ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

‘ଆର୍‌ଏସ୍‌ଏସ୍‌’ର ପୂର୍ବତନ ମୁଖ୍ୟଙ୍କ ପୋଷ୍ଟର୍‌ ମାଧ୍ୟମରେ ଜନତାକୁ ଉସୁକାଉ ଥିବାରୁ ଦିଗ୍‌ବିଜୟ ସିଂହଙ୍କ ନାମରେ…

ଇନ୍ଦୋର: ସାମାଜିକ ଗଣମାଧ୍ୟମରେ ‘ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ’ର (ଆର୍‌ଏସ୍‌ଏସ୍‌) ପୂର୍ବତନ ମୁଖ୍ୟ ଏମ୍‌.ଏସ୍. ଗୋଲ୍‌ୱଲ୍‌କରଙ୍କ ବିଷୟରେ ବିବାଦୀୟ ପୋଷ୍ଟ୍‌ ସେୟାର୍‌ କରିଥିବା ବର୍ଷିୟାନ୍‌ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ନାଁରେ ଇନ୍ଦୋର ପୁଲିସ ମାମଲା ରୁଜୁ କରିଥିବା କଥା ଆଜି…
ଅଧିକ ଖବର ଦେଖନ୍ତୁ...

ବଙ୍ଗ ନିର୍ବାଚନୀ ହିଂସାରେ ପୁଣି ୨ଜଣ ‘ତୃଣମୂଳ କଂଗ୍ରେସ’ କର୍ମୀଙ୍କୁ ହତ୍ୟା; ୨୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

କୋଲ୍‌କାତା: ଆଉ ୨ଜଣ ‘ତୃଣମୂଳ କଂଗ୍ରେସ କର୍ମୀ’ଙ୍କୁ ହତ୍ୟା କରାଯିବା ପରେ ଆଜି ସକାଳସୁଦ୍ଧା ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାକାଣ୍ଡଜନିତ ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତିରେ…
ଅଧିକ ଖବର ଦେଖନ୍ତୁ...

ମୋ ସ୍ବାମୀ ହିନ୍ଦୁ, ତେଣୁ ମୁଁ ବି ହିନ୍ଦୁ, ଏବେ ମୁଁ ଭାରତୀୟ: ପାକିସ୍ତାନୀ ମହିଳା ସୀମା ହାଇଦର୍‌

ନୋଏଡ଼ା: ମୋ ସ୍ବାମୀ ହିନ୍ଦୁ, ତେଣୁ ମୁଁ ବି ହିନ୍ଦୁ ଏବଂ ମୁଁ ଜଣେ ଭାରତୀୟ ବୋଲି ମ‌ୋର ମନେହେଉଛି ବୋଲି ଶନିବାର ଦିନ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିବା ପାକିସ୍ତାନୀ ମହିଳା ସୀମା ହାଇଦର୍‌ କହିଛନ୍ତି। ସ୍ମରଣଯୋଗ୍ୟ, ‘ଅନ୍‌ଲାଇନ୍‌ ଗେମ୍‌’ ‘ପ୍ଲେୟାର୍‌ଅନ୍‌ନୋନ୍‌ସ୍‌…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଚୋରଙ୍କୁ ବାଧା ଦେଇ ଟ୍ରେନ୍‌ରୁ ପଡ଼ି ଆହତ ହୋଇଥିବା ୨୨ ବର୍ଷୀୟ ଯୁବତୀ ମୃତ

ଚେନ୍ନାଇ: ମୋବାଇଲ୍‌ ଛଡ଼ାଇନେବାକୁ ଚେଷ୍ଟା କରୁଥିବା ଦୁଇଜଣ ବ୍ୟକ୍ତିଙ୍କ ସହିତ ଧସ୍ତାଧସ୍ତି କରି ଚେନ୍ନାଇରେ ଗୋଟାଏ ଲୋକାଲ୍‌ ଟ୍ରେନ୍‌ରୁ ପଡ଼ିଯାଇ ଆହତ ହୋଇଥିବା ଜଣେ ଯୁବତୀଙ୍କର ଶନିବାର ଦିନ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ସୂଚନାଯୋଗ୍ୟ, ଗତ ରବିବାର ଅର୍ଥାତ୍‌ ଜୁଲାଇ ୨…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ଘରୋଇ ବିମାନ; ୬ ମୃତ

ଲସ୍‌ଏଞ୍ଜେଲ୍‌ସ୍‌: ଶନିବାର ଦିନ ଆମେରିକାର ଲସ୍‌ଏଞ୍ଜେ‌ଲସ୍‌ ବିମାନ ବନ୍ଦର ନିକଟ ପଡ଼ିଆରେ ଗୋଟାଏ ଘରୋଇ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପୋଡ଼ିଯିବାରୁ ସେଥିରେ ଥିବା ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସ୍ଥାନୀୟ ଓ କେନ୍ଦ୍ରୀୟ ସରକାରୀ ଅଧିକାରୀମାନେ କହିଛନ୍ତି। ଜାରି…
ଅଧିକ ଖବର ଦେଖନ୍ତୁ...

