ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଚୀନ୍‌-ପାକିସ୍ତାନ ବନ୍ଧୁତ୍ୱ ମହୁ ପରି ମଧୁର; ଲୁହା ପରି କଠିନ

ବେଜିଙ୍ଗ୍‌: ପାଞ୍ଚ ବର୍ଷରେ ଥରେ ସପ୍ତାହେ ବ୍ୟାପୀ ଚାଲୁଥିବା ପାର୍ଟି ମହାସଭାରେ ଚୀନ୍‌ କମ୍ୟୁନିଷ୍ଟ୍‍ ପାର୍ଟିର ଜଣେ ବରିଷ୍ଠ ନେତା ପାକିସ୍ତାନକୁ ଚୀନ୍‌ର ‘ଲୌହ ଆବୃତ ବନ୍ଧୁ’ ବୋଲି କହି ପ୍ରଶଂସା କରିଛନ୍ତି। ‘‘ପାକିସ୍ତାନ ଆମର ଲୌହ ଆବୃତ ବନ୍ଧୁ। ଆମ ଦୁଇ ଦେଶର ଗଭୀର ବନ୍ଧୁତ୍ୱ ମହୁ…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ଘାତ ଯୋଗୁଁ ଡ୍ରାଇଭର୍‌ ମରି ଯିବାରୁ ବାଇକ୍‌ ଉପରେ ବସ୍‌ ଚଢ଼ି ୨ ମୃତ

ହାଇଦ୍ରାବାଦ: ଶୁକ୍ରବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍‌ ଜିଲ୍ଲାରେ ବସ୍‌ ଚଳାଇବାବେଳେ ଜଣେ ୬୩ ବର୍ଷିୟ ଡ୍ରାଇଭର୍‌ ହୃଦ୍‌ଘାତରେ ମରିଯିବା ଯୋଗୁଁ ବସ୍‌ଟି ଏକ ମଟର୍‌ସାଇକେଲ୍‌ରେ ଧକ୍କା ଖାଇବାରୁ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସାତ୍ତେନାପଲ୍ଲୀସ୍ଥିତ ଲୟଲା ଇନ୍‌ଷ୍ଟିଚ୍ୟୁଟ୍‌…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷ ପରେ ମିଳିଲେ ଭାରତୀୟ ଗୁପ୍ତଚରଙ୍କ ପିଛା କରୁଥିବା ନିଖୋଜ ପାକିସ୍ତାନୀ ସାମ୍ବାଦିକା

ଇସ୍‌ଲାମାବାଦ୍‌: ଗୁପ୍ତଚରଗିରି କରୁଥିଲେ ବୋଲି କୁହା ଯାଉଥିବା ଜଣେ ଭାରତୀୟ ବନ୍ଦୀଙ୍କ ମାମଲାକୁ ତ୍ୱରାନ୍ଵିତ କରୁଥିବାବେଳେ ଅଗଷ୍ଟ ୨୦୧୫ରେ ଲାହୋର୍‌ରୁ ନିଖୋଜ ହୋଇ ଯାଇଥିବା ସାମ୍ବାଦିକା ଜୀନତ୍‌ ଶାଝାଦିଙ୍କୁ ନିରାପତ୍ତା ବଳ ପାଇଛନ୍ତି। ଅଣରାଷ୍ଟ୍ରୀୟ ଅଭିନେତା ଏବଂ ଶତ୍ରୁପକ୍ଷ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌ରୁ ଧୂଅାଁ ବାହାରିବା ଯୋଗୁଁ ଉଡ଼ନ୍ତା ବିମାନରେ ଆତଙ୍କ

ଇନ୍ଦୋର/ଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଉଡ଼ି ଯାଉଥିବା ଜେଟ୍‌ ଏୟାର୍‌େଓ୍ଵଜ୍‌ର ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ତାଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌ରେ ରଖିଥିବା ମୋବାଇଲ୍‌ ଫୋନ୍‌ରେ ନିଅାଁ ଲାଗି ଯାଇଥିଲା। ଫଳତଃ, କ୍ୟାବିନରେ ଧୂଅାଁ ଭର୍ତ୍ତି ହୋଇ ଯିବାରୁ…
ଅଧିକ ଖବର ଦେଖନ୍ତୁ...

