ଅନୁସନ୍ଧାନ କରୁଥିବା ବର୍ଗ
ଭଦ୍ରକ
୭ ପିଇଓ ନିଲମ୍ବିତ
ଭଦ୍ରକ : ଆବାସଯୋଜନାରେ ଆଶାନୁରୁପ ସଫଳତା ମିଳି ନ ଥିବା କାରଣରୁ ଭଦ୍ରକ ଜିଲ୍ଲାର ୭ ଜଣ ପିଇଓଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇ ଆସୁଥିଲା। ଯୋଜନା ଆଶାନୁରୂପ ସଫଳ ନହେବା ଓ ଅନେକ ହିତାଧିକାରୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭଦ୍ରକ: ୭ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ
ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସ ବୁଧବାର ବିଭିନ୍ନ ବ୍ଲକର ୭ଜଣ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଇନ୍ଦିରା ଗାନ୍ଧି ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଆରଏସ ସଂଘର ଧାରଣା
ଭଦ୍ରକ: ବିଭିନ୍ନ ସମସ୍ୟା ଓ ଦାବି ନେଇ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଆରଏସ ସଂଘର ଧାରଣା ଦେଇଛନ୍ତି। ଜିଆରଏସ ସଂଘର କହିବା ଅନୁସାରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗରେ ସେମାନେ କାମ କରି ଗ୍ରାମାଞ୍ଚଳର ବିକାଶ କାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭଦ୍ରକ: କଲେଜ ନିର୍ବାଚନକୁ ନେଇ ଭୁଜାଲି ମାଡ଼ରେ ଛାତ୍ର ଆହତ
ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଆଜି ଅଶାନ୍ତ ହୋଇ ଉଠିଛି କଲେଜ ପରିସର। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ଗଣ୍ଡଗୋଳ ବେଳେ ବିଶ୍ୱଜିତ ସ୍ୱାଇଁ ନାମକ ଜଣେ ଛାତ୍ର ଭୁଜାଲି ମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭଦ୍ରକ: ବଡ଼ଭାଇର ହତ୍ୟାକାରୀଙ୍କୁ ଆଜୀବନ କାରଦଣ୍ଡ
ଭଦ୍ରକ: ଏକ ହତ୍ୟା ମାମଲାର ଶୁଣାଣି କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରାଜଜ ଅନୁପ କୁମାର ଚନ୍ଦନ ବୁଧବାର ଜଣେ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଜ ଶ୍ରୀଚନ୍ଦନ ଲକ୍ଷ୍ମୀଧର ଭୂୟାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦,୦୦୦ ଟଙ୍କାର ଜରିମାନାରେ ଦଣ୍ଡିତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭଦ୍ରକ: ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ଗୁରୁତର
ଭଦ୍ରକ: ଭଣ୍ଡାରି ପୋଖରୀ-ଭଦ୍ରକ ଜାତୀୟ ରାଜପଥ ୧୬ ଅନ୍ତର୍ଗତ ଚିଙ୍ଗୁଡ଼ିପୁର ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଭୟଙ୍କର ବାଇକ ଦୁର୍ଘଟଣାରେ ତିନିଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥାରେ ଶୋଚନୀୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ: ୭ବଖରା ଭସ୍ମିଭୂତ, ୨ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଅନ୍ତର୍ଗତ ରାଆଣ୍ଡିଆ ଥାନାସ୍ଥିତ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୭ବଖରା ଭସ୍ମିଭୂତ ହୋଇଛି। ଏହି ଘଟଣାରେ ଆନୁମାନିକ ୨ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିଲେ ହେଁ ସୌଭଗ୍ୟବଶତଃ କାହାରି ମୃତ୍ୟୁ ହୋଇ ନଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...