ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

୧୦ ଦେଶ ସହ ନୌଜ୍ଞାନ ଆଦାନପ୍ରଦାନ

ଗୋଆ: ଭାରତ ମହାସାଗରରେ ନିଜ ପ୍ରଭାବ ବିସ୍ତାର କରିବାକୁ ମସୁଧା ଜାରି ରଖିଥିବା ଚୀନ୍‌କୁ ସାବାଡ଼ କରିବା ଲାଗି ଭାରତ ଏବେ ନୂଆ କୌଶଳ ଆପଣାଇଛି। ପ୍ରଥମ ଥର ପାଇଁ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ମରିସସ୍‌ ପରି ୧୦ଟି ଦେଶ ସହ ଭାରତ ନୌଜ୍ଞାନକୌଶଳର ଆଦାନପ୍ରଦାନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଜୟଙ୍କ ପରେ ଶୌର୍ଯ୍ୟ

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ସମ୍ପତ୍ତି ବିବାଦକୁ ନେଇ ଚର୍ଚ୍ଚା ଥମୁଣୁ ଏବେ ବିଜେପିକୁ ଘେରିବା ପାଇଁ କଂଗ୍ରେସକୁ ଆଉ ଏକ ଅସ୍ତ୍ର ମିଳିଯାଇଛି। ଓ୍ଵବ୍‌ସାଇଟ ‘ଦ ଓୟାର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ…
ଅଧିକ ଖବର ଦେଖନ୍ତୁ...

ଆମେରିକାକୁ ଉତ୍ତର କୋରିଆର ପୁଣି ଧମକ

ସିଓଲ୍‌(ଦକ୍ଷିଣ କୋରିଆ): ଆମେରିକା ରାଷ୍ଟ୍ରପତି ଡୋଲାଲ୍ଜ ଟ୍ରମ୍ପ୍‌ଙ୍କ ୫ ରାଷ୍ଟ୍ରୀୟ ଏସିଆ ଗସ୍ତର ଅବ୍ୟବହିତ ପୂର୍ବରୁ ଉତ୍ତର କୋରିଆ ପୁଣି ଧମକ ଦେଇଛି। ବିଭିନ୍ନ ରାଷ୍ଟ୍ର ମାଧ୍ୟମରେ ଯେତେ ଚାପ ପକାଇଲେ ବି ଉତ୍ତର କୋରିଆ ତା’ର ପରମାଣୁ ଅସ୍ତ୍ରଶସ୍ତ୍ର ଆହରଣ ଯୋଜନା ଜାରି ରଖିବ। ଏପରିକି…
ଅଧିକ ଖବର ଦେଖନ୍ତୁ...

ଫିଲ୍ଡ ମାର୍ଶାଲ୍‌ କେଏମ୍‌ କାରିଆପା ଭାରତ ରତ୍ନର ହକ୍‌ଦାର : ବିପିନ ରାଓ୍ଵତ

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ କମାଣ୍ଡର-ଇନ୍‌-ଚିଫ୍‌ ତଥା ଫିଲ୍ଡ ମାର୍ଶାଲ କେଏମ୍‌ କାରିଆପା ଭାରତ ରତ୍ନର ହକ୍‌ଦାର। ସେ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ବୋଲି ଆଜି ସେନାମୁଖ୍ୟ ବିପିନ୍‌ ରାଓ୍ଵତ କହିଛନ୍ତି। ଖୁବ୍‌ଶୀଘ୍ର ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ୍‌ଙ୍କ ମାରାଥନ ଏସିଆ ଗସ୍ତ:୫ଟି ରାଷ୍ଟ୍ରରେ କଟାଇବେ ୧୧ ଦିନ

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମାରାଥନ ଏସିଆ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଟ୍ରମ୍ପ୍‌ଙ୍କ ଏହି ଗସ୍ତ ୧୧ ଦିନ ବ୍ୟାପୀ ଜାରି ରହିବ ଏବଂ ଏହି ଅବସରରେ ସେ ୫ଟି ରାଷ୍ଟ୍ର ଜାପାନ, ଦକ୍ଷିଣ କୋରିଆ, ଚୀନ୍‌, ଭିଏତନାମ ଏବଂ ଫିଲିପାଇନ୍‌ସ ଗସ୍ତ କରିବେ। ଟ୍ରମ୍ପ୍‌…
ଅଧିକ ଖବର ଦେଖନ୍ତୁ...

