ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଅବହେଳାର ଶିକାର ହେଉଛନ୍ତି ଚାଷୀ

ଭୁବନେଶ୍ୱର : ପ୍ରତିବର୍ଷ ଦେଶରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତିି। ଏହି ସମୟ ମଧ୍ୟରେ ଯଦି ୧୨୦୦ ଡାକ୍ତର କିମ୍ବା ଓକିଲ, ଅଥବା ଦୁଇ ଶହ ଆଇଏଏସ୍‌ ଅଧିକାରୀ ଆତ୍ମହତ୍ୟା କରିଥାନ୍ତେ ତେବେ ଦେଶର ଅବସ୍ଥା ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା। ୧୯୭୦ରେ ଧାନ ଏବଂ ଗହମର ସହାୟକ ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

ଡିଏଭି ଚନ୍ଦ୍ରଶେଖରପୁରର ତିନି ବିଦ୍ୟାର୍ଥୀ ମନୋନୀତ

ଚନ୍ଦ୍ରଶେଖରପୁର : ଭାରତ ସରକାରଙ୍କ ନ୍ୟାସନାଲ୍‌ ଇନୋଭେସନ୍‌ ଫାଉଣ୍ଡେସନ୍‌ ଦ୍ୱାରା ପରିଚାଳିତ ସର୍ବଭାରତୀୟ ସମ୍ମାନଜନକ ଡ. ଏପିଜେ ଅବଦୁଲ୍‌ କାଲାମ୍‌ ଜାତୀୟ ଇଗ୍‌ନାଇଟ୍‌ ଆଓ୍ଵାର୍ଡ଼-୨୦୧୭ ପାଇବା ନିମନ୍ତେ ଡିଏଭି ପବ୍ଲିକ୍‌ ସ୍କୁଲ ଚନ୍ଦ୍ରଶେଖରପୁରର ତିନି ଜଣ ଛାତ୍ରଛାତ୍ରୀ ମନୋନୀତ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଭବନରେ ଉଦ୍‌ଘାଟିତ ହେଲା ପୁଷ୍ଟିସାଧନ କେନ୍ଦ୍ର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଶିଶୁ ଭବନ ପରିସରରେ ଏକ ପୁଷ୍ଟିସାଧନ କେନ୍ଦ୍ର/ଏନ୍‌ଆର୍‌ସି ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କ୍ୟାପିଟାଲ ହସ୍‌ପିଟାଲ୍‌ ଅଧୀନରେ ଏହି…
ଅଧିକ ଖବର ଦେଖନ୍ତୁ...

ଆମ ପେଟକୁ ନାତ ମାରନି

ଭୁବନେଶ୍ୱର : ତମାଖୁ ଉତ୍ପାଦ ବିକ୍ରି କରୁଥିବା କ୍ଷୁଦ୍ର ପାନ ଦୋକାନୀମାନେ ଅଣ ତମାଖୁ ଉତ୍ପାଦ ତଥା କୌଣସି ଖାଦ୍ୟ ଓ ପାନୀୟ ଜିନିଷ ବିକ୍ରି କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଇନ ଆଣିବା ପରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ଏଓବିଏସ୍‌ଏର ଅଭିଯୋଗ : ନିମ୍ନଗାମୀ ହେଉଛି ବିପିୟୁଟି

ଭୁବନେଶ୍ୱର : ବାଟବଣା ହୋଇଗଲାଣି ବୈଷୟିକ ଶିକ୍ଷା। ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନ କୌଶଳ ଶିକ୍ଷା ପ୍ରଦାନ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ନିମ୍ନଗାମୀ ଦେବାରେ ଲାଗିଛି। ପିଲାଙ୍କୁ ଚାକିରି ପ୍ରଦାନ କରି ସ୍ୱାବଲମ୍ବନଶୀଳ କରିବାକୁ…
ଅଧିକ ଖବର ଦେଖନ୍ତୁ...

