ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଯୌନ ନିର୍ଯାତନା ମାମଲାରେ ଡବ୍ଲୁଏଫଆଇ ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଡବ୍ଲୁଏଫଆଇ (ଭାରତୀୟ କୁସ୍ତିି ମହାସଂଘ)ର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଯୌନ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଧାର୍ମିକ ଭେଦଭାବ ଆଫଗାନିସ୍ତାନ, ସିରିଆ ସ୍ତରରେ ପହଞ୍ଚିଗଲାଣି : ଆମେରିକା

ଓ୍ବାସିଂଟନ : ଆମେରିକା ପୁଣି ଥରେ ଭାରତରେ ଧାର୍ମିକ ଭେଦଭାବ ପ୍ରସଙ୍ଗ ଉଠାଇ ଭାରତକୁ ଧମକାଇବାକୁ ଚେଷ୍ଟା କରିଛି । ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସସିଆଇଆରଏଫ)ର ମୁଖ୍ୟ ରାବି ଆବ୍ରାହମ କୁପର ଦାବି କରିଛନ୍ତି ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ଧାର୍ମିକ…
ଅଧିକ ଖବର ଦେଖନ୍ତୁ...

ସୀମାଙ୍କ ପାଇଁ ପ୍ରଥମ ପତ୍ନୀ ଓ ଦୁଇ ପିଲାଙ୍କୁ ପର କରି ଦେଇଥିଲେ ଗୁଲାମ ହାଇଦର୍‌

ଇସ୍‌ଲାମ୍‌ବାଦ୍‌: ‘ମୁଁ ତା’ ପାଇଁ ମୋ ପ୍ରଥମ ସ୍ତ୍ରୀ’କୁ ଛାଡ଼ିଲି ଆଉ ସେ ମୋତେ ଛାଡ଼ି ପଳାଇଲା’। ଏହି କଥା ଆମ‌େ କହୁନୁ, କହୁଛନ୍ତି ପାକିସ୍ତାନରୁ ବେନିୟମ୍‌ ଭାବେ ସୀମା ପାର୍‌ କରି ଭାରତକୁ ଆସିଥିବା ସୀମା ହାଇଦରଙ୍କ ସ୍ବାମୀ ଗୁଲାମ୍‌ ହାଇଦର୍‌। ସୀମା ତାଙ୍କ ହିନ୍ଦୁସ୍ତାନୀ ପ୍ରେମିକ…
ଅଧିକ ଖବର ଦେଖନ୍ତୁ...

ଚିତା ମୃତ୍ୟୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ: ଏହାକୁ ସମ୍ମାନର ପ୍ରସଙ୍ଗ କରନ୍ତୁ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ନାମିବିଆରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ସ୍ଥାନାନ୍ତରିତ ହୋଇଥିବା ଚିତାମାନଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଏକ ସମ୍ମାନର ପ୍ରସଙ୍ଗ ନ କରିବା ସହ ଏହାର ସମାଧାନ ପାଇଁ କିଛି ସକାରାତ୍ମକ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଓଡ଼ିଶା ସମେତ ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ଯନ୍ତ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ବର୍ଷା ହେବାର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଅଧ୍ୟାଦେଶ ମାମଲା : ୫ ଜଣିଆ ସମ୍ବିଧାନିକ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗକୁ ସୁପ୍ରିମ୍ କୋର୍ଟ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ…
ଅଧିକ ଖବର ଦେଖନ୍ତୁ...

ଜିମରେ ବ୍ୟାୟାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ନେଲା ଜୀବନ, ଶୂନ୍ୟ ହେଲା ପିତାମାତାଙ୍କ କୋଳ

ନୂଆଦିଲ୍ଲୀ: ଜିମରେ ବ୍ୟାୟାମ କରୁଥିବା ବେଳେ ଗଲା ଜୀବନ। ଦିଲ୍ଲୀରେ ରହୁଥିବା ଜଣେ ଯୁବକ ଜିମର ଟ୍ରେଡମିଲ ଉପରେ ବସିଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ମୃତ ବ୍ୟକ୍ତିଙ୍କ ବୟସ ୨୪ବର୍ଷ ଓ ସେ ଜଣେ…
ଅଧିକ ଖବର ଦେଖନ୍ତୁ...

ସର୍ବସାଧାରଣରେ ଚିତ୍କାର କରିଥିବାରୁ ଆମେରିକୀୟ ଯୁବତୀଙ୍କୁ ଦୁବାଇରେ ଜେଲ୍‌ଦଣ୍ଡ

ଆବୁଧାବି: ସର୍ବସାଧାରଣରେ ଚିତ୍କାର କରିଥିବା ଅଭିଯୋଗରେ ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ହଷ୍ଟନ୍‌ରୁ ଆସିଥିବା ଜଣେ ଯୁବତୀଙ୍କୁ ଦୁବାଇରେ ଜେଲ୍‌ଦଣ୍ଡାଦେଶ ହୋଇଥିବା କଥା ‘ଫକ୍ସ୍‌୨୬’ ରିପୋର୍ଟ କରିଛି। ଟିଏରା ୟଙ୍ଗ୍‌ ଆଲେନ୍‌ ନାମ୍ନୀ ସେ ଯୁବତୀଙ୍କ ପରିବାର ଲୋକେ ‘ଫକ୍ସ୍‌୨୬’କୁ…
ଅଧିକ ଖବର ଦେଖନ୍ତୁ...

ଲୋକସଭାରେ ସୋନିଆ ଗାନ୍ଧୀଙ୍କୁ ଭଲମନ୍ଦ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ସ୍ବଳ୍ପ ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ। ମଙ୍ଗଳବାର ଦିନ ବେଙ୍ଗାଲୁରୁରୁ ଆସୁଥିବା ବେଳେ ବିମାନ ଜରୁରୀ ଅବତରଣ କରିବା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

‘କୋମା’ରେ ହଷ୍ଟନ୍‌ ବିଶ୍ବବିଦ୍ୟାଳୟ ଭାରତୀୟ ଛାତ୍ରୀ: ବଜ୍ରାଘାତ ବେଳେ ହୋଇଥିଲା ହୃଦ୍‌ଘାତ, ଏବେ ନଷ୍ଟ ହୋଇଛି…

ହଷ୍ଟନ୍‌: ବଜ୍ରାଘାତରେ ପୀଡ଼ିତ ହୋଇ ଆମେରିକାର ହଷ୍ଟନ୍‌ ବିଶ୍ବବିଦ୍ୟାଳୟର ଜଣେ ୨୫ ବର୍ଷୀୟ ଭାରତୀୟ ଛାତ୍ରୀ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଛାତ୍ରୀଙ୍କ ପରିବାରୁ ମିଳିଥିବା ସୂଚନା ଅନୁସାରେ, ହଷ୍ଟନ୍‌ ବିଶ୍ବବିଦ୍ୟାଳୟରେ ସୂଚନା ଓ…
ଅଧିକ ଖବର ଦେଖନ୍ତୁ...