ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବାଣ ବିକ୍ରି ବନ୍ଦକୁ ସାମ୍ପ୍ରଦାୟିକ ରୂପ ଦେବା ଦୁଃଖଦାୟକ

ନୂଆଦିଲ୍ଲୀ : ଦିଲ୍ଲୀରେ ବାଣ ବିକ୍ରି ବନ୍ଦ ପାଇଁ ସୁପ୍ରିମ କୋର୍ଟଙ୍କ ରାୟକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି। ତେବେ ପ୍ରଦୂଷଣ ସ୍ତର କମାଇବା ପାଇଁ ବାଣ ବନ୍ଦ ନିଷ୍ପତ୍ତିକୁ ଅଯଥାରେ ରାଜନୀତିକ ଏବଂ ସାମ୍ପ୍ରଦାୟିକ ରୂପ ଦେବା ଦୁଃଖଦାୟକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତ।…
ଅଧିକ ଖବର ଦେଖନ୍ତୁ...

ନୀଳତିମି ଖେଳ ବନ୍ଦ ନେଇ ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅନେକ ନିରୀହ ଜୀବନ ନେଇଥିବା ଭୟଙ୍କର ଖେଳ ‘ନୀଳତିମି’ ବା ବ୍ଲୁ ହେ୍ଵଲ୍‌ ଗେମ୍‌କୁ ବନ୍ଦ କରିବାନେଇ ଆଜି ସୁପ୍ରିମକୋର୍ଟ ସରକାରଙ୍କଠାରୁ ଜବାବ୍‌ ମାଗିଛନ୍ତି। ପ୍ରଧାନ ବିଚାରପତିି ଦୀପକ ମିଶ୍ରଙ୍କ ଦ୍ୱାରା ବିଚାରପତି ଏ.ଏମ ଖାନଓ୍ଵିଲକାର ଏବଂ ବିଚାରପତି ଡିଓ୍ଵାଇ…
ଅଧିକ ଖବର ଦେଖନ୍ତୁ...

ବିଏଚ୍‌ୟୁରେ ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ 

ବାରାଣାସୀ : ଗତ ସେପ୍ଟେମ୍ବର ୨୧ ତାରିଖରେ ବନାରସ ହିନ୍ଦୁ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଶ୍ୱ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀମାନଙ୍କ ଆନ୍ଦୋଳନ ଅତି ଭୟାବହ ରୂପ ନେଇଥିଲା। ତେବେ ପୁଣିଥରେ ବିଏଚୟୁରେ ଅନ୍ୟ ଜଣେ ଛାତ୍ରୀଙ୍କୁ ଗତକାଲି ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଆଇଟିରେ ଡେରା ଅଧ୍ୟକ୍ଷା ବିପାସନା ହାଜର

ଚଣ୍ଡୀଗଡ଼ : ଡେରା ସଚ୍ଚା ସୌଦାର ଅଧ୍ୟକ୍ଷା ବିପାସନା ଇନସାନ୍‌ ଆଜି ହରିୟାଣା ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ନିକଟରେ ହାଜର ହୋଇଛନ୍ତି। ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମ ଗତ ଅଗଷ୍ଟ ୨୫ରେ ଦୋଷୀ ସାବ୍ୟସ୍ତ ହେବା ଦିନ ପଞ୍ଚକୁଳାରେ ସଂଘଟିତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ସମେତ ଦେଶର ୬ଟି ଏମ୍ସରେ ବ୍ୟାପକ ସୁଧାର ଅଣାଯିବ

ନୂଆଦିଲ୍ଲୀ : ଭୁବନେଶ୍ୱର ସମେତ ମଧ୍ୟପ୍ରଦେଶର ଭୋପାଳ, ଛତିଶଗଡ଼ର ରାୟପୁର, ବିହାରର ପାଟନା, ରାଜସ୍ଥାନର ଯୋଧପୁର ତଥା ଉତ୍ତରାଖଣ୍ଡର ଋଷିକେଶର ସ୍ଥାପନ କରାଯାଇଥିବା ଏମ୍ସ ଗୁଡ଼ିକରେ ପୂର୍ଣ୍ଣ ରୂପରେ ଭିତ୍ତିଭୂମିର ପ୍ରତିଷ୍ଠା ହୋଇପାରିନଥିବା ତଥା ଜରୁରୀକାଳିନ ସେବାର ଉପଲବ୍ଧି ହୋଇପାରୁନଥିବାରୁ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଆମେରିକା

