ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବ୍ରେକଅପ୍‌ ପରେ ପ୍ରେମିକଙ୍କ ମର୍ସିଡିଜ୍‌କୁ ପାଣିରେ ବୁଡାଇଲେ ମଡେଲ୍‌, ଏବେ ବି ପ୍ରେମିକାଙ୍କୁ ବିବାହ କରିବାକୁ…

ମସ୍କୋ: ସଂପର୍କରେ ଥିବା ବେଳେ ଯେତିକି ଭଲ ଘଟଣା ଦେଖିବାକୁ ମିଳେ ସଂପର୍କ ଭାଙ୍ଗି ଗଲା ପରେ ତା’ଠାରୁ ବେଶି ଆଶ୍ଚର୍ଯ୍ୟଜନକ ଘଟଣା ସବୁ ସାମ୍ନାକୁ ଆସିଥାଏ। ଯାହାକି କଳ୍ପନା ବାହାରେ। ବ୍ରେକ୍‌ଅପ୍‌ ପରେ ପ୍ରେମିକ-ପ୍ରେମିକାଙ୍କ ଭିତରେ ଗୁଡ଼ାଏ ଏପରି ଘଟଣା ଦେଖିବାକୁ ମିଳିଥାଏ, ଯାହା…
ଅଧିକ ଖବର ଦେଖନ୍ତୁ...

ଚୋରି ହୋଇଥିବା କେଜ୍ରିଓ୍ଵାଲଙ୍କ କାର ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର

ଗାଜିଆବାଦ: ଦିଲ୍ଲୀ ସଚିବାଳୟ ନିକଟରୁ ଦୁଇ ଦିନ ତଳେ ଚୋରି ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କର କାର ଶନିବାର ସକାଳୁ ଉତ୍ତରପ୍ରଦେଶର ଗାଜିଆବାଦରୁ ଉଦ୍ଧାର କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ ନରେନ୍ଦ୍ର ମୋହନ ହସ୍ପିଟାଲ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ…
ଅଧିକ ଖବର ଦେଖନ୍ତୁ...

ମହିଳାମାନେ ମନ୍ଦିର ଭିତରେ ପ୍ରବେଶ କଲେ ସବରିମାଲା ଯୌନ ପର୍ଯ୍ୟଟନ କ୍ଷେତ୍ର ପାଲଟିଯିବ: ଟିଡିବି ମୁଖ୍ୟ

ଥିରୁଅନନ୍ତପୁରମ୍‌: କେରଳର ସବରିମାଲା ମନ୍ଦିର ବୋର୍ଡର ମୁଖ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇ ଆଲୋଚନାର ପରିସରକୁ ଆସିଛନ୍ତି। ସେ କହିଛନ୍ତି ଯେ ମନ୍ଦିର ଭିତରକୁ ମହିଳାମାନଙ୍କୁ ପ୍ରବେଶ କରାଇଲେ ଥାଇଲାଣ୍ଡ୍‌ ପରି ସବରିମାଲା ମନ୍ଦିର ମଧ୍ୟ ‘ଯୌନ ପର୍ଯ୍ୟଟନ କ୍ଷେତ୍ର’ ପାଲଟିଯିବ। ଉଲ୍ଲେଖଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ମଞ୍ଚରେ ନରେନ୍ଦ୍ର-ନୀତିଶ : ନୀତିଶଙ୍କୁ  ପ୍ରଶଂସାରେ ପୋତି ପକାଇଲେ ମୋଦି

ପାଟନା : ଦୀର୍ଘ ଦିନର ବ୍ୟବଧାନ ପରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପାଟନା ବିଶ୍ୱବିଦ୍ୟାଳୟର ଶତାଦ୍ଦୀ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ । ଆରଜେଡି ସହିତ ସମ୍ପର୍କ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟଅପରାଧୀଙ୍କ ସ୍କେଚ୍‌ ଜାରି କଲା ଏସଆଇଟି