ଚିନ୍ତା ବଢ଼ାଇଛି ମୁଦ୍ରାସ୍ଫୀତି : ସୁଧ ହାର ବଢ଼ାଇପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ବିଶ୍ବରେ ମୁଦ୍ରସ୍ଫୀତି ଗତ କିଛିମାସ ହେଲା ପ୍ରମୁଖ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆମେରିକାଠାରୁ ଆରମ୍ଭ କରି ୟୁରୋପ ଏବଂ ଅଷ୍ଟ୍ରେଲିଆ ଆଦିର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କିରବା ଲାଗି ସୁଧ ହାର ବଢ଼ାଇ ଚାଲିଛନ୍ତି। ଏହା ସତ୍ତ୍ବେ ଦରଦାମ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ସୁଦାନ ସଂଘର୍ଷ: ଖାର୍ତୂମ୍‌ରେ ବିମାନ ଆକ୍ରମଣ ଯୋଗୁ ଅନ୍ୟୂନ ୨୨ ନିହତ, ଅନେକ ଆହତ

ଓମ୍‌ଦୁର୍‌ମାନ୍‌: ସୁଦାନର ରାଜଧାନୀ ଖାର୍ତୂମ୍‌ରେ ସୁଦାନ୍‌ ସେନାର ବିମାନ ଆକ୍ରମଣ ଯୋଗୁ ଅନ୍ୟୂନ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇଥିବା କଥା ପ୍ରତ୍ୟକ୍ଷଦର୍ଶୀ ଓ ସରକାରୀ ଅଧିକାରୀମାନେ କହିଛନ୍ତି। ଶନିବାର ପ୍ରତ୍ୟୁଷରେ ରାଜଧାନୀ ଖାର୍ତୂମ୍‌ ନିକଟ ନୀଳନଦୀର…
ଅଧିକ ଖବର ଦେଖନ୍ତୁ...

ଗେହଲଟଙ୍କ ପ୍ରତି ପାଇଲଟ ନରମ, ଦଳ ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ କାହାକୁ ଅଛପା ନାହିଁ। ଗେହଲଟ ସରକାରକୁ ଖୋଲାଖୋଲି ଟାର୍ଗେଟ୍‌ କରି ପାଇଲଟ୍‌ ଅନେକ ଥର କଂଗ୍ରେସ ଦଳର ଅଡ଼ୁଆ ବଢ଼ାଇଛନ୍ତି। କିନ୍ତୁ ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଖରାପ ପାଗ ପାଇଁ ଲଗାତାର ୨ ଦିନ ଧରି ଅମରନାଥ ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଏବଂ ଖରାପ୍‌ ପାଗ ପାଇଁ ବ‌ାର୍ଷିକ ଅମରନାଥ ଯାତ୍ରା ଲଗାତାର ୨ ଦିନ ଧରି ବନ୍ଦ ରହିଛି। ପବିତ୍ର ଅମରନାଥ ଗୁମ୍ଫାରେ ସାମାନ୍ୟ ବରଫପାତ ମଧ୍ୟ ହେଉଛି। ଏଥିପାଇଁ ସ୍ଥିତି ଆହୁରି ଅଧିକ ଜଟିଳ ହୋଇଯାଇଛି। ଏଥିପାଇଁ ୨ ଦିନ ଧରି କୌଣସି ତୀର୍ଥଯାତ୍ରୀଙ୍କୁ ଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ଏନ୍‌ସିପିକୁ ସୁଦୃଢ଼ କରିବା ପାଇଁ ଶରଦ ପାୱାରଙ୍କ ଅଭିଯାନ

ନୂଆଦିଲ୍ଲୀ : ବରିଷ୍ଠ ଏନ୍‌ସିପି ନେତା ଶରଦ ପାୱାର ତାଙ୍କ ୨୪ ବର୍ଷର ଏନ୍‌ସିପି ଦଳକୁ ପୁଣିଥରେ ସୁଦୃଢ଼ କରିବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶରଦ ପାୱାର ଆଜିଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହିକ୍ରମରେ ପାୱାର ବିଭିନ୍ନ ଜିଲ୍ଲା ବୁଲିବେ। ଆଜି ସେ…
ଅଧିକ ଖବର ଦେଖନ୍ତୁ...