ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଆଇଏନଏସ୍‌ କିଲଟନ୍‌କୁ ନୌସେନାରେ ସାମିଲ୍ କଲେ ପ୍ରତିରକ୍ଷା ମନ୍ତ୍ରୀ

ବିଶାଖାପଟ୍ଟନମ୍ :ଭାରତର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆଇଏନଏସ୍‌ କିଲଟନ୍‌କୁ ଭାରତୀୟ ନୌସେନାକୁ ସମର୍ପଣ କରିଛନ୍ତି।ବିଶାଖାାପଟନମ୍‌ଠାରେ ପୂର୍ବତଟ ନାଭାଲ କମାଣ୍ଡଠାରେ ଉପସ୍ଥିତ ରହି ପ୍ରତିରକ୍ଷା ମନ୍ତ୍ରୀ ଏହି ଔପଚାରିକତା ପୂରଣ କରିଛନ୍ତି। ଆଇଏନଏସ୍‌ କିଲ୍‌ଟନ୍‌କୁ ସବୁଠୁଁ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ମେଗା ଦୀପାବଳି ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଏ ବର୍ଷ ଅଯୋଧ୍ୟାରେ ଦୀପାବଳି ପାଳନ କରିବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିବାଦକୁ ସ୍ପଷ୍ଟ ଏଡ଼ାଇ ସେ କହିଛନ୍ତି ଯେ ରାମଜନ୍ମଭୂମି ଝାମେଲା ସହ ଏହି ଉତ୍ସବର କୌଣସି ସଂଯୋଗ ନାହିଁ। ନିଜ ସହଯୋଗୀମାନଙ୍କ ସହ ଅଯୋଧ୍ୟାରେ ଦୀପାବଳି ବିତାଇବାକୁ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ତାଜମହଲ ଭାରତୀୟ ସଂସ୍କୃତି ନୁହେଁ: ବିଜେପି ବିଧାୟକ ସୋମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକ କହିଛନ୍ତି ଯେ ହିନ୍ଦୁଙ୍କ ମୂଳୋତ୍ପାଟନ ପାଇଁ ଉଦ୍ୟମ କରିଥିବା ମୋଗଲ ସମ୍ରାଟ ଶାହା ଜହାନ୍‌ ପରି ଲୋକମାନଙ୍କୁ ଯଦି ଇତିହାରସ ଅଂଶ ଏବଂ ସଂସ୍କୃତି ଭାବେ ଦେଖାଯାଏ, ଆମେ ସେ ଇତିହାସକୁ ବଦଳାଇ ଦେବୁ। ଏବେ ମଧ୍ୟ ଯଦି ସେଭଳି ଲୋକଙ୍କୁ ଗୌରବମୟ…
ଅଧିକ ଖବର ଦେଖନ୍ତୁ...

ସୋମାଲିଆରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ୨୭୬ ମୃତ

ମୋଗାଦିଶୁ: ସୋମାଲିଆର ରାଜଧାନୀରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିବାରୁ ୨୭୬ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ୩୦୦ ଲୋକ ଆହତ ହୋଇଛନ୍ତି। ସୋମବାର ସକାଳେ ଏ କଥା ଘୋଷଣା କରିଛନ୍ତି ଦେଶର ସୂଚନା ମନ୍ତ୍ରୀ। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଅବ୍‌ଦିରହମନ୍‌ ଓସ୍‌ମାନ୍‌ ଏକ ଟୁଇଟ୍‌ରେ ଏହି…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ସିଲିଣ୍ଡର୍‌ ବିସ୍ଫୋରଣ: ଘର ଭାଙ୍ଗିପଡ଼ିବାରୁ ୭ ମୃତ

ବେଙ୍ଗାଲୁରୁ: ସୋମବାର ସକାଳେ ବେଙ୍ଗାଲୁରୁର ଏଜିପୁର ଅଞ୍ଚଳରେ ଏକ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଏକ ଦୁଇ ମହଲା ଘର ଭାଙ୍ଗି ପଡ଼ିବାରୁ ଅନ୍ୟୂନ ସାତ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ପ୍ରତ୍ୟକ୍ଷଦର୍ଶୀମାନେ କହନ୍ତି: ସକାଳ ପ୍ରାୟ ୭ଟାବେଳେ ବିସ୍ଫୋରଣ…
ଅଧିକ ଖବର ଦେଖନ୍ତୁ...