ଆହ୍ଲାବାଦ୍‌ରୁ ସେନା ଆମ୍ବୁଲାନ୍ସ ଚୋରି କରି ଯବାନ ଧରା ପଡ଼ିଲେ 

ନୂଆଦିଲ୍ଲୀ: ଦେଶବାସୀଙ୍କ ସୁରକ୍ଷା ଲାଗି ନିୟୋଜିତ ହୋଇଥିବା ଯବାନ ଯଦି ଚୋରି କରିବେ ତେବେ ତା’ଠାରୁ  ଲଜ୍ଜା ଆଉ କିଛି ନାହିଁ। ତେବେ ସବୁଠାରୁ ବଡ଼ ବିସ୍ମୟ  ହେଉଛି ଯବାନ ସେନା ଆମ୍ବୁଲାନ୍ସ ଚୋରି କରିବା। ଜଣେ ସେନା ଯବାନ ଆଜି ଆହ୍ଲାବାଦରୁ ସେନା ଆମ୍ବୁଲାନ୍ସ ଚୋରି କରି ପୁଲିସ ହାତରେ ଧରା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ପାଳନ କଲେ ବୋଇତ ବନ୍ଦାଣ ଉତ୍ସବ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନ୍‌ସିଆର୍‌ ଅଂଚଳରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବୋଇତ ବନ୍ଦାଣ ଉତ୍ସବ ପାଳିଛନ୍ତି। ଭୋର୍‌ରୁ ଶ୍ରଦ୍ଧାଳୁମାନେ ଯୁମନା ନଦୀ କୂଳରେ ଡଙ୍ଗା ଭସାଇଥିଲେ। ପ୍ରବାସୀ ଓଡ଼ିଆ ସଂଗଠନ ‘ଓଡ଼ିଆ ପୁଅ’ ଓ ବାଳ ଜାଗୃତି ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ ବର୍ଷା ବିତ୍ପାତ, ୧୨ ମୃତ

ଚେନ୍ନାଇ: ଲଗାଣ ବର୍ଷାରେ ଚେନ୍ନାଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସହରର ଅଧାଅଧିକ ଅଂଚଳ ଜଳବନ୍ଦୀ ହୋଇ ରହିଛି। ଗତ ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବର୍ଷା ଏବେ ଲୋକଙ୍କ ପାଇଁ ଘୋର ସଙ୍କଟର କାରଣ ହୋଇଛି । ବର୍ଷା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସହରର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ରେକର୍ଡ଼ : ୫୦ ଜଣ ସେଫ୍‌ ରାନ୍ଧିଲେ ୯୧୮ କିଲୋ ଖେଚେଡି, ବାବା ରାମଦେବ ଦେଲେ ଛୁଙ୍କ

ନୂଆଦିଲ୍ଲୀ: ଭାରତ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ନୂଆଦିଲ୍ଲୀରେ ଶନିବାର ଆରମ୍ଭ ହୋଇଥିବା ଓ୍ଵାର୍ଲଡ଼ ଫୁଡ଼୍‍ ଇଭେଣ୍ଟରେ ୯୧୮ କିଲୋ ଖେଚେଡି ପ୍ରସ୍ତୁତ କରି ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି ଭାରତ। ଦେଶର ଜଣାଶୁଣା ସେଫ୍‌ ସଂଜୀବ କପୁରଙ୍କ ନେତୃତ୍ୱରେ ୫୦ ଜଣ ସେଫ୍‌ ୯୧୮ କିଲୋ ଖେଚେଡ଼ି…
ଅଧିକ ଖବର ଦେଖନ୍ତୁ...

ବିହାର: କାର୍ତ୍ତିକ ପୂର୍ଣ୍ଣିମା ପାଳନ ସମୟରେ ଦଳାଚକଟାରେ ୩ ମୃତ

ପାଟନା: ବିହାରସ୍ଥିତ ବେଗୁସରାଇଠାରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଶନିବାର ଦିନ ଦଳଚକଟା ହେତୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି ୧୦ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି। ବେଗୁସରାଇର ସିମରିଆ ଘାଟରେ ପ୍ରବଳ ଲୋକ ଭିଡ଼ ହେତୁ ଏପରି ପରିସ୍ଥିତି ଉପୁଜିଛି। ଦଳାଚକଟରେ ମୃତ୍ୟୁ ଘଟିଥିବା…
ଅଧିକ ଖବର ଦେଖନ୍ତୁ...