ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ବିଜେପିରେ ଯୋଗ ଦେ‌ଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ଭାଇ ଅଜୟ ନାୟକ  ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ ଚାନ୍ଦବାଲି ବିଧାୟକ ବ୍ୟାେମକେଶ ରାୟଙ୍କ ମାମୁଁ …
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ଉପରୁ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ: ଡ୍ରାଇଭର ଓ ହେଲପର ଗୁରୁତର

ଭଦ୍ରକ: ଆଜି ସକାଳେ ଭଦ୍ରକର ଗେଲପୁର ସ୍କୁଲ୍ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ତଳକୁ କଦଳୀ ବୋଝେଇ ଟ୍ରକ ଖସିପଡ଼ିଥିଲା। ଗେଲପୁର ଛକ ନିକଟରେ ଟ୍ରକଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ

ଭୁବନେଶ୍ବର/ଭଦ୍ରକ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ ହେଉଛି। ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।।  ଭଦ୍ରକର ଇଦଗାହା ଠାରେ ସମୂହ ନମାଜ ପାଠ ଓ ଇଦ୍ ମିଲନ ହୋଇଛି। ଏଥିରେ ହଜାର ହଜାର ମୁସଲିମ ଭକ୍ତ ନମାଜ ପାଠରେ ସାମିଲ ହୋଇଥିଲେ। ଏଥିରେ ଜିଲ୍ଲାର ସବୁ ଦଳର…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ ଦେଲେ ଭଦ୍ରକ ପୌରାଧ୍ୟକ୍ଷା

ଭୁବନେଶ୍ବର: ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜି ହବିବି ବିଜେଡିରେ ଯୋଗ ଦେଇଛନ୍ତି। ସେ ତାଙ୍କର ସମର୍ଥକମାନଙ୍କ ସହ ଦଳରେ ସାମିଲ ହୋଇଛନ୍ତି। ଏଥିଲାଗି ଶଙ୍ଖ ଭବନରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ସଂଯୋଜକ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ଗିରଫ, ପ୍ରେମ ସଂପର୍କ ନେଇ ହୋଇଥିଲା ହତ୍ୟା

ଭଦ୍ରକ: ଗତ ମାସ ୩୦ ତାରିଖ ସଂଧ୍ୟାରେ ଭଦ୍ରକର ଆପର୍ତ୍ତିବିନ୍ଧା କଲୋନିର ଏକ ବନ୍ଦ ଘର ଭିତରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମ ସଂପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ପରକୀୟା ପ୍ରୀତି ଏହି ହତ୍ୟାକାଣ୍ଡ ପଛରେ…
ଅଧିକ ଖବର ଦେଖନ୍ତୁ...

ଥଣ୍ଡାଜ୍ବର ରୋଗୀଙ୍କୁ କୁକୁର କାମୁଡ଼ା ଇ‌‌‌ଞ୍ଜେକସନ୍

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଥଣ୍ଡାଜ୍ବର ହୋଇଥିବା ରୋଗୀଙ୍କୁ ନର୍ସ କୁକୁର କାମୁଡ଼‌ା ଇଞ୍ଜେକସନ୍ ଦେଇଛନ୍ତି। ରୋଗୀ ଜଣକ ଗୁରୁବାର ସକାଳେ ମେଡ଼ିକାଲକୁ ଆସିଥିଲେ। ନର୍ସ କୁକୁର କାମୁଡ଼ା ଇଞ୍ଜେକସନ୍ ଦେବା ନେଇ ରୋଗୀଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ଅସିତ୍ ପଟ୍ଟନାୟକ: କହିଲେ ଯେଉଁଠି ସମ୍ମାନ ନାହିଁ , ସେ ଦଳରେ ରହିବି କାହିଁକି

ଭଦ୍ରକ: ଶେଷରେ ସବୁ କଳ୍ପନାକଳ୍ପନାର ଅନ୍ତ ଘଟାଇ ବୁଧବାର ରାତିରେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ( ବୁଲୁ ) ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି…
ଅଧିକ ଖବର ଦେଖନ୍ତୁ...

ବଢୁଛି ତାତି: ପ୍ରସ୍ତୁତିରେ ଅଟକିଛି ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ 

ଭଦ୍ରକ: ଭଦ୍ରକ ଜିଲ୍ଲାରେ ତାତି ବଢ଼ୁ ଥିବା ବେଳେ ପ୍ରସ୍ତୁତିରେ ଅଟକିଛି ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ। ବଢ଼ିଚାଲିଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ବୈଠକ ପରେ ବୈଠକ କରି ଏଥିନେଇ ସତର୍କ ଏବଂ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଲାଇନ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ପଛକୁ ଧକ୍କା ଦେଲା ସ୍କର୍ପିଓ: ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ଦୁଇ ଯାତ୍ରୀଙ୍କ ମୃତ୍ୟୁ, ୪ ଗୁରୁତର

ଭଦ୍ରକ: ଭଦ୍ରକର  ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ନଳାଙ୍ଗ ସାଇ ମନ୍ଦିରଠାରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ସ୍କର୍ପିଓ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ବେଳେ ଏକ ଟ୍ରକ୍ କୁ ପଛପଟୁ କାରଟି ଧକ୍କା ଦେଇଥିଲା। କାର ଓ ଟ୍ରକ୍ ଧକ୍କା ହେବା ଫଳରେ…
ଅଧିକ ଖବର ଦେଖନ୍ତୁ...

ବନ୍ଦଘରୁ ମହିଳାଙ୍କ ମୃତଦେହ ଉଦ୍ଧାର 

ଭଦ୍ରକ: ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନିରେ ଏକ ବନ୍ଦ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ହେଲେ ମଧୁସ୍ମିତା ନାୟକ। ସୂଚନାରୁ ପ୍ରକାଶ ତିହିଡି ଥାନା ଅଧୀନ ଗୋଳାପୋଖରୀ ଗାଁର ମହେଶ୍ବର ନାୟକଙ୍କୁ ମଧୁସ୍ମିତା ବିବାହ କରିଥିଲେ।…
ଅଧିକ ଖବର ଦେଖନ୍ତୁ...