ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଡ୍ରୋନ୍‌ ଆକ୍ରମଣରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ନେତା ଉସାମା ଅଲ୍‌-ମୁହାଜିର୍‌ ନିହତ: ଆମେରିକା ସେନା

କାଇରୋ: ଜୁଲାଇ ୭ ତାରିଖ ଦିନ ପୂର୍ବାଞ୍ଚଳ ସିରିୟାରେ ଡ୍ରୋନ୍‌ଦ୍ବାରା ଆକ୍ରମଣ କରି ଜଣେ ‘ଆଇଏସ୍‌ଆଇଏସ୍‌’ ନେତାଙ୍କୁ ହତ୍ୟା କରିଥିବା କଥା ରବିବାର ଦିନ ‘ଦି ୟୁ. ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ କହିଛି। ନିହତ ‘ଆଇଏସ୍‌ଆଇଏସ୍‌’ ନେତା ଅଲ୍‌-ମୁହାଜିର୍‌ଙ୍କ ବିଷୟରେ ଅଧିକ କିଛି…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲ ଆପ୍ କର୍ମୀଙ୍କୁ ସରକାରୀ ପେ-ରୋଲ୍‌ରେ ରଖିଛନ୍ତି: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ଉପରେ ତଦନ୍ତ ଚାଲିଥିବା ବେଳେ ଶନିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆମ୍ ଆଦ୍‌ମୀ ପାର୍ଟି ନେତୃତ୍ବାଧୀନ ଦିଲ୍ଲୀ ସରକାର ଆପ୍ କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ଦେଇଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧର ୫୦୦ତମ ଦିନରେ ତୁର୍କୀରୁ ୫ କମାଣ୍ଡରଙ୍କୁ ଫେରାଇ ଆଣିଲେ ଜେଲେନ୍‌ସ୍କି

କିବ୍: ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଶନିବାର ୫ ଜଣ ପୂର୍ବତନ କମାଣ୍ଡରଙ୍କୁ ତୁର୍କୀରୁ ନିଜ ଦେଶକୁ ଫେରାଇ ଆଣିଛନ୍ତି। ସେମାନେ ପୂର୍ବରୁ ୟୁକ୍ରେନ୍‌ର ମାରିଉପୋଲ ସେନାଘାଟିରେ ଅବସ୍ଥାପିତ ଥିଲେ, ଯାହାକୁ ରୁଷ୍ ଅଧିକାର କରିନେଇଛି। ଏହା ‘ବନ୍ଦୀ ବଦଳ ଚୁକ୍ତିନାମାର…
ଅଧିକ ଖବର ଦେଖନ୍ତୁ...

ଆଜି ମନୋନୟନପତ୍ର ଦାଖଲ କରିବେ ଜୟଶଙ୍କର

ଗାନ୍ଧୀନଗର: ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର ସକାଳେ ଗୁଜରାଟରୁ ରାଜ୍ୟସଭା ପାଇଁ ମନୋନୟନପତ୍ର ଦାଖଲ କରିବେ। ଗୁଜରାଟରେ ମୋଟ ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଥିବା ବେଳେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ସଂପର୍କରେ ବିଜେପି ସଂସଦୀୟ ବୋର୍ଡ ଶୀଘ୍ର ନିଷ୍ପତ୍ତି ନେବ। ବିଜେପି ଶୀର୍ଷ…
ଅଧିକ ଖବର ଦେଖନ୍ତୁ...

ହନି ଟ୍ରାପ୍‌ର ତାଲିମ କେନ୍ଦ୍ର ରାୱଲପିଣ୍ଡି, ତାଲିମ ଦେଉଛି ଆଇଏସ୍‌ଆଇ

ରାୱଲପିଣ୍ଡି : ପୁଣେସ୍ଥିତ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ)ର ବୈଜ୍ଞାନିକ ପ୍ରଦୀପ କୁରୁଲକର ଜଣେ ପାକିସ୍ତାନୀ ସୁନ୍ଦରୀଙ୍କ ଜାଲରେ ଫସି ଦେଶର ପ୍ରତିରକ୍ଷା ସଂକ୍ରାନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଶତ୍ରୁ ଦେଶକୁ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ଭଳି ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ବେହାଲ ଉତ୍ତର ଭାରତ

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ ଶନି ଓ ରବିବାର ପ୍ରବଳ ବର୍ଷା ହେବା ସହ ଦିଲ୍ଲୀ ୪୦ ବର୍ଷ ରେକର୍ଡ ଭାଙ୍ଗିଛି। ରବିବାର ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ମାତିଲେ ଖଲିସ୍ତାନୀ, କାନା‌ଡ଼ାରେ ଖଲିସ୍ତାନୀ ସପକ୍ଷବାଦୀ ଓ ଭାରତୀୟ ସମୁଦାୟ ମୁହାଁମୁହିଁ

ଟରଣ୍ଟୋ: ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏହାକୁ ବିରୋଧ କରି ଲଣ୍ଡନ, ଅଷ୍ଟ୍ରେଲିଆ ଏବଂ କାନାଡାରେ ଖାଲିସ୍ତାନୀ ସମର୍ଥକମାନେ ଗତକାଲି ‘କିଲ୍ ଇଣ୍ଡିଆ ରାଲି’ର ଆୟୋଜନ କରିଥିଲେ। ଏହି ରୢାଲି ସମୟରେ ଖଲିସ୍ତାନୀ ଗୋଷ୍ଠୀ ହିଂସା…
ଅଧିକ ଖବର ଦେଖନ୍ତୁ...

ରାହୁଲ କେଟିଏମ୍ ୩୯୦ ବାଇକ୍‌ ରଖିଛନ୍ତି, କିନ୍ତୁ ଚଲାଇ ପାରୁନାହାନ୍ତି

ନୂଆଦିଲ୍ଲୀ: ଦିଲ୍ଲୀର କରୋଲ ବାଗର ବାଇକର୍ସ ମାର୍କେଟରେ ମୋଟର ସାଇକଲ ମେକାନିକ୍‌ମାନଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତମାସ ୨୭ ତାରିଖରେ ସମୟ ବିତାଇଥିଲେ। ମେକାନିକମାନଙ୍କୁ ବାଇକ ସଜାଡ଼ିବା ସଂପର୍କରେ ପଚାରି ବୁଝିବା ସହିତ ସେମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା: ଆଉ ଜଣେ ତୃଣମୂଳ କର୍ମୀ ନିହତ

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ବି ନିର୍ବାଚନୀ ହିଂସା ବନ୍ଦ ହୋଇନାହିଁ। ଶନିବାର ରାତିରେ ମାଲଦାରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି। ଫଳରେ ନିର୍ବାଚନୀ ହିଂସାରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। ମୃତକ ଜଣକ ହେଉଛନ୍ତି ମାତିଉର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁର ପୁଞ୍ଚରେ ଆକସ୍ମିକ ବନ୍ୟାରେ ଭାସିଗଲେ ୨ ଯବାନ

ପୁଞ୍ଚ: ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଶନିବାର ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍‌) ଆସି ଦୁଇ ଜଣ ଯବାନଙ୍କୁ ଭସାଇ ନେଇଥିଲା। ଉଭୟଙ୍କର ଶବ ରବିବାର ଉଦ୍ଧାର କରାଯାଇଥିବା ପୁଲିସ ପ୍ରକାଶ କରିଛି। ଶନିବାର ସେନା କର୍ମଚାରୀମାନେ ସୁରନକୋଟ ଅଞ୍ଚଳରେ ଡୋଗ୍ରା ନାଲା…
ଅଧିକ ଖବର ଦେଖନ୍ତୁ...