ଭାରତ ପାଇଁ ଆତଙ୍କବାଦୀ ବାଛୁଥିବା ଆଇଏସ୍‌ ଚୟନକାରିଣୀ ଫିଲିପ୍ପିନ୍‌ସ୍‌ରେ ଗିରଫ

ନୂଆଦିଲ୍ଲୀ: ଇସ୍‌ଲାମିକ୍‌ ଷ୍ଟେଟ୍‌ ତରଫରୁ ଭାରତ ନିମନ୍ତେ ଯୁବବର୍ଗଙ୍କୁ ଚୟନ କରୁଥିବା ଶୀର୍ଷସ୍ତରୀୟ ଚୟନକାରିଣୀ କରେନା ଐଶା ହମିଦୋଁଙ୍କୁ ଫିଲିପ୍ପିନ୍‌ସ୍‌ରେ ଗିରଫ କରାଯାଇଛି। କେତେ ଗୁଡ଼ିଏ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ତରଫରୁ ବିଶିଷ୍ଟ ମହିଳା…
ଅଧିକ ଖବର ଦେଖନ୍ତୁ...

ପ୍ରଦୂଷଣ ମୃତ୍ୟୁରେ ଭାରତ ବିଶ୍ୱରେ ପ୍ରଥମ

ନୂଆଦିଲ୍ଲୀ:  ଭାରତ ପାଇଁ ପ୍ରଦୂଷଣ ଏବେ ଭୟଙ୍କର ସମସ୍ୟା ସୃଷ୍ଟି କରିଛି। ବିଭିନ୍ନ ପ୍ରକାର ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସଙ୍କଟ ଯୋଗୁଁ ଦେଶରେ ୨୫ ଲକ୍ଷ ଲୋକ ୨୦୧୫ରେ ମୃତ୍ୟୁ ମୁଖରେ ପଡ଼ିଥିବା  ‘ଲାନ୍‌୍‌ସେଟ କମିସନ ଅନ୍‌ ପଲ୍ୟୁସନ ଆଣ୍ଡ୍‌ ହେଲ୍‌୍‌ଥ’ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ଧୂଆଁରେ ମିଳାଇଗଲା ସୁପ୍ରିମ୍‌ କୋର୍ଟଙ୍କ ନିଷେଧାଦେଶ

ସ୍ୱାଭାବିକଠାରୁ ୧୨ଗୁଣ ଅଧିକ ନୂଆଦିଲ୍ଲୀ:  ଦେଶବ୍ୟାପୀ ଦୀପାବଳି ଉତ୍ସବ ଧୂମ୍‌ଧାମରେ ପାଳନ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ବି ପ୍ରବଳ ବାଣ ଫୁଟିଛି। ବାଣ ବିକ୍ରିକୁ ସୁପ୍ରିମ୍‌ କୋର୍ଟ ନିଷେଧ କରିଥିବା ସତ୍ତ୍ୱେ ଏହି ଆଦେଶକୁ ଜଳାଞ୍ଜଳି ଦେଇ ପ୍ରଚୁର ବାଣ ଦିଲ୍ଲୀକୁ ଆସିଥିଲା।…
ଅଧିକ ଖବର ଦେଖନ୍ତୁ...

କାବୁଲ ମସ୍‌ଜିଦ୍‌ରେ ବିସ୍ଫୋରଣ, ୭୨ ମୃତ

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଘୋର ପ୍ରଦେଶରେ ଅବସ୍ଥିତ ୨ଟି ସିହା ମସ୍‌ଜିଦ୍‌ରେ ଆଜି ସନ୍ଧ୍ୟାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ପ୍ରାୟ ୭୨ ଜଣ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ନେତୃବୃନ୍ଦଙ୍କୁ ଚୀନ୍‌ର ଚେତାବନୀ

ବେଜିଂ: ତୀବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଅନ୍ୟ ଦେଶର ନେତାମାନେ ଭେଟିବା ଚୀନ୍‌କୁ ଭୀଷଣ ଭାବେ କ୍ଷୁବ୍ଧ କରିଛି। ଏ ସମ୍ପର୍କରେ ଚୀନ୍‌ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଏପରିକି କୌଣସି ବି ପରିସ୍ଥିତିରେ ବିଶ୍ୱ ନେତୃମଣ୍ଡଳୀ ଦଲାଇ ଲାମାଙ୍କୁ ସାକ୍ଷାତ କରିବା ବଡ଼ ଅପରାଧ ବୋଲି ଚୀନ୍‌…
ଅଧିକ ଖବର ଦେଖନ୍ତୁ...

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁଙ୍କୁ ଆଜି ଦିଲ୍ଲୀର ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହଜନିତ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଛି। ଉପରାଷ୍ଟ୍ରପତି ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯାଇଥିଲେ ଏବଂ ଡାକ୍ତରମାନେ ତାଙ୍କୁ ଗୋଟିଏ ଦିନ ହସ୍ପିଟାଲ୍‌ରେ…
ଅଧିକ ଖବର ଦେଖନ୍ତୁ...