ୍କାର ସମ୍ପତ୍ତି, ଆଉ ଗରିବ ବିଧାୟକଙ୍କ ପାଖେ ଜାଣନ୍ତୁ…

ବେଙ୍ଗାଲୁରୁ: ଦେଶର ସବୁଠାରୁ ଧନୀ ବିଧାୟକଙ୍କ ପାଖରେ ୧୪୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ବେଳେ ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ ପାଖରେ ୨୦୦୦ ଟଙ୍କା ବି ନାହିଁ। ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର)ର ରିପୋର୍ଟ ଅନୁଯାୟୀ ମେ’ ମାସରେ କର୍ଣ୍ଣାଟକ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

କେରଳରେ ଆଇଏସ୍ ମଡ୍ୟୁଲର ପର୍ଦ୍ଦାଫାସ୍ କଲା ଏନଆଇଏ, ମନ୍ଦିରଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ : ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ଏହି ତଦନ୍ତକାରୀ ସଂସ୍ଥା କେରଳ ଆଇଏସ୍ ମଡ୍ୟୁଲର ପର୍ଦ୍ଦାଫାସ କରି ସାମ୍ପ୍ରଦାୟିକ ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି ବୋଲି ଗୃହ ମନ୍ତ୍ରାଳୟର…
ଅଧିକ ଖବର ଦେଖନ୍ତୁ...

ଶରଦ ପାଓ୍ବାରଙ୍କୁ ଆଉ ଏକ ଧକ୍କା, ଅଜିତ ପାଓ୍ବାରଙ୍କ ସମର୍ଥନରେ ନାଗାଲାଣ୍ଡ ଏନସିପିର ସମସ୍ତ ୭ ବିଧାୟକ

ନୂଆଦିଲ୍ଲୀ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କୁ ଆଉ ଏକ ଧକ୍କା ଲାଗିଛି । ତେବେ ଏହି ଧକ୍କା ତାଙ୍କ ନିଜ ରାଜ୍ୟ ମହାରାଷ୍ଟ୍ରରୁ ନୁହେଁ, ବରଂ ସୁଦୂର ନାଗାଲାଣ୍ଡରୁ ଲାଗିଛି । ନାଗାଲାଣ୍ଡରେ ଥିବା ଏନସିପିର ପାର୍ଟି ୟୁନିଟ୍ ଏନସିପି ଅଧ୍ୟକ୍ଷ ଅଜିତ…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲା: ଗିରଫ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ

ଇମ୍ଫାଲ: ମଣିପୁରରେ ଗୁରୁବାର ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ଅସଦାଚରଣ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ଦେଶରେ ପ୍ରବଳ ହଇଚଇ ସୃଷ୍ଟି ହେବା ସହ ପୂରା ଦେଶକୁ ଦୋହଲାଇ ଦେଇଥିଲା। ତେବେ ଏହି ଜଘନ୍ୟ ଘଟଣାର ଦୁଇ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଆଲୋକଙ୍କ ପରି ଭାଇ ବିନୋଦ ବି ମିଛ କହି ବାହା ହୋଇଥିଲେ! ମୌର୍ଯ୍ୟ ପରିବାର ବିରୋଧରେ ବାହାରିଲେ ବଡ଼ବୋହୂ

ନୂଆଦିଲ୍ଳୀ: ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସଫେଇକର୍ମୀ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ଛାଡ଼ପତ୍ର ମାମଲା ଏବେ ଚର୍ଚ୍ଚାରେ ରହିଥିବା ବେଳେ ଆହୁରି ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଆଲୋକଙ୍କ ଭାଉଜ ଶୁଭ୍ରା ମୌର୍ଯ୍ୟ ମଧ୍ୟ ତାଙ୍କ ସ୍ବାମୀଠାରୁ ଅଲଗା ହୋଇ…
ଅଧିକ ଖବର ଦେଖନ୍ତୁ...

ସମୀର ୱାଙ୍ଖଡେଙ୍କ କ୍ରୁଜ୍‌ ଡ୍ରଗ୍‌ ଦୁର୍ନୀତି ମାମଲାରେ ମଡେଲ ମୁନମୁନଙ୍କୁ ପଚରାଉଚରା କଲା ସିବିଆଇ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ଚାଲିଥିବା ଦୁର୍ନୀତି ତଦନ୍ତ ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆରୟନଙ୍କ ସହ ଗିରଫ ହୋଇଥିବା ମଡେଲ ମୁନ୍‌ମୁନ୍‌ ଧମେଚାଙ୍କୁ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)…
ଅଧିକ ଖବର ଦେଖନ୍ତୁ...

ଅଣ-ବାସୁମତୀ ଚାଉଳ ରପ୍ତାନି ଉପରେ ରୋକ୍ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ : ଭାରତ ସରକାର ଅଣ-ବାସମତୀ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଏ ନେଇ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଳମ୍ବିତ ମୌସୁମୀ ବର୍ଷା ଯୋଗୁଁ ଖରିଫ ଫସଲ, ବିଶେଷ କରି ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଉତ୍ପାଦନ କମିବା…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଭୂସ୍ଖଳନ ନେଲା ୧୩ ଜୀବନ, ୧୦୦ରୁ ଅଧିକ ଲୋକ ଫସି ରହିଥିବାର ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ଭୂସ୍ଖଳନ ନେଲା ୧୩ଜଣଙ୍କ ଜୀବନ। ଗୁରୁବାର ପୂର୍ବାହ୍ନରେ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଭୂସ୍ଖଳନ ଘଟି ଅତି କମରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଭୂସ୍ଖଳନ ପାଇଁ ୪୮ଟି ପରିବାର ପ୍ରଭାବିତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଖୋଲୁଛି ମୁମ୍ବାଇ କୋଭିଡ୍‌ ସେଣ୍ଟର ଦୁର୍ନୀତି ପେଡ଼ି: ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀଙ୍କ ସମେତ ୨ ଗିରଫ

ମୁମ୍ବାଇ: ମୁମ୍ବାଇ କୋଭିଡ୍‌ ସେଣ୍ଟର ଦୁର୍ନୀତି ମାମଲାରେ ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକର ଏବଂ ଡାକ୍ତର କିଶୋରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରୀ। ଅଭିଯୁକ୍ତ ପାଟକର ଏବଂ ତାଙ୍କ…
ଅଧିକ ଖବର ଦେଖନ୍ତୁ...