ବେଙ୍ଗାଲୁର: ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ସନ୍ଦିଗ୍ଧ ଅପରାଧୀମାନଙ୍କ ସ୍କେଚ୍‌ ଆଜି (ଶନିବାର) ଜାରି କରିଛି ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା( ଏସଆଇଟି)। ଏଥିରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତିଙ୍କର ୩ଟି ସ୍କେଚ୍‌ ରହିଛି। ସେହିପରି ସେମାନେ କେଉଁ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ମିଳିବ ଏୟାର ଲାଇନ୍ସ ପରି ଖାଦ୍ୟ

ନୂଆଦିଲ୍ଲୀ: ବାରମ୍ବାର ଅଭିଯୋଗ ହୋଇ ଆସିଛି ଯେ ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନ୍‌ରେ ପରଷା ଯାଉଥିବା ଖାଦ୍ୟ ନିମ୍ନମାନର। ଏପରିକି ଅଧିକାଂଶ ଯାତ୍ରୀ ରେଳବାଇ ଖାଦ୍ୟ ଉପଯୁକ୍ତ ମାନର ନୁହେଁ ବୋଲି ଅଭିଯୋଗ କରି ଥାନ୍ତି। ଲୋକଙ୍କ ଏପରି ଅଭିଯୋଗ ପାଇବା ପରେ ଏବେ ରେଳବାଇ ଏହି ସମସ୍ୟାର ସମାଧାନ…
ଅଧିକ ଖବର ଦେଖନ୍ତୁ...

ପୁଲବାମାରେ ଏନକାଉଣ୍ଟର୍‌,ପ୍ରାଣ ହରାଇଲେ ମୋଷ୍ଟ ଓ୍ଵାଣ୍ଟେଡ୍‌ ଓ୍ଵାସିମ୍‌ ଶାହ ସମେତ ୨ ଆତଙ୍କବାଦୀ

ଶ୍ରୀନଗର- ଜାମ୍ମୁ-କାଶ୍ମୀର ରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଶନିବାର ଭୋର ୨ଟାବେଳେ ପୁଲବାମାର ଲିଟର ଗ୍ରାମରେ ସୁରକ୍ଷା କର୍ମୀମାନଙ୍କ ସହିତ ଆତଙ୍କବାଦୀମାନଙ୍କର ଘମାଘୋଟ ଗୁଳିଗୋଳା ବିନିମୟ ହୋଇଥିଲା । ଏଠାରେ ଲସ୍କରର…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ପରେ ରାହୁଳ ଗାନ୍ଧୀ ହେବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ, : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ଦଳର ନେତୃତ୍ୱ ନେବେ। ଏ ନେଇ ରାହୁଲଙ୍କ ମାଆ ତଥା କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧି ସୂଚନା ଦେଇଛନ୍ତି। ଆଗାମୀ ଦୀପାବଳି ପରେ ପରେ ହିଁ କଂଗ୍ରେସ ଦଳର ଏପରି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ଓ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ଏମ୍‌ସ୍‌ର ବ୍ୟାପକ ସୁଧାର ହେବ

ନୂଆଦିଲ୍ଲୀ : ଭୁବନେଶ୍ୱର ସମେତ ଭୋପାଳ, ରାୟପୁର, ପାଟନା, ଯୋଧପୁର ଏବଂ ଋଷିକେଶରେ ସ୍ଥାପିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍‌ସ୍‌)ଗୁଡ଼ିକରେ ଭିତ୍ତିଭୂମି ଏବଂ ଜରୁରୀକାଳୀନ ସେବା ଉପଲବ୍ଧିକୁ ସୁଧାରିବାପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତତ୍ପରତା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ସଙ୍କଟରେ ବୀରଭଦ୍ର : ୫.୬ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ନଭେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସଙ୍କଟରେ ପଡ଼ିଯାଇଛନ୍ତି ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ। ତାଙ୍କ ବିରୋଧରେ ପୂର୍ବରୁ ରୁଜୁ ହୋଇଥିବା ଅର୍ଥ ହେରଫେର ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୀରଭଦ୍ରଙ୍କର ପ୍ରାୟ ୫.୬ କୋଟି…
ଅଧିକ ଖବର ଦେଖନ୍ତୁ...