‌ଦୈଭିକ୍‌ ରତ୍ନମ୍‌‌ରେ ଅକ୍ଷୟ ତୃତୀୟା ଅଫର୍‌

ଭୁବନେଶ୍ବର: ୟୁନିଟ୍‌-୩ ଜନପଥସ୍ଥିତ ଗୁରୁଦ୍ବାରା କମ୍ପ୍ଲେକ୍ସ‌ରେ ଥିବା ‘ଦୈଭିକ୍‌ ରତ୍ନମ୍‌’ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ଏହାର ଗ୍ରା‌ହକମାନଙ୍କୁ ଅନେକଗୁଡ଼ିଏ ଆକର୍ଷଣୀୟ ଅଫର୍‌ ଉପଲବ୍ଧ କରାଯାଇଛି। ଏଠାକୁ ଆସୁଥିବା ପ୍ରତ୍ୟେକ ଗ୍ରାହକମାନଙ୍କ ପାଇଁ ମନପସନ୍ଦ ଗହଣା କ୍ରୟ ଉପରେ ଆକର୍ଷଣୀୟ ରିହାତି ରହିଛି। ଅକ୍ଷୟ ତୃତୀୟା ଅବସରରେ ସଂସ୍ଥାର ଯୁ‌ବଦ୍ୟୋଗୀ ଗୌରୀ କେଡ଼ିଆ ଓ ସରୀଆ କେଡିଆ ହୀରା ଅଳଙ୍କାରର ଅପୂର୍ବ ସମ୍ଭାରଗୁଡ଼ିକୁ ଦେଖିବା ପାଇଁ ଗ୍ରାହକମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏହି ସୋ’ ରୁମ୍‌ରେ ଗ୍ରାହକଙ୍କ ମନ ମୁତାବକ ହୀରା ମୁଦି, କାନଫୁଲ, ଲକେଟ୍‌, ହାର, ମଙ୍ଗଳସୂତ୍ର, ଚୁଡ଼ି ଭଳି ବିଭିନ୍ନ ପ୍ରକାରର ହୀରା ଅଳଙ୍କାର ଉଚିତ ମୂଲ୍ୟରେ ମିଳୁଛି।

ସମ୍ବନ୍ଧିତ ଖବର