ଇଂରାଜୀ ଅନୁବାଦ ପୁସ୍ତକ ‘ବେଟଲ୍ସ ଅଫ ଆୱାର ଓନ୍‌’ ଲୋକାର୍ପିତ

ଭୁବନେଶ୍ବର: ସ୍ବର୍ଗତ ଜଗଦୀଶ ମହାନ୍ତିଙ୍କ ଉପନ୍ୟାସ ‘ନିଜ ନିଜ ପାନିପଥ’ର ଇଂରାଜୀ ଅନୁବାଦ ପୁସ୍ତକ ‘ବେଟଲ୍ସ ଅଫ ଆୱାର ଓନ୍‌’ ୱାକିଙ୍ଗ ବୁକ ଫେୟାର ପରିସରରେ ଲୋକାର୍ପିତ ହୋଇଯାଇଛି। ପ୍ରଫେସର ହିମାଂଶୁ ମହାପାତ୍ର ଏବଂ ପଲ୍‌ ସେଣ୍ଟ ପିୟର ଏହି ପୁସ୍ତକଟିକ ଅନୁବାଦ କରିଛନ୍ତି।

ପେଙ୍ଗୁଇନ ରେଣ୍ଡମ ହାଉସ ଦ୍ବାରା ପ୍ରକାଶିତ ଏହି ଉନ୍ମୋଚନ ସଭାକୁ ଔପନ୍ୟାସିକ ଚନ୍ଦ୍ରହାସ ଚୌଧୁରୀ ପରିଚାଳନା କରିଥିବା ବେଳେ ସରୋଜିନୀ ସାହୁ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର