ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଏଣିକି ଜୋର୍‌ ହର୍ଣ୍ଣ ମାରିଲେ ଦେବାକୁ ପଡ଼ିବ ଫାଇନ୍‌!

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଏଣିକି ବସ ଡ୍ରାଇଭର ସାବଧାନ ରହିବା ଉଚିତ। ଏଣିକି ଜୋର ହର୍ଣ୍ଣ ମାରିଲେ ଆପଣଙ୍କୁ ଫାଇନ ଦେବାକୁ ପଡ଼ିବ। ରାଜଧାନୀ ଦିଲ୍ଲୀରେ ଏଭଳି ନୂଆ ନିୟମ ପ୍ରଚଳିତ ହେବାକୁ ଯାଉଛି। ଦିଲ୍ଲୀ ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛି।…
ଅଧିକ ଖବର ଦେଖନ୍ତୁ...

ତାଜମହଲ ହେଉଛି ଭାରତୀୟଙ୍କ ଝାଳ, ରକ୍ତ ଓ ପରିଶ୍ରମର ଫଳ: ଯୋଗୀ

ନୂଆଦିଲ୍ଲୀ: ନିକଟରେ ବିଜେପି ନେତା ସଙ୍ଗୀତ ସୋମ ତାଜମହଲର ଐତିହାସିକତା ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଉତ୍ତରପ୍ରଦେଶର ସରକାର ଉତକ୍ଷିପ୍ତ ହୋଇ ପଡ଼ିଛନ୍ତି। ସଙ୍ଗୀତଙ୍କ ଏହି ବିବାଦୀୟ ବୟାନ ଉପରେ ଟିପ୍ପଣୀ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, କିଏ କ’ଣ…
ଅଧିକ ଖବର ଦେଖନ୍ତୁ...

ଯେ କୌଣସ ମୁହୂର୍ତ୍ତରେ ପରାମାଣୁ ଯୁଦ୍ଧର ଧମକ ଦେଲା ଉତ୍ତରକୋରିଆ

ମିଳିତ ଜାତିସଂଘ: ଯେ କୌଣସି ମୁହୂର୍ତ୍ତରେ କୋରିଆ ଉପଦ୍ୱୀପ ଅଞ୍ଚଳରେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି। ମିଳିତ ଜାତିସଂଘରେ ଉତ୍ତର କୋରିଆର ଡେପୁଟି ରାଜଦୂତ ସୋମବାର ଦିନ ଏ ପ୍ରକାର ମନ୍ତବ୍ୟ ଦେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛନ୍ତି। ମିଳିତ…
ଅଧିକ ଖବର ଦେଖନ୍ତୁ...

ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଗାର୍ଡ ଅଫ ଅନର ଦେବାକୁ ମନାକରି ଛୁଟିରେ ଗଲେ  ୨୫୦ ପୁଲିସ

ଯୋଧପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିିଆଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ତାଙ୍କ ଅଧୀନାରେ ଥିବା ଗୃହବିଭାଗର କର୍ମଚାରୀ।  କେନ୍ଦ୍ର ଗୃହମନ୍ତ୍ରୀ  ରାଜନାଥ ସିଂହଙ୍କ ରାଜସ୍ଥାନ ଗସ୍ତ ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ଦେବା ପାଇଁ  ନିୟୋଜିତ…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଦପ୍ତରରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ :ଗତକାଲି ବିଳମ୍ବିତ ରାତିରେ ସାଉଥ ବ୍ଲକ୍‌ରେ ଥିବା ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ନିଆଁ ଲାଗିଥିଲା। ଖବର ପାଇ ୧୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ମାତ୍ର ୨୦ ମିନିଟ୍‌ ମଧ୍ୟରେ ନିଆଁକୁ ଆୟତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଧନଜୀବନର କୌଣସି କ୍ଷତି ହୋଇନାହିଁ ବୋଲି ଫାୟାର…
ଅଧିକ ଖବର ଦେଖନ୍ତୁ...

ବିଜେପି ସବୁଠାରୁ ଧନୀ, ଦ୍ୱିତୀୟରେ କଂଗ୍ରେସ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ। ତା ତଳକୁ ରହିଛି କଂଗ୍ରେସ ଦଳ। ଭାରତର ୭ଟି ରାଜନୈତିକ ଦଳ ମଧ୍ୟରୁ ବିଜେପି ସବୁଠାରୁ ଅଧିକ ଧନୀ ଦଳ। ୨୦୧୫-୧୬ରେ ଏହାର ସମ୍ପତ୍ତି ପରିମାଣ ରହିଥିଲା ୮୯୪ କୋଟି। ସେହିପରି ଧନୀ ଦଳ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି…
ଅଧିକ ଖବର ଦେଖନ୍ତୁ...

୯୦ ପ୍ରତିଶତ ଆଇଏଏସ୍‌ ଅଧିକାରୀ କାମ କରୁନାହାନ୍ତି: କେଜ୍ରିଓ୍ଵାଲ

ନୂଆଦିଲ୍ଲୀ,: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଇଏଏସ୍‌ ଅଧିକାରୀମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ୯୦ ପ୍ରତିଶତ ଆଇଏଏସ୍‌ ଅଧିକାରୀ ସେମାନଙ୍କ କାମ ଠିକ୍‌ ଭାବେ କରୁନାହାନ୍ତି ଏବଂ ଫାଇଲ୍‌ ଅଯଥାରେ ପଡ଼ି ରହୁଛି ବୋଲି କେଜ୍ରିଓ୍ଵାଲ କହିଛନ୍ତି। ଦିଲ୍ଲୀର ବିକାଶ…
ଅଧିକ ଖବର ଦେଖନ୍ତୁ...

ଗିନିଜ୍‌ ରେକର୍ଡ ହେବ ଅଯୋଧ୍ୟା ଦୀପାବଳି!

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥର ଅଯୋଧ୍ୟାରେ ହିଁ ଦୀପାବଳି ପାଳିବେ ବୋଲି ଜଣାଯାଇଛି। ଯୋଗୀଙ୍କ ଉପସ୍ଥିତିରେ ସମର୍ଥକ ଏବଂ ଶ୍ରଦ୍ଧାଳୁମାନେ ସେଠାରେ ଦୁଇ ଲକ୍ଷ ମାଟି ଦୀପ ଜାଳିବାର ବ୍ୟବସ୍ଥା ହୋଇଛି। ଏଭଳି ବୃହତ୍‌ ଦୀପଜଳା କାର୍ଯ୍ୟକ୍ରମ ଗିନିଜ୍‌ ବିଶ୍ୱ…
ଅଧିକ ଖବର ଦେଖନ୍ତୁ...

ଥାକ୍‌ରେଙ୍କୁ ଭେଟିବାରୁ ସୋନିଆ ମର୍ମାହତ ଥିଲେ

ନୂଆଦିଲ୍ଲୀ : ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶିବସେନା ମୁଖ୍ୟ ବାଲ୍‌ ଥାକ୍‌ରେଙ୍କୁ ନଭେଟିବା ଲାଗି ଉପା ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବାରଣ କରିଥିଲେ। ମାତ୍ର ବିରୋଧୀ ଏନ୍‌ଡିଏର ସହଯୋଗୀ ଥାଇ ସୁଦ୍ଧା ଥାକ୍‌ରେ ତାଙ୍କ ପ୍ରାର୍ଥିତ୍ୱକୁ…
ଅଧିକ ଖବର ଦେଖନ୍ତୁ...

ନୌସେନାରେ ସାମିଲ ହେଲା ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌ କିଲ୍‌ଟାନ’

ବିଶାଖାପାଟଣା : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌ କିଲ୍‌ଟାନ’କୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ନୌସେନା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ନୌସେନାରେ ପୂର୍ବରୁ ସାମିଲ ହୋଇଥିବା ଶିବାଲିକ, କୋଲକାତା ଶ୍ରେଣୀର ଯୁଦ୍ଧ ଜାହାଜ ସାଙ୍ଗକୁ…
ଅଧିକ ଖବର ଦେଖନ୍ତୁ...