ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଆମେରିକା

ଓ୍ଵାସିଂଟନ:     ପରମାଣୁ ଅସ୍ତ୍ରରେ ବଳୀୟାନ ଉତ୍ତର କୋରିଆର ମୁକାବିଲା ନିମନ୍ତେ ବଡ଼ ଧରଣର ଯୁଦ୍ଧ ପାଇଁ  ଆମେରିକା ଏବେ ପ୍ରସ୍ତୁତ ହେଉଛି। ଉତ୍ତର କୋରିଆର ତୁହାକୁ ତୁହା ଧମକର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ମଧ୍ୟ ଏହି ଅବାଧ୍ୟ ରାଷ୍ଟ୍ରକୁ ଉଚିତ ଶିକ୍ଷା ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

୪ ହଜାର କିମି ଚୀନ୍‌ ସୀମାରେ ସ୍ଥିତି ସୁଦୃଢ଼ କରିବ ଭାରତ

ନୂଆଦିଲ୍ଲୀ: ବିବାଦୀୟ ଡୋକଲାମ  ଅଂଚଳ ସମେତ ୪ ହଜାର କିମି ଦୀର୍ଘ ଭାରତ-ଚୀନ ସୀମାରେ ସ୍ଥିତି ସୁଦୃଢ଼ କରିବାକୁ ଭାରତ ନିଷ୍ପତ୍ତି ନେଇଛି।  ସେନାର କମାଣ୍ଡର ସମ୍ମିଳନୀରେ ଏ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।   ବର୍ତ୍ତମାନ ସୀମାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବହୁଗୁଣିତ…
ଅଧିକ ଖବର ଦେଖନ୍ତୁ...

ଦେଶର ସୁରକ୍ଷା ଏବଂ ଶରଣାର୍ଥୀଙ୍କ ମାନବାଧିକାର ମଧ୍ୟରେ ସନ୍ତୁଳନ ରଖ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀମାନେ ଦେଶର ସୁରକ୍ଷା ପ୍ରତି ବିପଦ ଏବଂ ସେମାନଙ୍କୁ ଦେଶରୁ ବିତାଡ଼ିତ କରିବା ଜରୁରୀ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ମାମଲାରେ ଆଜି ସୁପ୍ରିମ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଏ କ୍ଷେତ୍ରରେ ସରକାର ଦେଶର…
ଅଧିକ ଖବର ଦେଖନ୍ତୁ...

ଟୋକିଓ ବିଶ୍ୱର ସବୁଠୁ ନିରାପଦ ସହର

ନୂଆଦିଲ୍ଲୀ : ଜାପାନ ରାଜଧାନୀ ଟୋକିଓ ପୁଣି ଥରେ ବିଶ୍ୱର ଶ୍ରେଷ୍ଠ ନିରାପଦ ସହରର ମାନ୍ୟତା ହାସଲ କରିଛି। ଅପରପକ୍ଷେ, ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ୱାରା ପ୍ରସ୍ତୁତ ଏହି ୬୦ ସହର ବିଶିଷ୍ଟ ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଆମେରିକାର କୌଣସି ସହର ରହିନାହିଁ। ତାଲିକାର ଶୀର୍ଷ ଆଡୁ…
ଅଧିକ ଖବର ଦେଖନ୍ତୁ...

ଆରୁଷି ହତ୍ୟା ମାମଲା: ସିବିଆଇ ଅଦାଲତ ରାୟକୁ ହାଇକୋର୍ଟର ଭର୍ତ୍ସନା

ଆହ୍ଲାବାଦ: ମେ, ୨୦୦୮ରେ ଉତ୍ତର ପ୍ରଦେଶ  ନୋଏଡ଼ାର ଜଳବାୟୁ ବିହାରରେ ଘଟିଥିବା ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ଡବଲ ମର୍ଡର ମାମଲାରେ ଗତକାଲି ଆହ୍ଲାବାଦ ହାଇକୋର୍ଟ ଆରୁଷିଙ୍କ ପିତା ରାଜେଶ ତଲଓ୍ଵାର ଓ ମା’ ନୂପୁର ତଲବାରଙ୍କୁ ଦୋଷମୁକ୍ତ କରିଥିବା ବେଳେ ସିବିଆଇ କୋର୍ଟର ରାୟକୁ  କଡ଼ା ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

