ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଝାରପଡ଼ାରେ ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତା

ଭୁବନେଶ୍ବର: ଝାରପଡ଼ାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଚାରକ ଭାବେ ଡ. ଭାଗବତ ଶୁକ୍ଳ, ମ ନୋଜ କୁମାର ମିଶ୍ର, ୟନ୍ନିତା ପ୍ରିୟଦର୍ଶିନୀ, ଶୈଳେଶ ମିଶ୍ର ଯୋଗଦେଇ ପରୀକ୍ଷା ମୂଲ୍ୟାୟନ କରିଥିଲେ।

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍କ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ସରିତା ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମିତ୍ରଭାନୁ ଦାଶ, ଗୋପାଳ ଚନ୍ଦ୍ର ରଥ, ମୋନାଲିସା ମହାନ୍ତି, ସସ୍ମିତା ମହାନ୍ତି, ନର୍ମଦା ମହାରଣା, ରଶ୍ମିମୟୀ ପାଣି, ମୀନାକୁମାରୀ ପାତ୍ର, ସୁଲୋଚନା ଧଳ, ବନାନୀ ପଟ୍ଟନାୟକ, ରଶ୍ମିତା କରଣ, ଶୁଭଶ୍ରୀ ବେହେରା, ସନ୍ଧ୍ୟାରାଣୀ ସ୍ବାଇଁ, ହରିବନ୍ଧୁ ସିଂ, ମନୋଜ ସିଂ, ମୃତ୍ୟୁଞ୍ଜୟ ରାଉତ ଓ ସମାଜସେବୀ ଗିରିଜା ନାୟକ ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର