ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ପ୍ରଥମ ବୋମା ପଡ଼ିବା ପର୍ଯ୍ୟନ୍ତ କୂଟନୀତି ଜାରି ରହିବ

ଓ୍ଵାସିଂଟନ: ଗୋଟିଏ ପରେ ଗୋଟିଏ ପରମାଣୁ ପରୀକ୍ଷା କରି ସାରା ବିଶ୍ୱକୁ ଆତଙ୍କିତ କରିଥିବା ଉତ୍ତର କୋରିଆ ସହ ଆମେରିକାର କୂଟନୈତିକ ସଂପର୍କ ଜାରି ରହିଛି ଏବଂ ପ୍ରଥମ ବୋମା ପଡ଼ିବା ପର୍ଯ୍ୟନ୍ତ ଏହି ସଂପର୍କ ଜାରି ରହିବ ବୋଲି ଆମେରିକା ବିଦେଶ ସଚିବ ରେକ୍ସ ଟିଲରସନ୍‌ ସିଏନ୍‌୍‌ଏନ୍‌କୁ ଏକ…
ଅଧିକ ଖବର ଦେଖନ୍ତୁ...

ପରମାଣୁ ଅସ୍ତ୍ର ପ୍ରସାରକୁ ଉସୁକାଉଛନ୍ତି ଟ୍ରମ୍ପ୍‌: କ୍ଲିଣ୍ଟନ

ଓ୍ଵାସିଂଟନ:   ଇରାନ୍‌ ଓ ଉତ୍ତର କୋରିଆ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ଆଭିମୁଖ୍ୟକୁ ଅତ୍ୟନ୍ତ ଅପରିଣାମଦର୍ଶୀ ଓ ବିପଜ୍ଜନକ ବୋଲି ଡେମୋକ୍ରାଟିକ୍‌  ନେତା ହିଲାରି କ୍ଲିଣ୍ଟନ କହିଛନ୍ତି। ଏହି ଦୁଇ ରାଷ୍ଟ୍ରକୁ ନେଇ ଟ୍ରମ୍ପ୍‌ଙ୍କ ନୀତି ବିଶ୍ୱରେ ପରମାଣୁ ଅସ୍ତ୍ର…
ଅଧିକ ଖବର ଦେଖନ୍ତୁ...

ହାଫିଜ୍‌ ସୟିଦକୁ କ୍ଲିନ୍‌ଚିଟ୍‌,ଆତଙ୍କବାଦ ମାମଲା ପ୍ରତ୍ୟାହାର

ଲାହୋର:   ମୁମ୍ବାଇ  ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦକୁ ଆତଙ୍କବାଦର ସମସ୍ତ ମାମଲାରୁ ପାକିସ୍ତାନ ସରକାର କ୍ଲିନ୍‌ଚିଟ୍‌ ଦେଇଛନ୍ତି । ପାକିସ୍ତାନ ସରକାର ହାଫିଜକୁ ଆଉ ଆତଙ୍କବାଦୀଭାବେ ଗ୍ରହଣ କରିବେ ନାହିଁ । ଏବେ ଲାହୋରରେ ଗୃହବନ୍ଦୀ ହୋଇ ରହିଥିବା ହାଫିଜ୍‌ ଏବଂ ବିଭିନ୍ନ ଜେଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ତେଜସ୍‌ ଏକ୍ସପ୍ରେସରେ ଖରାପ ଖାଦ୍ୟ: ୩୦ ଅସୁସ୍ଥ, ୩ ଆଇସିୟୁରେ

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ସଙ୍କଟ ରେଳ ବିଭାଗକୁ ଚିନ୍ତାରେ ପକାଇ ଦେଇଛି। ମୁମ୍ବାଇ-କରମାଲି ମଧ୍ୟରେ ୨୪ ମେ ୨୦୧୭ରୁ ଆରମ୍ଭ ହୋଇଥିବା ତେଜସ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଖରାପ ଖାଦ୍ୟ ପରିବେଷଣ ମାମଲା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଆଜି ଏହି ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ଦିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ଝଟ୍‌କା: କଂଗ୍ରେସ ଛଡ଼ାଇନେଲା ଗୁରୁଦାସପୁର ଲୋକସଭା ଆସନ

ନୂଆଦିଲ୍ଲୀ:   ପଂଜାବର ଗୁରୁଦାସପୁର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି। କଂଗ୍ରେସ ପ୍ରାର୍ଥୀ ସୁନୀଲ ଝାକଡ଼ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସ୍ୱର୍ଣ୍ଣ ସଲାରିଆଙ୍କୁ ୧,୯୩,  ୨୧୯ ଭୋଟ୍‌ରେ ହରାଇଛନ୍ତି। ଏହି ଉପନିର୍ବାଚନ ପାଇଁ ଗତ ୧୧…
ଅଧିକ ଖବର ଦେଖନ୍ତୁ...

ମୋଗାଡ଼ିସୁରେ କାର୍‌ ବୋମା ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୨୩୦ ଟପିଲା

ମୋଗାଡ଼ିସୁ(ସୋମାଲିଆ) : ସୋମାଲିଆ ରାଜଧାନୀ ମୋଗାଡ଼ିସୁର ବିଭିନ୍ନ ସ୍ଥାନରେ ଶନିବାର ଦୁଇଟି କାର୍‌ ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୩୦ ଟପିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିବା ଖବର ମିଳଛିି। ଧ୍ୱଂସାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର…
ଅଧିକ ଖବର ଦେଖନ୍ତୁ...

ପ୍ରତି ୧୫ ଦିନରେ ଜେଲ୍‌ ପରିଦର୍ଶନ କରିବେ ତଲଓ୍ଵାର ଦମ୍ପତି: ବନ୍ଦୀମାନଙ୍କ ଦାନ୍ତ ପରୀକ୍ଷା କରିବେ

ଦାସନା(ଉତ୍ତରପ୍ରଦେଶ) : କନ୍ୟା ଆରୁଷି ଏବଂ ଘେରୋଇ ସହାୟକ ହେମରାଜଙ୍କ ହତ୍ୟା ମାମଲାରୁ ନିକଟରେ ଦୋଷମୁକ୍ତ ହୋଇଥିବା ଡାକ୍ତର ଦମ୍ପତି ରାଜେଶ ତଲଓ୍ଵାର ଓ ନୂପୁର ତଲଓ୍ଵାର ଆସନ୍ତାକାଲି ଜେଲ୍‌ରୁ ବାହାରିବେ ବୋଲି ଆଶା କରାଯାଉଛି। ତେବେ ପ୍ରତି ୧୫ ଦିନରେ ଥରେ ସେମାନେ ଦାସନା ଜେଲ୍‌ ପରିଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମ ପୀଡ଼ିତା ଭୟରେ ଜୀବନ ହାରିଲେ

ବାଗପତ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାଗପତ ଜିଲ୍ଲା ଅନ୍ତର୍ଗତ ରାମଲା ଥାନା ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୫ ବର୍ଷୀୟା ବାଳିକା ଶେଷରେ ଅଭିଯୁକ୍ତମାନଙ୍କ ଧମକରେ ଭୟଭୀତ ହୋଇ ଜୀବନ ହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ପୁଲିସ ସୂଚନାନୁଯାୟୀ, ଚାରି ମାସ ତଳେ ୫ ଜଣ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ହନିପ୍ରୀତ୍‌ଙ୍କ ପ୍ରଥମ ରାତି: ଖାଇଲେନି କି ଶୋଇଲେନି

ଆମ୍ବାଲା: ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌ ସିଂହଙ୍କ ପୌଷ୍ୟାକନ୍ୟା ପ୍ରିୟାଙ୍କା ତନେଜା ଓରଫ ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କ ଆମ୍ବାଲା କେନ୍ଦ୍ରୀୟ କାରାଗାରରେ ଶୁକ୍ରବାର ପ୍ରଥମ ରାତି କଟିଛି। ରାମ ରହିମଙ୍କ ସହ ଡେରା ଆଶ୍ରମରେ…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ହରାଇ ଘୂରୁଛି ଚୀନ୍‌ ମହାକାଶ ଯାନ : ଖୁବ୍‌ ଶୀଘ୍ର ଭୂପୃଷ୍ଠରେ ଧକ୍କା ଖାଇବ!

ନୂଆଦିଲ୍ଲୀ : ଛଅ ବର୍ଷ ତଳେ ଚୀନ୍‌ ଅନ୍ତରୀକ୍ଷକୁ ଛାଡ଼ିଥିବା ମହାକାଶ ଗବେଷଣାଗାର(ଯାନ) ତିଆଗଙ୍ଗ-୧ ଦୀର୍ଘ ବର୍ଷେ ହେଲା ନିୟନ୍ତ୍ରଣ ହରାଇ ସାରିଛି। ସମ୍ପ୍ରତି ଏହାର କକ୍ଷପଥ ଅନିର୍ଦ୍ଦିଷ୍ଟ ରହିଥିବା ବେଳେ ଏହା ତୀବ୍ର ବେଗରେ ମହାକାଶରେ ଘୂରିବୁଲୁଛି। ତେବେ ଏହାର କାର୍ଯ୍ୟକାରିତାରେ…
ଅଧିକ ଖବର ଦେଖନ୍ତୁ...