‘ଜୟ’ଙ୍କ କମ୍ପାନିରେ ଦୁର୍ନୀତିର ପ୍ରଶ୍ନ ଉଠୁନାହିଁ, ଅଭିଯୋଗକାରୀ ଅଦାଲତରେ ପ୍ରମାଣ ଦିଅନ୍ତୁ: ଅମିତ ଶାହା

ଅହମ୍ମଦାବାଦ: ପୁଅ ଜୟ ଶାହାଙ୍କ କମ୍ପାନିର ବ୍ୟବସାୟକୁ ନେଇ ଉଠିଥିବା ବିବାଦକୁ ନେଇ ଅମିତ ଶାହା ଶୁକ୍ରବାର ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ନେଇ ଆୟୋଜିତ ‘ପଞ୍ଚାୟତ ଆଜତକ’ରେ ଚାନେଲର ପରିଚାଳନା ସମ୍ପାଦକ ରାହୁଲ କମ୍ବଲଙ୍କ ପ୍ରଶ୍ନର…
ଅଧିକ ଖବର ଦେଖନ୍ତୁ...

ପ୍ରତି ୩ ଦିନରେ ଆତ୍ମହତ୍ୟା କରୁଛି ଜଣେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କ ମଧ୍ୟରୁ ପ୍ରତି ତିନି ଦିନରେ ଜଣେ ଯବାନ ଆତ୍ମହତ୍ୟା କରୁଥିବା ଜଣାପଡ଼ିଛି। ୨୦୧୪ ଜାନୁଆରି ୧ ତାରିଖରୁ ୨୦୧୭ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପ୍ରତି ତିନି ଦିନରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ସ୍ୱୀକାର କରିଛି ଦେଶର ପ୍ରତିରକ୍ଷା…
ଅଧିକ ଖବର ଦେଖନ୍ତୁ...

ବେଆଇନ ଭାବରେ ରହୁଥିବା ବିଦେଶୀ ନାଗରିକଙ୍କୁ ବାହାର କରିବେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ବେଆଇନ ଭାବରେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ବାହାର କରିବାକୁ ପଦକ୍ଷେପ ନେବାକୁ ଯାଉଛନ୍ତି। ଏ ବାବଦରେ ଯୋଗୀ ଆଦିତ୍ୟନାତ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆଦେଶ ମୁତାବିକ ଉତ୍ତରପ୍ରଦେଶରେ ଆଇନ…
ଅଧିକ ଖବର ଦେଖନ୍ତୁ...

ପ୍ରଶାନ୍ତ ମହାସାଗରରେ ଜାହାଜ ବୁଡ଼ିବାରୁ ୧୧ ଭାରତୀୟ ନିଖୋଜ

ଟେକିଓ: ଫିଲିପାଇନ୍ସ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଜାହାଜ ବୁଡ଼ିବାରୁ ୧୧ ଜଣ ନିଖୋଜ ଥିବା ଜଣାପଡ଼ିଛି। ଜାପାନର ତଟରକ୍ଷୀ ବାହିନୀ ଶୁକ୍ରବାର ଏହି ସୂଚନା ଦେଇଛି। ୩୩,୨୦୫ ଟନ ନେଇ ମାଲ୍ ନେଇ ଯାଉଥିବା ଜାହାଜ ‘ଇମିରାଲାର୍ଡ ଷ୍ଟାର’ରେ ୨୬ଜଣ ଭାରତୀୟ ସଦସ୍ୟ ଯାଉଥିଲେ। ହଙ୍ଗକଙ୍ଗ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

୯ ଶହ କୋଟି ଡଲାର୍‌ ସଞ୍ଚୟ କରିବାରେ ଭାରତ ସରକାରଙ୍କୁ ସହାୟତା କରିଛି ଆଧାର: ନିଲେକାନି

ଓ୍ଵାସିଂଟନ୍‌: ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ତାଲିକାଭୁକ୍ତ କରିଥିବା ଭାରତ ସରକାରଙ୍କର ଆଧାର କାର୍ଡ ଯୋଜନା ହିତାଧିକାରୀଙ୍କ ତାଲିକାରୁ ଚଞ୍ଚକମାନଙ୍କୁ ନିଷ୍କାସିତ କରି ଦେଶର ଖଜଣାଗାରରେ ପ୍ରାୟ ୯ ଶହ କୋଟି ଡଲାର୍‌ ସଞ୍ଚୟ କରିବାରେ ସହାୟତା କରିଛି ବୋଲି ଏହାର ପ୍ରଚଳନକର୍ତ୍ତା ନନ୍ଦନ…
ଅଧିକ ଖବର ଦେଖନ୍ତୁ...