ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ନିୟମ ମାନୁନାହାନ୍ତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର: ଚେତାବନୀ ସତ୍ତ୍ୱେ ବାହାରୁ ଔଷଧ କିଣିବାକୁ ଲେଖୁଛନ୍ତ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ‘ନିରାମୟ’ ଛଡ଼ା ବାହାରୁ ଔଷଧ ନ ଲେଖିବା ପାଇଁ କଡ଼ା ନିର୍ଦେଶ ରହିଛି। ଏହା ସତ୍ତ୍ୱେ ହସ୍ପିଟାଲର ଡାକ୍ତର ନିର୍ଦେଶକୁ ବେଖାତିର କରୁଛନ୍ତି। ରୋଗୀଙ୍କୁ ବାହାରୁ ଔଷଧ କିଣିବା ପାଇଁ ଲେଖୁଥିବା ଅଭିଯୋଗ ହେଉଛି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ ହସ୍ପିଟାଲରେ ଜଳିଲା ଏଲଇଡି ଲାଇଟ୍‌

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଆଜି ବହୁ ପ୍ରତୀକ୍ଷିତ ଏଲ୍‌ଇଡି ଲାଇଟର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦ୍‌ଘାଟନ କରିଛନ୍ତି। ଏବେ ହସ୍ପିଟାଲରେ ୮୫ଟି ଏଲଇଡି ଲାଇଟ୍‌ ଲଗାଯାଇଛି। ହସ୍ପିଟାଲର ବଳକା ସ୍ଥାନଗୁଡ଼ିକରେ ଖୁବଶୀଘ୍ର ଲାଇଟ୍‌ର ବ୍ୟବସ୍ଥା କରାଯିବ…
ଅଧିକ ଖବର ଦେଖନ୍ତୁ...

ବହୁ ବିବର୍ତିତ ସମୟ ଦେଇ ଶ୍ରୀଜଗନ୍ନାଥ ପ୍ରତିମୂର୍ତି ଗତି କରିଛି

ଭୁବନେଶ୍ୱର: ଶ୍ରୀଜଗନ୍ନାଥ କେବଳ ଗବେଷଣାର ବିଷୟବସ୍ତୁ ନୁହନ୍ତି, ସେ ଜଣେ ପରମପୁରୁଷ। ତାଙ୍କ ଇଚ୍ଛାରେ ସବୁ କିଛି ଘଟୁଛି। ମହାପ୍ରଭୁ ଓଡ଼ିଆ ଜାତିର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ଆଜି ଆମେ ଜଗନ୍ନାଥଙ୍କୁ ଯେଉଁ ପ୍ରତିମୂର୍ତିରେ ଦେଖୁଛୁ, ଏହା ତାଙ୍କର ଆଦ୍ୟ ରୂପ ନୁହେଁ। ବହୁ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୭’

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୭’ ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ବୃନ୍ଦାବନ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ବାଣୀବିହାରରେ ହାଇଡ୍ରାମା

ଆଜି ବସିବ ଶିକ୍ଷକ ପରିଷଦ ବୈଠକ ଭୁବନେଶ୍ୱର : ପ୍ରାୟ ଏକ ମାସ ହେଲା ସାରା ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ସରିଲାଣି। ବାଣୀବିହାରରେ କିନ୍ତୁ ରାଜନୀତି ଥମିବାର ନାଁ ନେଉନି। ଶାନ୍ତିର ମାର୍ଗ ଅନୁସରଣ କରିବାକୁ ଛାତ୍ରଛାତ୍ରୀଙ୍କୁ କହୁଥିବା କୁଳପତି ପ୍ରଫେସର ସୌମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ମା’ ବାର୍‌ହା ସହ ୨ ଶାବକ ମୃତ

ଖଣ୍ଡଗିରି : ବୁଧବାର ଭୋର ସମୟରେ ଚନ୍ଦକା ଥାନା ପାଣିଓରା ଗାଁ ନିକଟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ମା ବାର୍‌ହା ସହ ୨ଟି ଶାବକଙ୍କର ମୃତ୍ୟୁ ଘଟିଛି। ମା ବାର୍‌ହାଟିର ବୟସ ୬ରୁ ୭ ବର୍ଷ ଓ ଓଜନ ପ୍ରାୟ ଏକ କ୍ୱିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଥିବାବେଳେ ପ୍ରାୟ ବର୍ଷକର ଅଣ୍ଡିରା…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦର ପାଇଁ ଜାଗମରାରୁ ଆସିବ ଦେଢ଼ ଏକର ଜମି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାବନ୍ଦରରେ ବିମାନ ପରିଚାଳନାରେ ଦେଖାଯାଉଥିବା ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଜାଗମରା ଗ୍ରାମର ପ୍ରାୟ ଦେଢ଼ ଏକର ଜମି ଅଧିଗ୍ରହଣ କରିବେ। ଏଥିରେ ଜାଗମରା ଗ୍ରାମରୁ ୧.୦୭ ଏକର ଜମି ଅଧିଗ୍ରହଣ ହେବ। ଯେଉଁ ବ୍ୟକ୍ତିଙ୍କଠାରୁ ଜମି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଯୁବସାମ୍ମୁଖ୍ୟ ପକ୍ଷରୁ ଶାନ୍ତି ପଦଯାତ୍ରା

ଚନ୍ଦ୍ରଶେଖରପୁର: ୭୨ତମ ଜାତିସଂଘ ଦିବସ ପାଳନ ଉପଲକ୍ଷେ ରାଜ୍ୟ ଯୁବସାମ୍ମୁଖ୍ୟ ସମିତି ପକ୍ଷରୁ ଏକ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ କଳିଙ୍ଗ ହସ୍‌ପିଟାଲ ଛକରୁ ଏହି ଶାନ୍ତିି ପଦଯାତ୍ରା ବାହାରି ମହାତ୍ମାଗାନ୍ଧୀ ପାର୍କରେ ସମାପ୍ତ ହୋଇଥିଲା। ଏହି ଅବସରରେ…
ଅଧିକ ଖବର ଦେଖନ୍ତୁ...

ପୁଣ୍ୟ ଉତ୍କଳର ବରିଷ୍ଠ ନାଗରିକ ମଞ୍ଚ ଗଠିତ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କୁ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ପୁଣ୍ୟ ଉତ୍କଳ ଅନୁଷ୍ଠାନର ବରିଷ୍ଠ ନାଗରିକ ମଞ୍ଚ ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ସହ ଯୋଡ଼ି ହେବାକୁ ବିଏମ୍‌ସିର ପ୍ରୟାସ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ସହ ସମ୍ପର୍କ ବଢ଼ାଇବ ବିଏମ୍‌ସି। ସେମାନଙ୍କର ନିତିଦିନିଆ ସମସ୍ୟାକୁ ତୁରନ୍ତ ସମାଧାନ କରିବା ସହ ବ୍ୟବସ୍ଥିତ ଢଙ୍ଗରେ ଅଭିଯୋଗ ଗ୍ରହଣ କରିବ ଏବଂ ସମାଧାନ ପାଇଁ ଲୋକଙ୍କ ସହ ପ୍ରତ୍ୟେକ୍ଷ ଭାବେ ଯୋଡ଼ିହେବ ବିଏମ୍‌ସି। ଏଥିପାଇଁ ସମସ୍ତ ଆବାସିକ କଲ୍ୟାଣ ସଂଘ…
ଅଧିକ ଖବର ଦେଖନ୍ତୁ...