ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ନକଲି ନିଟ୍‌ ପରୀକ୍ଷାର୍ଥୀ ଗିରଫ: ୧୦ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍‌

ଭଦ୍ରକ: ମେଡିକାଲ୍‌ ପ୍ରବେଶିକା ପରୀକ୍ଷା (ନିଟ୍‌) ଦେଉଥିବା ଜଣେ ନକଲି ପରୀକ୍ଷାର୍ଥୀଙ୍କ ସହ ୨ଜଣ ମଧ୍ୟସ୍ଥି ଗିରଫ ହୋଇଛନ୍ତି। ଅନ୍ୟ ୩ଜଣ ଅଭିଯୁକ୍ତ ଫେରାର୍‌ ଥିବା ବେଳେ ଅପରାଧର ଚେର ଖୋଜିବାରେ ଲାଗିଛି ପୁଲିସ। ଗତ ୫ତାରିଖରେ ଭଦ୍ରକ ସହରର ଏକ ଘରୋଇ ସ୍କୁଲ୍‌ରେ ନିଟ୍‌ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ବିଜେପି ସରକାରକୁ ଆସିଲେ ଭଦ୍ରକରେ ମେଡ଼ିକାଲ କଲେଜ, ବୟନ ଶିଳ୍ପ ପ୍ରତିଷ୍ଠା ହେବ: ସୁଧାଂଶୁ ନାୟକ

ଭଦ୍ରକ: ବିଜେପି ସରକାରକୁ ଆସିଲେ ଭଦ୍ରକରେ ମେଡ଼ିକାଲ କଲେଜ, ବିଶ୍ଵବିଦ୍ୟାଳୟ ଓ ବୟନ ଶିଳ୍ପ ପ୍ରତିଷ୍ଠା ହେବ। ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ସୁଧାଂଶୁ ନାୟକ ମଙ୍ଗଳବାର ଏହା କହିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରୁଥିବା ସରକାର ଓଡ଼ିଶାରେ ଚାଲିଛି।…
ଅଧିକ ଖବର ଦେଖନ୍ତୁ...

୩୫ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ବାଇକ୍‌ ଜବତ, ୨ ଯୁବକ ଗିରଫ

ଭଦ୍ରକ: ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ, ଅବକାରୀ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ୟୁନିଟ୍ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ନିକଟସ୍ଥ…
ଅଧିକ ଖବର ଦେଖନ୍ତୁ...

‘ନିଟ୍’ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ, ଅନ୍ୟ ତିନି ଜଣ ଫେରାର

ଭୁବନେଶ୍ବର: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଜାଲିଆତି କରି ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା। ଏମିତି ଏକ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ସୂଚନା ଅନୁଯାୟୀ ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ବିଜେପିର ନିର୍ବାଚନୀ ବୈଠକ

ଭଦ୍ରକ: ଭଦ୍ରକରେ ଶନିବାର ଏକ ହୋଟେଲ କକ୍ଷରେ ସଧାରଣ ନିର୍ବାଚନ ଉପଲକ୍ଷେ ଭଦ୍ରକ ଲୋକସଭା ଅନ୍ତର୍ଗତ ୭ ଗୋଟି ବିଧାନସଭା ଓ ଲୋକସଭାର ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ନେତୃତ୍ବ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ତ୍ରିବେନ୍ଦ୍ରମ ସିଂ ଓ ଡ଼ଃ ଭୋଲା…
ଅଧିକ ଖବର ଦେଖନ୍ତୁ...

ମିଥ୍ୟା ପ୍ରତିଶ୍ରୁତିରେ ଚାଲିଛି ଶାସନ: ନିରଞ୍ଜନ 

ଭଣ୍ଡାରିପୋଖରୀ/ବନ୍ତ: ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନ ଚଳାଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ବନ୍ତର ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଏହାକୁ ରାଜ୍ୟ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଜିଲ୍ଲାର ସବୁଠାରୁ ଅବହେଳିତ ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହ: ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

ଭଦ୍ରକ: ବନ୍ତ ଥାନା ଅର୍ନ୍ତଗତ ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗ୍ରାମରେ ପାରିବାରିକ କଳହରୁ ବାପା ଓ ପୁଅ ମଧ୍ୟରେ ବାଡ଼ିଆପିଟା ହେଇଛି। ବାପା ମାଧବ ବାରିକ(୬୧)ଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଛି। ଗୁରତର ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ହେଲେ ଶଙ୍କର୍ଷଣ…
ଅଧିକ ଖବର ଦେଖନ୍ତୁ...

ଭଣ୍ଡାରିପୋଖରୀ ଆସନ: ଏଥର ବିଜେଡି-କଂଗ୍ରେସ ଲଢ଼େଇ

ଭଦ୍ରକ: ଭଦ୍ରକ ଲୋକସଭା ସମେତ ୫ ବିଧାନସଭା ଆସନରେ ସବୁ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଅନ୍ୟପକ୍ଷରେ ବିଜେଡିରୁ ସଞ୍ଜୀବ ମଲ୍ଲିକ ଓ କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି…
ଅଧିକ ଖବର ଦେଖନ୍ତୁ...

ସକାଳ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ୩୫.୬ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଣେ ବାଲେଶ୍ୱରରେ ୩୫.୪ ଡିଗ୍ରି, ଫୁଲବାଣୀରେ ୩୪.୬ ଡିଗ୍ରି, ରାଜଧାନୀ ଭୁବନେଶ୍ୱରରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନ

ଭଦ୍ରକ: ଗତକାଲି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ପୌରାଧ୍ୟକ୍ଷା ଗୁଲମକ୍କି ହବିବିଙ୍କ ସହ ହଜାର ହଜାର ସମର୍ଥକଙ୍କୁ ନେଇ ଦଳୀୟ କାର୍ଯ୍ୟାଳୟରେ ନିଜର ଶକ୍ତି ପ୍ରଦର୍ଶନ କରିବାପରେ ଆଜି କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...