ଓ୍ଵାସିଂଟନ:     ପରମାଣୁ ଅସ୍ତ୍ରରେ ବଳୀୟାନ ଉତ୍ତର କୋରିଆର ମୁକାବିଲା ନିମନ୍ତେ ବଡ଼ ଧରଣର ଯୁଦ୍ଧ ପାଇଁ  ଆମେରିକା ଏବେ ପ୍ରସ୍ତୁତ ହେଉଛି। ଉତ୍ତର କୋରିଆର ତୁହାକୁ ତୁହା ଧମକର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ମଧ୍ୟ ଏହି ଅବାଧ୍ୟ ରାଷ୍ଟ୍ରକୁ ଉଚିତ ଶିକ୍ଷା ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

୪ ହଜାର କିମି ଚୀନ୍‌ ସୀମାରେ ସ୍ଥିତି ସୁଦୃଢ଼ କରିବ ଭାରତ

ନୂଆଦିଲ୍ଲୀ: ବିବାଦୀୟ ଡୋକଲାମ  ଅଂଚଳ ସମେତ ୪ ହଜାର କିମି ଦୀର୍ଘ ଭାରତ-ଚୀନ ସୀମାରେ ସ୍ଥିତି ସୁଦୃଢ଼ କରିବାକୁ ଭାରତ ନିଷ୍ପତ୍ତି ନେଇଛି।  ସେନାର କମାଣ୍ଡର ସମ୍ମିଳନୀରେ ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।   ବର୍ତ୍ତମାନ ସୀମାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବହୁଗୁଣିତ…
ଅଧିକ ଖବର ଦେଖନ୍ତୁ...

ଦେଶର ସୁରକ୍ଷା ଏବଂ ଶରଣାର୍ଥୀଙ୍କ ମାନବାଧିକାର ମଧ୍ୟରେ ସନ୍ତୁଳନ ରଖ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀମାନେ ଦେଶର ସୁରକ୍ଷା ପ୍ରତି ବିପଦ ଏବଂ ସେମାନଙ୍କୁ ଦେଶରୁ ବିତାଡ଼ିତ କରିବା ଜରୁରୀ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ମାମଲାରେ ଆଜି ସୁପ୍ରିମ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଏ କ୍ଷେତ୍ରରେ ସରକାର ଦେଶର…
ଅଧିକ ଖବର ଦେଖନ୍ତୁ...

ଟୋକିଓ ବିଶ୍ୱର ସବୁଠୁ ନିରାପଦ ସହର

ନୂଆଦିଲ୍ଲୀ : ଜାପାନ ରାଜଧାନୀ ଟୋକିଓ ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ନିରାପଦ ସହରର ମାନ୍ୟତା ହାସଲ କରିଛି। ଅପରପକ୍ଷେ, ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ୱାରା ପ୍ରସ୍ତୁତ ଏହି ୬୦ ସହର ବିଶିଷ୍ଟ ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଆମେରିକାର କୌଣସି ସହର ରହିନାହିଁ। ତାଲିକାର ଶୀର୍ଷ ଆଡୁ…
ଅଧିକ ଖବର ଦେଖନ୍ତୁ...

ଆରୁଷି ହତ୍ୟା ମାମଲା: ସିବିଆଇ ଅଦାଲତ ରାୟକୁ ହାଇକୋର୍ଟର ଭର୍ତ୍ସନା

ଆହ୍ଲାବାଦ: ମେ, ୨୦୦୮ରେ ଉତ୍ତର ପ୍ରଦେଶ  ନୋଏଡ଼ାର ଜଳବାୟୁ ବିହାରରେ ଘଟିଥିବା ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ଡବଲ ମର୍ଡର ମାମଲାରେ ଗତକାଲି ଆହ୍ଲାବାଦ ହାଇକୋର୍ଟ ଆରୁଷିଙ୍କ ପିତା ରାଜେଶ ତଲଓ୍ଵାର ଓ ମା’ ନୂପୁର ତଲବାରଙ୍କୁ ଦୋଷମୁକ୍ତ କରିଥିବା ବେଳେ ସିବିଆଇ କୋର୍ଟର ରାୟକୁ  କଡ଼ା ସମାଲୋଚନା…
ଅଧିକ ଖବର ଦେଖନ୍ତୁ...