ଏମେରାଲ୍‌ଡ୍‌ ଷ୍ଟାର୍‌ର ଦୁର୍ଗତ ନାବିକଙ୍କ ଉଦ୍ଧାର ପାଇଁ ନୌସେନା ବିମାନ ପଠାଇଲା ଭାରତ

ନୂଆଦିଲ୍ଲୀ: ଫିଲିପ୍ପିନ୍‌ସ୍‌ର ଉତ୍ତର-ପୁର୍ବ ସମୁଦ୍ର ଜଳରାଶି ମଧ୍ୟରେ ବୁଡ଼ି ଯାଇଥିବା ପଣ୍ୟବାହୀ ଜାହାଜ ଏମ୍‌ଭି ଏମେରାଲ୍‌ଡ୍‌ ଷ୍ଟାର୍‌ର ନାବିକମାନଙ୍କୁ ଖୋଜିବା ନିମନ୍ତେ ଭାରତ ମାନିଲାକୁ ନୌବାହିନୀର ଏକ ପାଟ୍ରୋଲ୍‌ ବିମାନ ପଠାଇଛି। ରବିବାର ରାତିରେ ପଠାଯାଇଥିବା ପି-୧୮ ପାଟ୍ରୋଲ୍‌…
ଅଧିକ ଖବର ଦେଖନ୍ତୁ...

ମାନସିକ ଅସୁସ୍ଥ ବନ୍ଦୀ ତାଲିକାର ଶୀର୍ଷରେ ରହିଛି ଦକ୍ଷିଣ ଭାରତୀୟ ଜେଲ୍‌

ହାଇଦ୍ରାବାଦ: ନିକଟରେ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ୍‌ ହେଲ୍‌ଥ୍‌ ଆଣ୍ଡ୍‌ ନୁରୋ ସାଇନ୍‌ସେସ୍‌ (ନିମ୍‌ହାନ୍‌ସ୍‌) ଦେଶରେ ବନ୍ଦୀଥିବା ମାନସିକ ଅସୁସ୍ଥ ବନ୍ଦୀଙ୍କ ଉପରେ ଏକ ସର୍ବେକ୍ଷଣ କରି ଜଣାଇଛି ଯେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଏ ଭଳି ବନ୍ଦୀଙ୍କ ସଂଖ୍ୟା ଖୁବ୍‌…
ଅଧିକ ଖବର ଦେଖନ୍ତୁ...

ଉନ୍ନତ ସେବା ନିମନ୍ତେ ଜିଲ୍ଲା ଚିକିତ୍ସାଳୟଗୁଡ଼ିକର ପାହ୍ୟା ବଢ଼ାଇବେ ସରକାର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ନିମନ୍ତେ ସରକାରୀ ଡାକ୍ତରଖାନାଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବଢ଼ାଇବା ପାଇଁ ନୀତି ଆୟୋଗଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜିଲ୍ଲା ଚିକିତ୍ସାଳୟଗୁଡ଼ିକୁ ସେମାନଙ୍କର ସ୍ୱାସ୍ଥ୍ୟ ସୂଚକ କାର୍ଯ୍ୟ ଦକ୍ଷତା ଭିତ୍ତିରେ ପାହ୍ୟା ପ୍ରଦାନ କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ଦୀପାବଳିକୁ ଅଯୋଧ୍ୟାରେ ରାମମନ୍ଦିର: ସ୍ୱାମୀ

ପାଟନା : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଆସନ୍ତାବର୍ଷ ଦୀପାବଳିକୁ ଏହା ସମ୍ପୂର୍ଣ୍ଣ ହୋଇସାରିଥିବ। ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ୍‌ ସ୍ୱାମୀ ଏପରି ଆକଳନ କରି କହିଛନ୍ତି। ପାଟନା ଠାରେ ତାଙ୍କ ଦ୍ୱାରା ସ୍ଥାପିତ…
ଅଧିକ ଖବର ଦେଖନ୍ତୁ...

ତିରୁମାଳା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାରୁ ଚାନ୍ଦା ଆଦାୟ: ବିଦା ହେଲେ ୨୪୩ ନାପିତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା ଅନ୍ତର୍ଗତ ତିରୁପତି ସ୍ଥିତ ପ୍ରଖ୍ୟାତ ତିରୁମାଳା ମନ୍ଦିରକୁ ମୁଣ୍ଡନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ମନ୍ଦିର ପ୍ରଶାସନ ୨୪୩ ଜଣ ନାପିତଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଅପରପକ୍ଷେ, ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...