ରେଡିଓରେ କ୍ୟାରିୟର ପାଇଁ ତାଲିମ ଦେବ ଆଉଟ୍‌ରିଚ୍‌

ଭୁବନେଶ୍ୱର : ରେଡିଓରେ କ୍ୟାରିୟର ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି। ତେବେ ରାଜ୍ୟରେ ରେଡିଓରେ କ୍ୟାରିୟର ପାଇଁ ଆବଶ୍ୟକତା ଅନୁସାରେ ଶିକ୍ଷାଗ୍ରହଣ ଓ ଟ୍ରେନିଂର ସୁବିଧା ଉପଲବ୍ଧ ନାହିିଁ । ଏହାକୁ ଦୃଷ୍ଟିରେ ରଖି ଆଉଟ୍‌ରିଚ୍‌ ତରଫରୁ ଦ୍ୱିତୀୟ ଥର ପାଇଁ ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଟୁଡେ ପକ୍ଷରୁ ‘ଦି ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟ୍‌ କନକ୍ଲେଭ୍‌’

ଭୁବନେଶ୍ୱର: ରେଳବାଇରେ ଓଡ଼ିଶାକୁ ଯଥେଷ୍ଟ ଅବହେଳା କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରେଳବାଇର ସାନ୍ଦ୍ରତା ଯଥେଷ୍ଟ କମ୍‌। ରେଳବାଇ ପ୍ରତିବର୍ଷ ଓଡ଼ିଶାରୁ ୭୩ହଜାର କୋଟି ସଂଗ୍ରହ କରୁଥିବା ବେଳେ ଓଡ଼ିଶା ପାଇଁ ରେଳବାଇର ବଜେଟ୍‌ ହେଉଛି ମାତ୍ର ୫ହଜାର କୋଟି। ଓଡ଼ିଶାକୁ ରେଳବାଇ…
ଅଧିକ ଖବର ଦେଖନ୍ତୁ...

ଉଦିତ ସୂର୍ଯ୍ୟକୁ ଅର୍ଘ୍ୟ ସହ ସରିଲା ଛଟ୍‌ ପୂଜା

ଭୁବନେଶ୍ୱର: ଶେଷ ହୋଇଛି ଛଟ୍‌ ପୂଜାର ୪ ଦିବସୀୟ କଠୋର ବ୍ରତ। ଶୁକ୍ଳପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇଥିବା ଏହି ବ୍ରତ ମୁଖ୍ୟତଃ ବିହାରୀ ମହିଳାମାନେ ନିଜ ପରିବାରର ସୁଖ ସମୃଦ୍ଧି ଓ ମନବାଞ୍ଛା ପୂରଣ ପାଇଁ କରିଥା’ନ୍ତି। ଗତକାଲିଠାରୁ ଚଳଚଞ୍ଚଳ ହୋଇପଡ଼ିଥିବା କୁଆଖାଇ ଛଟ୍‌ ଘାଟ୍‌ ଆଜି ସୂର୍ଯ୍ୟଦୋୟ…
ଅଧିକ ଖବର ଦେଖନ୍ତୁ...

ଏଲ୍‌ଆଇସିର ସାମାଜିକ ସୁରକ୍ଷା ସମ୍ମିଳନୀ

ପୁରୁଣା ଭୁବନେଶ୍ୱର: ଏଲ୍‌ଆଇସି ପେନ୍‌ସନ୍‌ ଓ ଗୋଷ୍ଠୀ ବୀମା ୟୁନିଟ୍‌ ପକ୍ଷରୁ ଏଲ୍‌ଆଇସି ପେନ୍‌ସନ୍‌ ଓ ଗୋଷ୍ଠୀ ବୀମାର ସାମାଜିକ ସୁରକ୍ଷା ସମ୍ମିଳନୀ ସ୍ଥାନୀୟ ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ବିଭାଗର ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ,…
ଅଧିକ ଖବର ଦେଖନ୍ତୁ...

ଆଇସିଏଆର-ସିଫା ପକ୍ଷରୁ ଜାତୀୟ ଗଣମାଧ୍ୟମ କର୍ମଶାଳା

ଭୁବନେଶ୍ୱର: ଆଇସିଏର ଓ ସିଫା ପକ୍ଷରୁ ଆଜି ଅନୁଷ୍ଠାନ ପରିସରରେ ‘ଜଳକୃଷି ଗବେଷଣାରେ ନବୀକରଣକୁ ଗଣମାଧ୍ୟମ ଦ୍ୱାରା ତ୍ୱରିତ ପ୍ରସାର: ବିଜ୍ଞାନ ଯୋଗାଯୋଗର ପରିପ୍ରେକ୍ଷଣ’ ଶୀର୍ଷକ କର୍ମଶାଳା ଗଣମାଧ୍ୟମ ବ୍ୟକ୍ତିତ୍ୱ, କୃଷି ବିଶେଷଜ୍ଞ ଓ ବୈଜ୍ଞାନିକଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟଚାଷ…
ଅଧିକ ଖବର ଦେଖନ୍ତୁ...