ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

‘ଓବିଓଆର’ ପ୍ରକଳ୍ପକୁ ବିରୋଧ: ଗଦର ପୋର୍ଟରେ ଆକ୍ରମଣ

ଚୀନ୍‌ର ୨୬ ଶ୍ରମିକ ଆହତ କ୍ୱେଟା: ଚୀନ୍‌ର ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ୍‌ (ଓବିଓଆର) ପକଳ୍ପକୁ ବିରୋଧ କରି ଆଜି ପାକିସ୍ତାନର ଗଦର ପୋର୍ଟ ଉପରେ ବେଲୁଚିସ୍ତାନ ବିଚ୍ଛିନ୍ନତାବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଜଣେ ଅଜଣା ଆକ୍ରମଣକାରୀ ଗଦର ପୋର୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ଉପରକୁ…
ଅଧିକ ଖବର ଦେଖନ୍ତୁ...

କାବୁଲ ମସ୍‌ଜିଦ୍‌ ଉପରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୪୦ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ଆତ୍ମଘାତୀ ବୋମା ବିସ୍ଫୋରଣ ହେବାରୁ ୪୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଶତାଧିକ ଆହତ ହୋଇଥିବା ଅନୁମାନ କରାଯାଉଛି। ଆହତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପାଉଡର୍‌ କର୍କଟ ସୃଷ୍ଟି କରୁଥିବା ଅଭିଯୋଗ, ୭୨ ମିଲିୟନ୍‌ ଡଲାର ଜରିମାନା ନିର୍ଦ୍ଦେଶ…

ନୂଆଦିଲ୍ଲୀ: ଲୋକପ୍ରିୟ ଶିଶୁ ସାମଗ୍ରୀ କମ୍ପାନି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ପାଉଡର୍‌ ବ୍ୟବହାର କରି ଜଣେ ବ୍ୟବହାରକାରୀ ଗର୍ଭାଶୟ କର୍କଟ(ଓଭାରିଆନ୍‌ କ୍ୟାନସର୍‌)ରୋଗର ଶିକାର ହୋଇଥିବା ଅଭିଯୋଗ ଆସିବା ପରେ ଆମେରିକାର ମିସୌରିଠାରେ ଥିବା କୋର୍ଟ କମ୍ପାନି ନାମରେ ୭୨ ମିଲିୟନ୍‌ ଡଲାର…
ଅଧିକ ଖବର ଦେଖନ୍ତୁ...

ନୂଆ ପାସପୋର୍ଟ ନିୟମ, ଜାଣିବା ପରି କିଛି କଥା

ନୂଆଦିଲ୍ଲୀ: ପାସ୍‌ପୋର୍ଟ ଆବେଦନ ପାଇଁ ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ନୂତନ ଘୋଷଣା କରାଯାଇଛି। ନୂତନ ଆବେଦନ ଶୈଳୀରେ କ’ଣ ସବୁ ପରିବର୍ତ୍ତନ ଘଟିଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି। ପୁରୁଣା ନିୟମ ମୁତାବକ, ୧୯୮୯ ମସିହା ଜାନୁଆରି ୨୬ ତାରିଖ କିମ୍ବା ତା’ପରେ ଜନ୍ମ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ୩ ବର୍ଷୀୟ ଭାରତୀୟ ପୋଷ୍ୟ କନ୍ୟା ନିଖୋଜ: ସ୍ୱରାଜଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଆମେରିକାର ଟେକ୍‌ସାସ୍‌ରେ ଜଣେ ତିନି ବର୍ଷୀୟ ଭାରତୀୟ ବାଳିକା ନିଖୋଜ ହୋଇଥିବା କାରଣରୁ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମିଳିଥିବା ଖବର ଅନୁସାରେ, ଶନିବାର ଦିନ କ୍ଷୀର ନ ପିଇବାକୁ ଜିଦି କରିବାରୁ ତା’ର ବାପାମାଆ ତାକୁ…
ଅଧିକ ଖବର ଦେଖନ୍ତୁ...

ହିମାଚଳ ପ୍ରଦେଶରେ ପୋଲ ଭୁଶୁଡ଼ି ୬ ଆହତ

ଚମ୍ବା: ହିମାଚଳ ପ୍ରଦେଶର ଚମ୍ବା ସହରକୁ ପଞ୍ଜାବର ପଠାଣକୋଟ ସହ ସଂଯୋଗ କରୁଥିବା ଏକ କଙ୍କ୍ରିଟ୍‌ ପୋଲ ଗୁରୁବାର ଦିନ ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ୬ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ପଣ୍ଡିତ ଜବାହରଲାଲ୍‌ ନେହେରୁ ମେଡିକାଲ୍‌ କଲେଜକୁ ନିଆଯାଇ ତତ୍‌କ୍ଷଣାତ୍‌ ଚିକିତ୍ସା କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା

ଡେରାଡୁନ୍‌: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଅନ୍ତର୍ଗତ କେଦାରନାଥ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ ଏବଂ ଉତ୍ତରାଖଣ୍ଡର ରାଜ୍ୟପାଳ କେକେ ପଲ୍‌ ତାଙ୍କୁ ପାଛୋଟି ନେଇଥିଲେ। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ପରିବାର ଲୋକଙ୍କୁ ଦେଖି କାନ୍ଦି ପକାଇଲେ ହନିପ୍ରୀତ୍‌

ଅମ୍ବାଲା: ଏଥର ଦୀପାବଳିରେ ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କ ପରିବାର ତାଙ୍କୁ ହରିୟାନାର ଅମ୍ବାଲା ଜେଲ୍‌ରେ ଭେଟି ମହମବତି ଓ ମିଠା ଉପହାର ଦେଇଥିଲେ। ନିଜ ପରିବାରର ସଦସ୍ୟମାନଙ୍କୁ ଦେଖି ଡେରାମୁଖ୍ୟ ସଚ୍ଚା ସୌଦା ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ ସିଂହଙ୍କ ପୋଷ୍ୟା କନ୍ୟା କାନ୍ଦି ପକାଇ ଥିଲେ।…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁ: ବସ୍‌ ଡିପୋର ଛାତ ଭୁଶୁଡ଼ି ଆଠ ମୃତ

ନାଗାପଟ୍ଟିନମ୍‌: ଶୁକ୍ରବାର ପ୍ରତ୍ୟୁଷରେ ନାଗାପଟ୍ଟିନମ୍‌ ଜିଲ୍ଲା ଅନ୍ତର୍ଗତ ପୋରାୟାର ଠାରେ ଥିବା ତାମିଲନାଡୁ ରାଜ୍ୟ ପରିବହନ ନିଗମର ଏକ ୪୦ ବର୍ଷ ପୁରୁଣା କୋଠାଘରର ଛାତର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ଆଠ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିମାନ ବନ୍ଦର ଓ ରେଳଷ୍ଟେସନ୍‌ର ଓ୍ଵାଇଫାଇ ବ୍ୟବହାର କଲେ ସାଇବର୍‌ ଆକ୍ରମଣର ଶିକାର ହୋଇ ପାରନ୍ତି

ଚେନ୍ନାଇ: ରେଳ ଷ୍ଟେସନ୍‌ ଏବଂ ବିମାନ ବନ୍ଦରରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଓ୍ଵାୟାର୍‌ଲେସ୍‌ କମ୍ପ୍ୟୁଟର୍‌ ନେଟ୍‌ଓ୍ଵାର୍କ ବ୍ୟବହାର କରି ଇଣ୍ଟର୍‌ନେଟ୍‌ ବ୍ରାଉଜ୍‌ କଲେ ସାଇବର୍‌ ଆକ୍ରମଣର ଶିକାର ହେବାର ଆଶଙ୍କା ରହିଛି ବୋଲି ସରକାରୀ ଏଜେନ୍‌ସି ଇଣ୍ଡିଆନ୍‌ କମ୍ପ୍ୟୁଟର୍‌…
ଅଧିକ ଖବର ଦେଖନ୍ତୁ...